ଓଃ ! କୁନି ଝିଅର କି ସୁମଧୁର ସ୍ଵର ! ଲୋକପ୍ରିୟ ସ୍ତୁତି ‘Har Har Shambhu’ ଗାଇ ଏବେ ସବୁଆଡେ ପ୍ରଶଂସା ସାଉଁଟୁଛନ୍ତି କୁନି ଝିଅ ଆରାଧ୍ୟା….ଦେଖନ୍ତୁ Video

ବନ୍ଧୁଗଣ ଏ ଦୁନିଆରେ ଥିବା ପ୍ରତ୍ୟକ ମଣିଷ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି । ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି ।

ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ତେବେ ବନ୍ଧୁଗଣ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଏକ ଏପରି କୁନି ପିଲା ବିଷୟରେ କହିବାକୁ ଯାଉଛୁ ଯିଏ ଲୋକ ମାନଙ୍କ ମନୋରଞ୍ଜନ କରାଇ ସେମାନଙ୍କ ମନରେ ଏକ ସ୍ଵତନ୍ତ୍ର ଜାଗା କରି ପାରିଛି । ଏହି କୁନି ପିଲାଟି ଭାଇରାଲ ହେଉଥିବା ଭିଡିଓରେ ଲୋକପ୍ରିୟ ଗୀତ ହର ହର ଶମ୍ଭୁ ଗାଉଥିବାର ନଜର ଆସୁଛି । ହର ହର ଶମ୍ଭୁ ଗୀତଟି ଏବେ ଖୁବ ଲୋକପ୍ରିୟ ଅଛି ଆଉ ଶ୍ରାବଣ ମାସରେ ପ୍ରତ୍ୟକ ଲୋକଙ୍କ ମନକୁ ଛୁଇଁଛି ଏହି ଗୀତଟି ।

ମହାଦେବଙ୍କ ଆରାଧନାରେ ହୋଇଥିବା ଏହି ଶିବ ଶ୍ଳୋକ ବହୁତ ପୁରାତନ । ଆଉ ଏହି ମନ୍ତ୍ରଟିକୁ ଖୁବ ସୁନ୍ଦର ଭାବରେ ଗାଇଛନ୍ତି ଏହି କୁନି ଝିଅ । ତାଙ୍କ କଣ୍ଠରେ ରହିଛି ଜାଦୁ ନିର୍ଭୁଲ ଭାବରେ ଏକ ସ୍ଵରରେ ସେ ଗାଉଛନ୍ତି ହର ହର ଶମ୍ଭୁ ଗୀତ । ତେବେ ଏହି କୁନି ଝିଅଟି ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକର ଆରାଧ୍ୟା ବେହେରା । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ।

କମ ବର୍ଷରେ ଗୀତ ଗୁଡିକୁ ଭଲ ଭାବରେ ମନେ ରାଖୀ ନିର୍ଭୁଲ ଭାବରେ ଗାଇ ପାରୁଛନ୍ତି ଆରାଧ୍ୟା ଯାହା ଆପଣ ଶୁଣି ଜାଣି ପାରୁଥିବେ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ସମସ୍ତ ଲୋକ ଆରାଧ୍ୟାଙ୍କ ପ୍ରଶଂସା କରୁଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *