25 Interesting Gk Questions- ଏମିତି କେଉଁ ଦୁଇଟି ସଂଖ୍ୟା ଅଛି ଯାହାକୁ ଗୁଣିଲେ 300 ଓ ମିଶେଇ ଦେଲେ 365 ହେବ ?

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କେଉଁ ଦେଶରେ ଅଧିକ ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି?
ଉତ୍ତର- ନାଇଜେରିଆ।

୨. କେଉଁ ଦେଶରେ ଗାଳି ଦେଲେ ୫ ବର୍ଷର ଦଣ୍ଡ ଭୋଗ କରିବାକୁ ପଡ଼ିଥାଏ?
ଉତ୍ତର- କ୍ୟୁବା।

୩. କେଉଁ ଦେଶରେ ୧ ଟଙ୍କା ରେ ୧ ଲିଟର ପେଟ୍ରୋଲ ମିଳିଥାଏ?
ଉତ୍ତର- ଘନା।

୪. ଭାରତ ର କେଉଁ ରାଜ୍ୟ ରେ ୨୦୦୦ ଟଙ୍କା ର ନୋଟ ଚାଲି ନଥାଏ?
ଉତ୍ତର- ବିହାର ର ମିରହାଟି ଗାଁ ରେ।

୫. କେଉଁ ଦେଶ ପାଖରେ ସବୁଠାରୁ ଅଧିକ ଅସ୍ତ୍ର ରହିଛି?
ଉତ୍ତର- ଇରାନ।

୬. ଭାରତର ସର୍ବ ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଉତ୍ତର- ରାଜୀବ ଗାନ୍ଧୀ।

୭. କେଉଁ ଜଙ୍ଗଲୀ ପ୍ରାଣୀ ଶରୀରରେ ସବୁଠାରୁ ଅଧିକ ରକ୍ତ ଥାଏ?
ଉତ୍ତର- ହାତୀ।

୮. ଭାରତର ସବୁଠାରୁ ବଡ଼ ଗ୍ରାମ କଣ ଅଟେ?
ଉତ୍ତର- ଗହ୍ମର।

୯. କେଉଁ ଦେଶର ଲୋକ ଷଣ୍ଢ ସହିତ ଲଢ଼େଇ କରନ୍ତି?
ଉତ୍ତର- ସ୍ପେନ

୧୦. ଜୟ ହିନ୍ଦ ର ସ୍ଲୋଗାନ କିଏ ଦେଇଥିଲେ?
ଉତ୍ତର- ନେତାଜୀ ସୁବାଷ ଚନ୍ଦ୍ର ବୋଷ।

୧୧. ଭାରତ ରେ ସର୍ବ ପ୍ରଥମେ ଟ୍ୟାକ୍ସ ସେବା କେଉଁଠାରେ ଆରମ୍ଭ ହୋଇଥିଲା?
ଉତ୍ତର- ବେଙ୍ଗାଲୁରୁ।

୧୨. ନେତା ମାନେ ସବୁବେଳେ ଧଳା ରଙ୍ଗ ର ପୋଷାକ କଣ ପାଇଁ ପିନ୍ଧନ୍ତି?
ଉତ୍ତର- କାରଣ ଧଳା ରଙ୍ଗ ଶାନ୍ତି ର ପ୍ରତୀକ ହୋଇଥାଏ।

୧୩. ଗାଡ଼ି ଚକ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର- ଇରାକ।

୧୪. ଫେସବୁକ କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର- ଆମେରିକା।

୧୫. କେଉଁ ଫଳ ରେ ସବୁ ପ୍ରକାର ଭିଟାମିନ ରହିଥାଏ?
ଉତ୍ତର- ପାଚିଲା ଅମୃତଭଣ୍ଡା।

୧୬. ହିନ୍ଦୁସ୍ତାନ ର ସବୁଠାରୁ ପୁରୁଣା ବିଶ୍ଵ ବିଦ୍ୟାଳୟ କଣ ଅଟେ?
ଉତ୍ତର- ନାଳନ୍ଦା ବିଶ୍ୱ ବିଦ୍ୟାଳୟ।

୧୭. କେଉଁ ଦେଶରେ ନୂଆ ବର୍ଷ ର ତାରିଖ ପ୍ରତି ବର୍ଷ ବଦଳି ଥାଏ?
ଉତ୍ତର- ଚୀନ।

୧୮. ଚାନ୍ଦ ରେ କେଉଁ ଗଛ ସର୍ବ ପ୍ରଥମେ ଉଠିଥିଲା?
ଉତ୍ତର- କପାସ।

୧୯. ଗୁଗଲ ର ସ୍ଥାପନା କେବେ ହୋଇଥିଲା?
ଉତ୍ତର- ୧୯୯୮।

୨୦. କେଉଁ ଦେଶରେ ୧ ଟଙ୍କା ରେ ୧ କିଲୋ ସୁନା ମିଳିଥାଏ?
ଉତ୍ତର- କ୍ରିପ୍ସ।

୨୧. କେଉଁ ଦେଶରେ ପାଣି ଠାରୁ ଶସ୍ତା ପେଟ୍ରୋଲ ଅଟେ?
ଉତ୍ତର- କୁବେତ।

୨୨. ଦୁନିଆ ର ସବୁବେଳେ ଭୟଙ୍କର ଜେଲ କଣ ଅଟେ?
ଉତ୍ତର- ତିହାଡ଼ ଜେଲ୍।

୨୩. କାଉ ର ବୟସ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ?
ଉତ୍ତର- ୧୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ।

୨୪. ମନୁଷ୍ୟ ଶରୀରର କେଉଁ ଅଙ୍ଗ ବିଜୁଳି ଜନ୍ମ କରିପାରି ଥାଏ?
ଉତ୍ତର- ମସ୍ତିଷ୍କ।

୨୫. ଏଭଳି କେଉଁ ଦୁଇଟି ସଂଖ୍ୟା ରହିଛି, ଯାହାକୁ ଗୁଣନ କରିଲେ ୩୦୦ ଏବଂ ମିଶାଣ କରିଲେ ୩୫ ହେବ?
ଉତ୍ତର- ୧୫ ଓ ୨୦।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *