ଦେଖନ୍ତୁ କଣ ହୋଇଥାଏ ? ଯେତେବେଳେ ଯମରାଜ ଛୁଟିରେ ଥାଆନ୍ତି ? ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । କାରଣ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ବନ୍ଧୁଗଣ କିଛିଟା ଲୋକ ଏପରି ଅଛନ୍ତି ଯେଉଁ ମାନେ ନିଜ ଜୀବନ ସହ ଖେଳି ଥାନ୍ତି ହେଲେ ସେମାନେ ନିଜ ଭାଗ୍ୟ ପାଇଁ ବଞ୍ଚି ଯାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଏପରି ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଭାଗ୍ୟ ପାଇଁ ବଞ୍ଚି ଯାଇଛନ୍ତି । ଟା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କର୍ଣ୍ଣାଟକାର ଶିବମୋଗା ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଜାନୁୟାରୀ ୨୦୨୧ରେ ଏହି ଭିଡିଓଟି ବହୁତ ଭାଇରାଲ ହୋଇଥିଲା । ଏହି ସ୍ଥାନର ଗାଡିଆରେ ଏକ ୧୫ ଫୁଟ ଲମ୍ବ ବିଶିଷ୍ଟ କୋବ୍ରା ସାପ ଥିଲା । ସାପ ଉଧାର କରିବା ପାଇଁ ସ୍ନେକ କ୍ୟାଚର ପ୍ରଭାକର ଆସିଥିଲେ ।

ପ୍ରଭାକର ସାପଟିକୁ  ପ୍ରଥମେ ଏକ ବାଡିରେ ଧରିଦେଇଥିଲେ ପାଖକୁ ଆଣିବା ସମୟରେ ସାପଟି ବାଡିରୁ ଖସିଯାଇଥିଲା ଓ ପ୍ରଭାକରଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲା । ସେହି ସମୟରେ ପ୍ରଭାକରଙ୍କ ସାଥି ସେହି ସାପଟିକୁ ଧରି ଦେଇଥିଲା । ପ୍ରଭାକରଙ୍କ ଭାଗ୍ୟ ବହୁତ ଭଲ ଥିବାରୁ ସେ ସେହି ସାପ ଚୋଟରୁ ବଞ୍ଚି ଯାଇଥିଲେ ।

୨. ଅଗଷ୍ଟ ୨୦୨୦ ସମୟରେ କେରଳର କୋଲମ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ସ୍ଥାନରେ ଶ୍ରୀ କୁମାର ନାମକ ଏକ ବ୍ୟକ୍ତି ରାସ୍ତାରେ ଚାଲି ଯାଉଥିଲେ ହେଲେ ସେହି ସମୟରେ ତାଙ୍କ ପଛରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ କ୍ରଶ କରି ଚାଲିଗଲା । ହେଲେ ଶ୍ରୀ କୁମାରଙ୍କ ଦେହରେ ସେହି ଟ୍ରକଟି ମାଡ ହୋଇ ନଥିଲା । ସେହି ସମୟରେ ଶ୍ରୀ କୁମାର ଆଶ୍ଚର୍ଯ୍ୟ ହୋଇ ପଛକୁ ଦଉଡି ଆସିଗଲେ ସେ କିଛି ବୁଝି ପାରିଲେ ନାହିଁ । ଶ୍ରୀ କୁମାରଙ୍କ ଭାଗ୍ୟ ତାଙ୍କୁ ବଞ୍ଚେଇ ଦେଲା । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ।

୩. ଜୁଲାଇ ୨୦୨୦ରେ ଥାଇଲାଣ୍ଡରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା । ଟିଆନା ନାମକ ଏକ ଝିଅ ନିଜ ଭଉଣୀ ସହ ଖେଳୁଥିଲା । ଛୁଆଟି ଦୌଡୁ ଥିବା ବେଳେ ତାର ଗୋଡରେ ଏକ ସାପ ଫସି ଯାଉଛି ଓ କିଛି ସମୟ ଦଉଡିବା ପରେ ସାପଟି ଗୋଡରୁ ବାହାରି ଯାଉଛି ହେଲେ ଛୁଆର କିଛି କ୍ଷତି ହେଉ ନାହିଁ । ସେହି ସମୟରେ ଛୁଆର ମା ଏହି ଭିଡିଓଟିକୁ ରେକର୍ଡ କରିଥିଲେ ଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ପିଲାଟିର ଭାଗ୍ୟ ବହୁତ ଭଲ ଥିଲା ସେଥିପାଇଁ ସାପ ଚୋଟରୁ ସେ ବଞ୍ଚିଗଲା ।

Leave a Reply

Your email address will not be published. Required fields are marked *