ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଶୋକର ଛାୟା, Kumkum Bhagya ର ଏହି ଫେମସ Actress ଙ୍କର ହେଲା ନିଧନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ବିଭିନ୍ନ କଳାକାର ମାନଙ୍କୁ ମଧ୍ୟ ଆପଣମାନେ ନିଶ୍ଚୟ ଦେଖିଥିବେ । ଆପଣ ମାନେ ନିଶ୍ଚୟ Zee TV ର ଫେମସ ସିରିଏଲ ‘କୁମକୁମ ଭାଗ୍ୟ’ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ଏହି ସିରିଏଲ ରୁ ଏକ ଦୁଃଖମୟ ଖବର ମିଳିଛି । ଖବର ମିଳିଛି ଯେ, କୁମକୁମ ଭାଗ୍ୟରେ ଅଭିନୟ କରୁଥିବା ଜଣେ ଫେମସ ଅଭିନେତ୍ରୀଙ୍କର ନିଧନ ହୋଇଛି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

କୁମକୁମ ଭାଗ୍ୟ ସିରିଏଲ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ପଦର୍ଶନକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଜରିନା ରୋସନ ଖାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଜରିନା ବହୁତ ସମୟ ପର୍ଯ୍ୟନ୍ତ ଏହି ସିରିଏଲରେ ଅଭିନୟ କରୁଥିବାର ନଜର ଆସିଥିଲେ ।

ହେଲେ ତାଙ୍କର କାର୍ଡିଆକ ଆରେଷ୍ଟ ପାଇଁ ନିଧନ ନିଧନ ହୋଇଛି । କେବଳ ୫୪ ବର୍ଷ ବୟସରେ ଜରିନାଙ୍କର ନିଧନ ହୋଇଛି । ଏହି ଖବର ଶୁଣି ସଂପୂର୍ଣ୍ଣ ଟିଭି ଇଣ୍ଡଷ୍ଟ୍ରି ଦୁଃଖ ଅନୁଭବ କରିଛି । ଜରିନା ଟେଲିଭିଜନ ବ୍ୟତୀତ ବଲିଉଡରେ ମଧ୍ୟ କାମ କରିଥିଲେ । ଜରିନା ଏହି କୁମକୁମ ଭାଗ୍ୟ ସିରିଏଲରେ ଅଭିନୟ କରି ନିଜର ଏକ ନୂଆ ପରିଚୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କରିଥିଲେ ।

ତାଙ୍କର ନିଧନ ବହୁତ କଷ୍ଟ ଦାୟକ ସମୟରେ ହୋଇଛି । କୁମକୁମ ଭାଗ୍ୟରେ ମୁଖ୍ୟ ଅଭିନେତ୍ରୀ ସୃତି ଝା ମଧ୍ୟ ଏହି ଖବର ଶୁଣି ବହୁତ ଦୁଃଖ ଅନୁଭବ କରିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ବ୍ଯତୀତ ସେ ବଲିଉଡରେ ସାଇଡ ରୋଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସିଲ କରିଥିଲେ ।

ତାଙ୍କର ନିଧନ ପରେ କୁମକୁମ ଭାଗ୍ୟର ମୁଖ୍ୟ ଅଭିନେତା ସବିର ଆଲୁୱାଲିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଭିନେତା ସବିର ଆଲୁୱାଲିଆ ତାଙ୍କୁ ବହୁତ ଭଲ ପାଉଥିଲେ । ଟିଭି ଇଣ୍ଡଷ୍ଟ୍ରିରେ ଜରିନା ସମସ୍ତଙ୍କର ପ୍ରିୟ ହୋଇ ରହିଥିଲେ । ସେଥିପାଇଁ ତାଙ୍କର ନିଧନ ପରେ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ବହୁତ ଦୁଃଖ ଅନୁଭବ କରିଛନ୍ତି । ଜରିନା ନିଶ୍ଵାସ ତ୍ୟାଗ କରିବାର ଶେଷ ସମୟ ପର୍ଯ୍ୟନ୍ତ କୁମକୁମ ଭାଗ୍ୟରେ ଅଭିନୟ କରିଥିଲେ ।


ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ତାଙ୍କର ଦୁଃଖମୟ ନିଧନର ଖବର ଶୁଣି ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଛନ୍ତି । ବର୍ତ୍ତମାନ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରୁଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ନିଜର ଏକ ସ୍ଵତ୍ୱନ୍ତ୍ର ପରିଚୟ କରିଥିଲେ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *