Koel ଙ୍କ ସହ ଜନ୍ମଦିନ ପାଳନ ବେଳେ ଅଚାନକ୍ ରୋମାଣ୍ଟିକ ହେଇଗଲେ Bobby Mishra, ଭାଇରାଲ ହେଉଛି Bobby ଓ Koel ଙ୍କ ପୁରୁଣା ରୋମାଣ୍ଟିକ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କୋଏଲ ବାନାର୍ଜୀ ।

ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ କୋଏଲ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ କୋଏଲ ନିଜ ଦ୍ଵିତୀୟ ବିବାହ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ନିଜ ବୟଫ୍ରେଣ୍ଡ ଅରୂପଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି ହେଲେ ଅରୂପଙ୍କ ପୂର୍ବରୁ ସେ ଓଡିଆ ଅଭିନେତା ବବି ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ । ବବି ଓ କୋଏଲଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରୁଥିଲେ ହେଲେ ବିବାହର କିଛି ବର୍ଷ ପରେ ତଥା ୨୦୨୧ ମସିହାରେ କିଛି କାରଣ ବଶତଃ ବବିଙ୍କ ଠାରୁ କୋଏଲ ଅଲଗା ହୋଇଯାଇଥିଲେ ।

ଅଲଗା ହେବା ପରେ କୋଏଲ ବଙ୍ଗଳାରେ ଯାଇ ରହିଥିଲେ ଓ ଏବେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ବିବାହ କରି ବହୁତ ଖୁସିରେ ଅଛନ୍ତି । ବନ୍ଧୁଗଣ ଏହି ସମୟରେ ବବି ଓ କୋଏଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ହେଉଛି ୨୦୧୯ର । ୨୦୧୯ରେ କୋଏଲଙ୍କ ଜନ୍ମଦିନ ଖୁସିରେ ବବି ତାବଲା ବଜାଇ ଗୀତ ଗାଉଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ବବି ନିଜ ସ୍ତ୍ରୀ କୋଏଲଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ତେବେ ଜନ୍ମଦିନ ପାଇଁ ସେ କୋଏଲଙ୍କ ସହ ବହୁତ ରୋମାଣ୍ଟିକ ମଧ୍ୟ ହୋଇଯାଇଥିଲେ ଯାହା ଭିଡିଓରେ ଦେଖିବାକୁ ମିଳିଛି । ସେ ରୋମାଣ୍ଟିକ ହୋଇ କୋଏଲଙ୍କୁ ଏକ ଗୋଲାପ ଫୁଲ ଦେଉଛନ୍ତି ଓ ଏକ ଗୀତ ଗାଇ ତାଙ୍କୁ ହଗ୍ କରୁଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *