ଦେଖନ୍ତୁ କେମିତି ନିଜର ୨ୟ ବିବାହ ବାର୍ଷିକ (Marriage Anniversary) ପାଳନ କଲେ Ollywood ହୀରୋ Ardhendu ଓ ସ୍ତ୍ରୀ Pallavi, ଦେଖନ୍ତୁ Video

ଆଜିକାଲି ଓଲିଉଡ ଦୁନିଆ ସହ ଜଡିତ କଳାକାରମାନେ ବି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ସେମାନେ ବି ହିନ୍ଦୀ କଳାକାରମାନଙ୍କ ଭଳି ନିଜର ସବୁ ମୂହୁର୍ତ୍ତର ଖବର ନିଜର ଫ୍ୟାନମାନଙ୍କୁ ଦେଉଛନ୍ତି । ସେମାନେ କେଉଁ ସବୁ ଫିଲ୍ମ କରୁଛନ୍ତି, କେଉଁଠି ଅଭିନୟ କରୁଛନ୍ତି ଇତ୍ୟାଦି । ଓଡିଆ ଦର୍ଶକମାନେ ବି ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ସବୁକିଛି ଜାଣି ପାରୁଛନ୍ତି ।

ଏହିଭଳି କରିବା ଦ୍ଵାରା କଳାକାରମାନଙ୍କୁ ବି ବହୁତ ପ୍ରକାରର ଲାଭ ମିଳିଥାଏ । କାରଣ ସୋସିଆଲ ମିଡିଆରେ ଏକ୍ଟିବ ରହିଲେ ତାଙ୍କର ନୂଆ ନୂଆ ଫିଲ୍ମ ବିଷୟରେ ସମସ୍ତେ ଜାଣି ପାରିବେ । ଏହା ସହିତ ସୋସିଆଲ ମିଡିଆ ଲୋକପ୍ରିୟ ଓ ପ୍ରସିଦ୍ଧ କରିବାର ଏକ ମୁଖ୍ୟ ମାଧ୍ୟମ ଅଟେ ।

ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଅଭିନେତା ଓ ଡାୟେରକ୍ଟରଙ୍କ ବିଷୟରେ କହିବୁ ଯିଏକି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । କିଛି ଦିନ ତଳେ ହିଁ ତାଙ୍କର ବିବାହ ବାର୍ଷିକ ଥିଲା । ଯାହାର କି କିଛି ଫଟୋ ସେ ଶେୟାର କରିଛନ୍ତି ଓ ବର୍ତ୍ତମାନ ସେହି ଫଟୋ ଗୁଡିକ ଭାଇରାଲ ହେବାରେ ଲାଗିଛି । କହିଦେଉଛୁ କି ଅର୍ଦ୍ଧେନ୍ଦୁ ବାନାର୍ଜୀ ଓଲିଉଡ ସିନେମା ଜଗତର ଜଣେ ଜଣା ଶୁଣା ଚେହେରା ଅଟନ୍ତି ।

ସବୁଠୁ ବଡ କଥା ହେଉଛି କି ସେ ଜଣେ ଅଭିନେତା ସହ ଡାୟେରକ୍ଟର ବି ଅଟନ୍ତି । ଏହିଭଳି ପ୍ରତିଭା ଥିବା କଳାକାର ଆମ ଇଣ୍ଡଷ୍ଟ୍ରିରେ ବହୁତ କମ ଅଛନ୍ତି । ଯେଉଁମାନେ ଅଭିନୟ ସହିତ ଫିଲ୍ମ ଡାୟେରକ୍ଟର ବି ହୋଇଥାନ୍ତି । କହିଦେଉଛୁ କି ଅର୍ଦ୍ଧେନ୍ଦୁ ଓଲିଉଡ ଦୁନିଆରେ ବହୁତ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ କିଛି ଫିଲ୍ମକୁ ସେ ଡାୟେରକ୍ଟ ବି କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ହେଲା ମୁଁ ପରଦେଶୀ ଚଢେଇ, ବ୍ଲକମେଲ, ଟପୋରୀ ଇତ୍ୟାଦି ।

କହିଦେଉଛୁ କି କିଛି ଦିନ ତଳେ ଅର୍ଦ୍ଧେନ୍ଦୁଙ୍କ ବିବାହ ବାର୍ଷିକ ଥିଲା । ଏହା ତାଙ୍କର ଦ୍ଵିତୀୟ ବିବାହ ବାର୍ଷିକ । ଯାହାକୁ ସେ ପତ୍ନୀ ପଲ୍ଲବୀଙ୍କ ସହ ଧୁମଧାମରେ ପାଳନ କରିଛନ୍ତି । ଯାହାର କି କିଛି ଫଟୋ ବି ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଆପଣ ତାଙ୍କର ଏହି ଫଟୋ ଗୁଡିକ ଦେଖି ପାରିବେ । କହିଦେଉଛୁ କି ଅର୍ଦ୍ଧେନ୍ଦୁ ଜଣେ ଭଲ ଅଭିନେତା ଅଟନ୍ତି ।

Leave a Reply

Your email address will not be published. Required fields are marked *