OMG ! କୁନି ଝିଅଟି ଏମିତି ମାରୁଛି Backflip, ଦେଖିଲେ ଆଖି ଟେରା ହେଇଯିବ ! ନଜର ହଟେଇ ପାରିବେନି ! 10 ଲକ୍ଷରୁ ବି ଅଧିକ ଲୋକ ଦେଖି ସାରିଲେଣି…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ।ଯାହା ଆମ ଆତ୍ମା କୁ ତୁପ୍ତି ମିଳି ଥାଏ। ତେବେ ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି ।କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।


କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ। ତେବେ ବର୍ତ୍ତମାନ ଗୋଟିଏ କୁନି ଝିଅ ର ଭିଡିଓ ଖୁବ ଭାଇରାଲ ହେଉଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ। ତେବେ ଆଗରୁ ଶୁଣିବାକୁ ଏବଂ ଦେଖିବାକୁ ମିଳୁଥିଲା କି ପୁଅ ପିଲା ମାନେ ହି କେବଳ ଷ୍ଟଣ୍ଟ କରି ପାରନ୍ତି ଝିଅ ମାନେ ସେତିକି ଷ୍ଟ୍ରଙ୍ଗ ନଥାନ୍ତି ତେବେ କିନ୍ତୁ ଏହି ଭିଡିଓ ସେହି ସବୁ କୁ ଭୁଲ ବୋଲି ପ୍ରମାଣିତ କରି ଦେଇଛି।

ତେବେ ଆପଣ ମାନେ ଦେଖିଥିବେ କି ବ୍ୟାକଫ୍ଲିପ କୁ ଅଧିକାଂଶ ସମୟରେ ପୁଅ ମାନେ ହିଁ କରୁଥିବାର ଦେଖିବାକୁ ମିଳିଥାଏ ଏବଂ ଆପଣ ସେମାନଙ୍କ ଏଭଳି ପ୍ରତିଭା ଦେଖି ତାଳି ନ ମାରି କିମ୍ବା ପ୍ରଶଂସା ନ କରି ରହି ପାରନ୍ତି ନାହିଁ। ତେବେ କଣ ଆପଣ କେବେ ଦେଖିଛନ୍ତି କି କୁନି ଝିଅ କୁ ଏହି ବ୍ୟାକଫ୍ଲିପ ମାରିବାର ତେବେ ଆସନ୍ତୁ ସେହି ପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ଏହି ଭାଇରାଲ ଭିଡିଓ ରେ।

ତେବେ ଏହି ଭିଡିଓ ଟି ରେ ଦେଖିବାକୁ ମିଳୁଛି କି ଏକ କୁନି ଝିଅ ଟି ହଠାତ ବ୍ୟାକଫ୍ଲିପ ମାରିବା ଆରମ୍ଭ କରି ଦେଇଥିଲେ ଏବଂ ନନଷ୍ଟପ ବ୍ୟାକଫ୍ଲିପ ମାରିବାକୁ ଲାଗିଲେ ତେବେ ଏପରି ଲାଗୁଥିଲା କି ସେ ଆଗରୁ ସେଥିପାଇଁ ଟ୍ରେନିଂ ନେଇଥିଲେ। ତେବେ ଏହି ଭିଡିଓ ଟି ହେବଗୁଲ ୫ ନାମକ ଇଂଷ୍ଟାଗ୍ରାମ ଆକାଉଣ୍ଟ ରୁ ପୋଷ୍ଟ କରାଯାଇଛି। ଏବଂ ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଏବଂ ଲକ୍ଷ ଲକ୍ଷ ଭିୟୁ ମଧ୍ୟ ଆସିଛି।


ତେବେ ସତରେ ଏହି ଭିଡିଓ ଟି ଦେଖିବାକୁ ବହୁତ ଚମତ୍କାର ମଧ୍ୟ ତେବେ ଲୋକମାନେ ଏହି କୁନି ଝିଅ ର ଏପରି ପ୍ରତିଭା ଦେଖି ତାର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଏବଂ ଏହି କୁନି ଝିଅ ଟି ଏହା ପ୍ରମାଣିତ ମଧ୍ୟ କରି ଦେଇଛି କି ଯେଉଁ କାମ ପୁଅ କରି ପାରିବେ ସେ କାମ ଝିଅ ମଧ୍ୟ କରି ପାରିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *