ଦେଖନ୍ତୁ Ollywood ର ଫେମସ ସିଙ୍ଗର Aseema Panda ଙ୍କ Family & Biography

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ବର୍ତ୍ତମାନ ସିନେମା ରେ ଥିବା ସଙ୍ଗୀତ ଏବଂ ଗାୟକ ଗାୟିକା ଙ୍କ ପ୍ରତି ମଧ୍ୟ ଅଧିକ ରୁଚି ରଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତି ଓଲିଉଡ ଜଗତ ର ଜଣେ ସୁନ୍ଦରୀ ଏବଂ ଲୋକପ୍ରିୟ ଗାୟିକା ଆସିମା ପଣ୍ଡା ଙ୍କ ଜୀଵନ ବିଷୟ ରେ କିଛି ଆଲୋଚନା କରିନେବା ।

ଆସିମା ପଣ୍ଡା ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ସୁନାମ ଅର୍ଜନ କରିଥିବା ଗାୟିକା । ସେ ଅନେକ ଭଜନ ଏବଂ ସିନେମା ରେ ନିଜର କଣ୍ଠଦାନ କରିଛନ୍ତି । ତେବେ ତାଙ୍କ ର ଗୀତ କୁ ଲୋକମାନେ ଖୁବ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଅସିମା ୨୫ ଅକ୍ଟୋବର ୧୯୮୨ ରେ ଢେଙ୍କାନାଳ ର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କ ପରିବାର କହିଲେ ବାପା,ମାଆ, ଏବଂ ତାଙ୍କ ବଡ଼ ଭାଇ ଅଛନ୍ତି । ତାଙ୍କ ଉଚ୍ଚତା ହେଉଛି ୫’୭ ଇଞ୍ଚ ।

ତେବେ ଅସିମା ପଣ୍ଡା ଙ୍କ ୨୦୧୫ ମସିହାରେ ମାନସ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ କିନ୍ତୁ ଠିକ ଏହାର ଛଅ ମାସ ପରେ ସେ ଛାଡପତ୍ର ନେଇ ଯାଇଥିଲେ । ତେବେ ବର୍ତ୍ତମାନ ସେ ଏକୁଟିଆ ଏବଂ ନିଜ ଘରେ ରହୁଛନ୍ତି । ତେବେ ଅସିମା ଓଡ଼ିଆ ସିନେମା ଏବଂ ଆଲବମ ସହ ସମ୍ବଲପୁରୀ ଜଗତରେ ମଧ୍ୟ ନିଜର ସୁନାମ ଅର୍ଜନ କରିଛନ୍ତି । ଦେଶୀ ପିଲା, ସମ୍ବଲପୁରିଆ ବାବୁ, ହଳଦୀ ଗିନା, ନଡ଼ିଆ ତେଲ ଆଦି ଗୀତ ଗାଇ ସେ ହିଟ ହୋଇ ଯାଇଥିଲେ ।

ତେବେ ଅସିମା ଙ୍କୁ ସମସ୍ତେ ଖୁବ ପସନ୍ଦ କରିଥାନ୍ତି ତେବେ ଆପଣ ଙ୍କୁ ଅସିମା ଙ୍କ ର କେଉଁ ଗୀତ ବହୁତ ପସନ୍ଦ ନିଶ୍ଚିତ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *