କୁନି ଝିଅର ଇସାରାରେ 100 ଷଣ୍ଢଙ୍କୁ ଧୂଳି ଚଟାଇଲା କୁକୁର, ଡରିଗଲେ ଷଣ୍ଢ ପଲ, ଭାଇରାଲ Video ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ୧୦୦ ଷଣ୍ଢ ଉପରେ ଗୋଟେ କୁକୁର ଭାରି ପଡିଥିବାର ଦୃଶ୍ୟ ଆପଣ ମାନେ ଦେଖୁଥିବେ । ଏଭଳି ଦୃଶ୍ୟ ଆଗରୁ କେବେ ଆସି ନଥିଲା ପ୍ରଥମ ଥର ପାଇଁ ଏଭଳି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୋଟେ ଝିଅ ରହିଛି ଆଉ ତା ସହିତ ଗୋଟେ କୁକୁର ଅଛି ଆଉ ଚାରି ପଟରେ ଷଣ୍ଢ ଦଳ ଅଛନ୍ତି ।

ଏତେ ଶଣ୍ଢଙ୍କୁ ଦେଖିଲେ ଯିଏ ନାହିଁ ସିଏ ଡରିଯିବେ ହେଲେ ବନ୍ଧୁଗଣ ଏହି କୁନି ଝିଅଟି ଜମାରୁ ଡ଼ରୁ ନାହିଁ ସେ ନିଜ କୁକୁର ସହ ସେହି ଜାଗାରେ ଛିଡା ହୋଇଛି । ଯେମିତି ଗୋଟେ ଷଣ୍ଢ ଆକ୍ରମଣ କରିବା ପାଇଁ ଆଗକୁ ଆସୁଛି ଝିଅଟି ନିଜ କୁକୁରକୁ ଇସାରା ଦେଉଛି ଯାହାଫଳରେ କୁକୁର ଆଗକୁ ଯାଉଛି ଓ ଶଣ୍ଢ ଭୟରେ ପଛକୁ ଚାଲି ଯାଉଛି । ଝିଅର ଇସାରା ଦେବା ମାତ୍ରେ କୁକୁର ଶଣ୍ଢ ସହ ଲଢିବା ପାଇଁ ପ୍ରସ୍ତୁତ ହୋଇଯାଉଛି ।

ଏତେ ଶଣ୍ଢ ଥାଇ ମଧ୍ୟ କୁକୁର ଉପରେ କେହି ବି ଆକ୍ରମଣ କରିପାରୁ ନାହାନ୍ତି ସବୁ ଶଣ୍ଢ ଡରିଯାଇ ଦଉଡି ପଲାଉ ଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *