କିପରି ବନା ଯାଇଥିଲା ଦୁନିଆର ସବୁଠୁ ମହଙ୍ଗା ଘର Antilia (Ambani House), ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ନମସ୍କାର ବନ୍ଧୁଗଣ ତେବେ ଯଦି ଦୁନିଆରେ ସବୁଠାରୁ ଅଧିକ ଧନୀ ଲୋକଙ୍କ ବିଷୟରେ କଥା ହେବା ତେବେ ଆମ୍ବାନୀଙ୍କର ନାମ ଆସିବ ନାହିଁ ! ଏମିତି କସ୍ମିନ କାଳେ ସମମ୍ଭ ନୁହେଁ । ଆମ୍ବନିଙ୍କୁ ଦୁନିଆ ସାରା ଲୋକେ ଜାଣିଛନ୍ତି । ମୁକେଶ ଅମ୍ବାନୀଙ୍କର ଜନ୍ମ ୧୯୫୭ ମସିହା ୧୯ ଏପ୍ରିଲ । ତାଙ୍କର ଜନ୍ମ ୟମନ ନାମକ ସ୍ଥାନରେ ହୋଇଥିଲା । ମୁକେଶ ଅମ୍ବାନୀ ଜଣେ ବହୁତ ବଡ଼ ବ୍ୟବସାୟୀ ଅଟନ୍ତି ।

ଯଦି କଥା ହେବା ୨୦୧୬ ଫୋବ୍ସ ରିପୋର୍ଟ ଅନୁସାରେ, ତାଙ୍କ ପାଖରେ ୨୨.୨ ଆରବ ଡଲାରର ନିଜସ୍ୱ ସମ୍ପତ୍ତି ଥିଲା ଆଉ ସେ ସେହି ସମୟରେ ଦୁନିଆର  ୩୬ ତମ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ । ତେବେ ବକିଙ୍ଘମ ପାଲେସ୍ ଦୁନିଆର ସବୁଠାରୁ ଦାମିକା ଘର ଅଟେ । ଏହାପରେ ଦ୍ଵିତୀୟ ନମ୍ବରରେ ରିଲାଏନ୍ସ ପରିବାରର ଏଣ୍ଟିଲିୟା ଘର ଆସିଥାଏ । ଏହି ଘର ମୁକେଶ ଅମ୍ବାନୀଙ୍କର ଅଟେ । ଆମେ ଆପଣଙ୍କୁ କହି ଦେଉଛୁ ଯେ, ମୁକେଶ ଅମ୍ବାନୀ ନିଜ ରୋଜଗାରର ଏକ ଚତୁର୍ଥ ଭାଗ ଏହି ଘର ସଜେଇବାରେ ଲଗେଇ ଦେଇଛନ୍ତି ।

ତେବେ ତାଙ୍କ ବଙ୍ଗଳାର ମୂଲ୍ୟ ପାଖାପାଖି ୧୧ ହଜାର କୋଟି ଟଙ୍କା ଅଟେ ଏବଂ ତାଙ୍କ ବଙ୍ଗଳାର ନାମ ହେଉଛି ଏଣ୍ଟିଲିୟା । ମୁକେଶ ଅମ୍ବାନୀଙ୍କର ଏହି ବଙ୍ଗଳା କୌଣସି ୫ ଷ୍ଟାର ହୋଟେଲ ଠାରୁ କମ୍ ନୁହେଁ । ଘରେ ହେଲିପେଡ଼, ଜିମ, ସିନେମା ଘର ଆଉ ଏମିତି ବହୁତ ଅଲଗା ଅଲଗା ସୁବିଧା ସମ୍ପୂର୍ଣ୍ଣର ବ୍ୟବସ୍ଥା କରାଯାଇଛି । ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ କରିବା କଥା ହେଉଛି, କେବଳ ୪ ଜଣଙ୍କର ସେବା ପାଇଁ ୬୦୦ ଲୋକଙ୍କୁ କାମ କରିବା ପାଇଁ ରଖା ଯାଇଛି ।

ଅମ୍ବାନୀ ନିଜ ବଙ୍ଗଳାର ନାମ ଏଣ୍ଟିଲିୟା ନାମ ରଖିଛନ୍ତି । ଆଟଲାଣ୍ଟିକ ମହାସାଗର ଏକ ପୌରାଣିକ ଦ୍ଵୀପର ନାମ ଉପରେ ରଖିଛନ୍ତି । ଏଣ୍ଟିଲିୟା ଦେଶର ସବୁଠାରୁ ଦାମିକା ଇଲାକା ମୁମ୍ବାଇର ଅଲଟାମାଉଣ୍ଟ ରୋଡ଼ରେ ତିଆରି ହୋଇଛି । ଏହି ଅଞ୍ଚଳରେ ପ୍ରୋପାର୍ଟିର ମୂଲ୍ୟ ବହୁତ ଅଧିକ ଅଟେ । ଏଠାରେ ପ୍ରତି ସ୍କୟାର ଫୁଟ ୮୦,୦୦୦ ରୁ ୮୫,୦୦୦ ଟଙ୍କା ଅଟେ ।ତେବେ ଏହି ଘର କୁ ପ୍ରସ୍ତୁତ କରିବା ପାଇଁ ମୁକେଶ ଅମ୍ବାନୀ ଅଷ୍ଟ୍ରେଲିଆର ଦୁଇଟି କମ୍ପାନୀ କୁ ଡାକିଥିଲେ । ତେବେ ଏହି ଘରକୁ ପ୍ରସ୍ତୁତ କରିବା ପାଇଁ ସେ ଚାରି ବର୍ଷ ସମୟ ଦେଇଥିଲେ ।

ତେବେ ଏହି ଘରର କାମ ୨୦୦୭ ରେ ଆରମ୍ଭ ହୋଇଥିଲା ଏବଂ ୨୦୧୦ ରେ ଶେଷ ହୋଇଥିଲା । ତେବେ ସେହି ସମୟରେ ମୁକେଶ ଙ୍କ ଭାଇ ଅନିଲ ଅମ୍ବାନୀ ମଧ୍ୟ ନିଜ ଘର ପ୍ରସ୍ତୁତ କରିବାରେ ଲାଗିଥିଲେ ତେଣୁ ମୁକେଶ ଚାହୁଁଥିଲେ କି ଅନିଲ ଙ୍କ ପୂର୍ବରୁ ତାଙ୍କ ଘର ପ୍ରସ୍ତୁତ ହୋଇ ଯାଉ । ତେବେ ଅମ୍ବାନୀ ପରିବାର ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେ ୨୦୧୦ ରେ ନ ଯାଇ ୨୦୧୨ ରେ ଶୁଭ ମୁହୂର୍ତ୍ତରେ ଘର ପ୍ରତିଷ୍ଠା କରିଥିଲେ ଏବଂ ବାସ୍ତୁ ଦୋଷ ର ପୂଜା ସେ ପଚାଶ ଜଣ ପଣ୍ଡିତ ଙ୍କୁ ଡାକି କରାଇ ଥିଲେ ।


ତେବେ ଏଣ୍ଟିଲିୟାରେ ୯ ଏଲିବେଟର ଉପଲବ୍ଧ ଅଛି । ହେଲଥ ସ୍ପା, ସ୍ୱିମିଙ୍ଗ ପୁଲ, ଜିମ, ଡ୍ୟାନ୍ସ ଷ୍ଟୁଡିଓ, ଯୋଗ ସେଣ୍ଟର, ପ୍ରାଇଭେଟ ଥ୍ରୀଏଟର ଆଦି ଏମିତି ସବୁ ସୁବିଧା ଆପଣଙ୍କୁ ଏଣ୍ଟିଲିୟାରେ ମିଳିଯିବ । ଏଣ୍ଟିଲିୟାର ପ୍ରତିଟି ଫ୍ଲୋରର ଡିଜାଇନ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଅଟେ ।  ପ୍ରତିଟି ଫ୍ଲୋରର ଡ଼ିଜାଇନିଂଗରେ ଅଲଗା ଅଲଗା ମେଟେରିଆଲ ବ୍ୟବହାର କରାଯାଇଛି ।

ତେବେ ଏଣ୍ଟିଲିୟାର ଷଷ୍ଠ ଫ୍ଲୋରରେ ଗ୍ୟାରେଜ ଅଛି । ଯେଉଁଠାରେ କି ବିଭିନ୍ନ ପ୍ରକାରର ବିଳାସ ଦାୟକ କାର୍ ଗୁଡିକ ରହିଛି । ଗ୍ୟାରେଜ ପର ଫ୍ଲୋରରେ ଏଣ୍ଟିଲିୟାରେ ୫୦ ଜଣ ବସିବା ଭଳି ଏକ ସିନେମା ହଲ ମଧ୍ୟ ରହିଛି । ହଲ ଉପରେ ଆଉଟ ଡୋର ଗାର୍ଡେନ ଆଉ ସେଠାରେ ମନ୍ଦିର ତିଆରି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *