Virat Kohli ଙ୍କ ବିବାହକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର Shoaib Akhtar ଦେଲେ ଏମିତି ବିବାଦୀୟ ବୟାନ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ କ୍ରିକେଟ ଟିମର ଖେଳାଳି ବିଷୟରେ କହିବାକୁ ଯାଉଛୁ ସେ ଭାରତୀୟ କ୍ରିକେଟ ଟିମରେ ନିଜର ଏକ ଭିନ୍ନ ସ୍ଥାନ ବନେଇ ଛନ୍ତି । ବନ୍ଧୁଗଣ ଏହି ଖେଳାଳି ଜଣକ ଆଉ କେହି ଏ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ କ୍ଯାପଟେନ ଭିରାଟ କୋହିଲି ।

ଆପଣ ମାନେ ସମସ୍ତେ ଭିରାଟଙ୍କ ଜବରଦସ୍ତ ଖେଳ ପଦର୍ଶନ ତ ନିଶ୍ଚୟ ଦେଖିଥିବେ । ସେ ଭାରତୀୟ କ୍ରିକେଟ ଟିମରେ ଖେଳି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭିରାଟ । ହେଲେ ବର୍ତ୍ତମାନ ସେ କିଛି ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ପାକିସ୍ତାନ ଟିମର ପୂର୍ବତ୍ତମ ଖେଳାଳି ସୋଏବ ଅଖତରଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି । ସୋଏବଙ୍କ ଏହି ମନ୍ତବ୍ୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୋଏବ ଅଖତର କହିଛନ୍ତି, ସେ ଯଦି କୋହିଲିଙ୍କ ସ୍ଥାନରେ ଥାନ୍ତେ ତା ହେଲେ ସେ ବିବାହ କରି ନଥାନ୍ତେ । କ୍ରିକେଟ କାରିୟର ଉପରେ ସେ ଅଧିକ ଫୋକୋସ କରିଥାନ୍ତେ । ଭିରାଟ ୧୨୦ ଶତକ ମାରିବା ପରେ ବିବାହ କରିବା ଉଚିତ ଥିଲା । ଏହା ପୂର୍ବରୁ ବିବାହ କରିବା ଉଚିତ ନଥିଲା । ମୁ ଚାହୁଁ ନଥିଲି ସେ ବିବାହ କରନ୍ତୁ ବୋଲି କହିଛନ୍ତି ସୋଏବ ଅଖତର ।


ସୋଏବ ଆଉ ମଧ୍ୟ କହିଛନ୍ତି, କଣ ଭୁଲ ଆଉ କଣ ଠିକ ତାହା ତ ଜଣା ନାହିଁ ପଛ କଥା ଛାଡି ଏବେ କେମିତି ଆଗକୁ ବଢି ହେବ ତା ଉପରେ ଗୁରୁତ୍ଵ ଦେବା ଉଚିତ । ଏହା ପୂର୍ବରୁ ସୋଏବ କହିଥିଲେ ଭିରାଟ ନିଜେ କ୍ଯାପଟେନସି ଛାଡି ନାହାନ୍ତି କ୍ଯାପଟେନସି ଛାଡିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଛି । ତା ହେଲେ ବନ୍ଧୁଗଣ ସୋଏବଙ୍କ ଏହି ମନ୍ତବ୍ୟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *