ସୁମଧୁର ସ୍ଵରରେ କରୋନା ଗୀତ ଗାଇ ସଚେତନତାର ବାର୍ତ୍ତା ଦେଉଛନ୍ତି କଳାହାଣ୍ଡିର କୁନି ଝିଅ ଶିଖାରାଣୀ, Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ର ପ୍ରକପ ଟିକେ କମିଲେ ମଧ୍ୟ କିଛି ସ୍ଥାନ ଏପରି ଅଛି ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କରୋନା ସଂ-କ୍ର-ମ-ଣ କମିବାର ନାମ ନେଉ ନାହିଁ । ତେବେ ଏହି କରୋନା ଦୁଇ ବର୍ଷ ହୋଇ ଯିବ ଦେଶ ରେ ରହିଛି । ଏହା ଯୋଗୁଁ ଅନେକ ଲୋକ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ ମଧ୍ୟ କରିଛନ୍ତି ଏବଂ ଅନେକ ପରିବାର ଛାର ଖାର ହୋଇ ପଡିଛି । କାହାର ବାପା ତ କାହାର ପୁଅ କାହାର ମାଆ ତ କାହାର ଝିଅ ସମସ୍ତେ ନିଜର ପ୍ରିୟଜନ କୁ ହରାଇ ଛନ୍ତି ।

ତେବେ ଏହି ପରି ଭୟଙ୍କର ପରିସ୍ଥିତି ରେ ପ୍ରାୟତଃ ଦୁଇ ବର୍ଷ ହେବ ଲକଡାଉନ ଏବଂ ସଟଡାଉନ ଆଦି ହେଉଛି । ତେବେ ଏହି ଲକଡାଉନ ଯୋଗୁଁ ଅନେକ ଲୋକ ନିଜର ଜୀବିକା ମଧ୍ୟ ହରାଇ ଛନ୍ତି ଏବଂ ଭୋକ ପେଟ ରେ ବାସ ଜୀଵନ କାଟୁଛନ୍ତି । ତେବେ ଏହି ସମୟରେ ଏକ କୁନି ଝିଅ ଲୋକ ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜର ଏକ ରଚିତ ଗୀତ ଗାଇ ଭିଡିଓ କରି ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡିଥିଲା ତେବେ ଏହି ଭି-ଡି-ଓ ଟି ଖୁବ ଭା-ଇ-ରା-ଲ ହେବା ସହ ଲୋକମାନେ ଗୀତ ଟିକୁ ପସନ୍ଦ ମଧ୍ୟ କରିଥିଲେ ।

ତେବେ ସେହି କୁନି ଝିଅ ଟି ହେଉଛି ଓଡ଼ିଶାର କଳାହାଣ୍ଡି ଜିଲ୍ଲା ର ତାର ନାମ ଶିଖାରାଣୀ । ସେ ଓଡ଼ିଆ ସଂସ୍କୃତି ଏବଂ ବଉଳ ଲୋ କୁ ନେଇ ଏହି ଗୀତ ର ରଚନା କରିଛନ୍ତି ତାଙ୍କ ମାଆ ସବିତା ମହାପାତ୍ର ଏବଂ ସ୍ୱର ସହିତ ଗୀତ ଶିଖାରାଣୀ ଗାଉଛନ୍ତି । ତେବେ ଏହି ଗୀତରେ ସେ କରୋନା କଣ ଏବଂ ସେ କିପରି ଭୟଙ୍କର ଭାବରେ ବ୍ୟାପିବାରେ ଲାଗିଛି । ସେହା ସଂକ୍ରମଣ ହେଲେ କଣ କଣ ହେବ ଆଦି ରହିଛି ।

ଏହା ସହିତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଗୁଡିକ କୁ ମାନିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା କଥା ମଧ୍ୟ ରହିଛି ଏହି ଗୀତରେ ସେ ଲୋକ ମାନଙ୍କୁ ମାସ୍କ ପିନ୍ଧିବା,ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର ବିଷୟରେ ମଧ୍ୟ କହିଛନ୍ତି । ଏହା ଛଡା ସେ ଏହି ସଂକ୍ରମଣ ସମୟରେ ନିଜର କର୍ତ୍ତବ୍ୟ କରୁଥିବା ଡାକ୍ତର, ନର୍ସ,ପୋଲିସ , ଆର୍ମି ଏଵଂ ସଫା କରୁଥିବା କର୍ମଚାରୀ ଙ୍କୁ ସମ୍ମାନ ଏବଂ ଧନ୍ୟବାଦ ଜଣାଇଛନ୍ତି ।

ସରକାର ଙ୍କ ସମସ୍ତ ଯୋଜନା ଏବଂ ପଦକ୍ଷେପ ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଖାରାଣୀ ମହାପାତ୍ର । ତେବେ ଏହି ଗୀତ ଟି ସୋ-ସି-ଆ-ଲ ମି-ଡ଼ି-ଆ- ରେ ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି କୁନି ଝିଅ ର କଣ୍ଠ ରୁ ବାହାରି ଥିବା ଏହି ଗୀତ କୁ ମଧ୍ୟ ପସନ୍ଦ କରୁଛନ୍ତି । ଆପଣଙ୍କୁ ଶିଖାରାଣୀଙ୍କ ଗୀତ ଟି ଭଲ ଲାଗିଥିଲେ ଗୋଟେ ଲାଇକ ନିଶ୍ଚୟ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *