ଏହି କୁନି ଝିଅଟି ‘ଜାନେ ମେରି ଜାନେ ମନ’ ଗୀତରେ ଏମିତି ନାଚିଲା କି… ଯାହାକୁ ଦେଖିଲେ ଆପଣ ବି ହେଇଯିବେ ତା’ର ଦିବାନା ! ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ବେଳେବେଳେ ଆମ ସୋସିଆଲ ମିଡ଼ିଆ ରେ ଏମିତି କିଛି ଦେଖିବାକୁ ମିଳେ ଯାହା ବହୁତ ମନଲୋଭା ଦୃଶ୍ୟ ହୋଇ ଥାଏ ଏବଂ ତାହାକୁ ଦେଖିଲେ ମଧ୍ୟ ଆତ୍ମା କୁ ତୁପ୍ତି ମିଳି ଥାଏ ।ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି ।


କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ । କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ। ତେବେ ଏକ କୁନି ଝିଅ ର ସେଭଳି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଯିଏ ନାହିଁ ସେ ପସନ୍ଦ କରିବ।ଇଣ୍ଟର୍ନେଟ ରେ ଭାଇରାଲ ହେଉଛି ଏହି କୁନି ଝିଅ ଟିର ଭିଡିଓ, ତେବେ ଆସନ୍ତୁ ଏହା ଉପରେ ନଜର ପକାଇବା।

ତେବେ ଏକ ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ କୁନି ଝିଅ ଟି ଏକ ଗୀତ ରେ ଡ୍ୟାନ୍ସ କରୁଛି। ଦେଖିବାକୁ ମିଳିଛି ଯେ ଏକ କୁନି ଛୋଟ ଝିଅ ଜାନେ ମେରୀ ଜାନେ ମନ ଗୀତରେ ଖୁବ ସୁନ୍ଦର ଭାବେ ନାଚିଛି । ତେବେ ଏହି ଝିଅ କେଉଁ ସ୍ଥାନ ର ତାହା ଜଣା ପଡି ନାହିଁ କିନ୍ତୁ ଝିଅ ଟି ଦେଖିବା ପାଇଁ ବି ବହୁତ ସୁନ୍ଦର ଏବଂ ଚୁଲବୁଲି ।

କୁନି ଝିଅ ଟି ଯେପରି ଏହି ଗୀତ ରେ ତାଳ କୁ ମିଶାଇ ନାଚୁଛି ଏବଂ ନାଚିବାର ମଜା କି ଉପଭୋଗ କରୁଛି ତାହାକୁ ଦେଖିଲେ ଆପଣ ନିଶ୍ଚୟ ହସିବେ ଏବଂ ଆପଣ ଙ୍କୁ ନିହାତି କୁନି ଝିଅ ଟି ମଜାଦାର ଲାଗିବ। ଏହି କୁନି ଝିଅ ର ଡ୍ୟାନ୍ସ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି । ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ପସନ୍ଦ କରିବା ସହ ଅନେକ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।

ତେବେ ଆପଣ ତ ଜାଣି ଥିବେ ଏହି କଥା ଯେ କୌଣସି ଛୋଟ ଛୁଆ ମାନଙ୍କର କିଛି ଚୁଲବୁଲି ଭିଡ଼ିଓ ଦେଖିଲେ ମୁହଁ ରେ ହସ ଚାଲି ଆସି ଥାଏ ଏବଂ କିଛି ଦୁଃଖ ରେ ଯଦି କେହି ଥିବେ ତାଙ୍କ ଟେନ୍ସନ ମଧ୍ୟ ଦୂର ହୋଇ ଯାଇ ଥାଏ, କାରଣ ଏହି ଛୋଟ ଛୋଟ ଝିଅ ସେତିକି ହିଁ ମଜାଦାର ହୋଇ ଥାଆନ୍ତି। ତେବେ କୁନି ପିଲାଟିକୁ ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛି।


କୁନି ଝିଅଟିର ଏଭଳି ଭାବରେ ନାଚିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବ। ପିଲାଟିର ଏଭଳି ନାଚିବର ଦେଖି ତା’ର ପରିବାର ଲୋକ ମାନେ ମଧ୍ୟ ବହୁତ ଖୁସି ହୋଇ ଯାଉଛନ୍ତି। ସେ ବଡ଼ ହୋଇ ଆଗକୁ ସୁନ୍ଦର ଭାବରେ ନାଚିବ ବୋଲି ଲୋକ ମାନେ ବିଶ୍ୱାସ ଓ ଭରସା ରଖିଛନ୍ତି। ଏଥି ସହିତ ସେ ତା’ର ପରିବାର ଲୋକ ମାନଙ୍କ ପ୍ରତି ଗର୍ବ ଓ ଗୋୖରବ ଆଣିଦେବ।

ଯଦି କୌଣସି ବ୍ୟକ୍ତିର ମନ ଦୁଃଖ ଥାଏ, ତା’ହେଲେ ନିଶ୍ଚିତ ଭାବରେ ଏହି ଭିଡ଼ିଓଟିକୁ ଦେଖିଲେ ଉତଫୁଲିତ ହୋଇଯିବେ। ତେବେ କୁନି ପିଲା ମାନଙ୍କର ନାଚ ଦେଖିଲେ ମନରେ ବହୁତ ଖୁସି ଆସି ଯାଇଥାଏ। ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *