‘Manike Mage Hithe’ ଗୀତର ତାଳେ ତାଳେ ନାଚି କୁଦି ପୂଜା କଲେ ନନା, ଭାଇରାଲ Video ଦେଖିଲେ ଆପଣ ହସି ହସି ଗଡିବେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆର ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । କାରଣ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ଜାଣିବା ସହ ନିଜ ମନୋରଞ୍ଜନ କରୁଛନ୍ତି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଗୀତ ବହୁତ ଟ୍ରେଣ୍ଡରେ ଅଛି । ଆପଣ ମାନେ ଏହି ଗୀତଟିକୁ ନିଶ୍ଚୟ ଶୁଣିଥିବେ ।

ବନ୍ଧୁଗଣ ରହି ଗୀତଟି ହେଉଛି ‘ମାନିକେ ମାଗେ ହିତେ’ । ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ଏହି ଗୀତର ଅନେକ ଭିଡିଓ ଦେଖିଥିବେ । ଏହି ଗୀତଟିକୁ ଶ୍ରୀଲଙ୍କା ସିଙ୍ଗର ୟୋହାନି ଗାଇଛନ୍ତି । ତାଙ୍କ ସ୍ଵର ଓ କଣ୍ଠକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଏହି ଗୀତରେ ଅନେକ ଲୋକ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଛନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସାଧାରଣତଃ ମନ୍ଦିର ପୂଜାରୀ ବା ନନା ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ସବୁବେଳେ ତାଙ୍କ ମନ ଆଧ୍ୟାତ୍ମିକ ଦିଗରେ ରହିଥାଏ । ହେଲେ ଯଦି ଆପଣ ଏକ ପଣ୍ଡିତଙ୍କୁ ମର୍ଡନ ଗୀତରେ ନାଚୁ ଥିବାର ଦେଖିବେ ତା ହେଲେ କଣ କହିବେ ।

ଭା-ଇ-ରା-ଲ ହେଉଥିବା ଏକ ଭିଡିଓରେ ଜଣେ ପଣ୍ଡିତ ‘ମାନିକେ ମାଗେ ହିତେ’ ଗୀତରେ ଡ୍ୟାନ୍ସ କରି ପୂଜା କରୁଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ପଣ୍ଡିତଙ୍କ ଡ୍ୟାନ୍ସକୁ ମଧ୍ୟ ବେସ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *