20 Interesting Gk Questions: ଜଣେ ଝିଅ କଲେଜରେ ନୂଆ ଆଡମିସନ କଲା, ସମସ୍ତେ ତା’ର ପଚାରିବାରୁ ସେ ବ୍ଲାକବୋର୍ଡରେ ଲେଖିଦେଲା 12-1-2001, ତା ହେଲେ ତା’ର ନାମ କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ଜାଲିୟାନା ୱାଲା ବାଗ ହତ୍ୟାକାଣ୍ଡ ପଞ୍ଜାବର କେଉଁ ସହରରେ ଘଟିତ ହୋଇଥିଲା ?

ଉତ୍ତର- ଅମୃତସର

୨. କମ୍ପୁଟର କିବୋର୍ଡର ପ୍ରଥମ ଧାଡିରେ କି ଗୁଡିକରେ ଲେଖା ଥିବା ”f” ର ଫୁଲଫର୍ମ କଣ ?

ଉତ୍ତର- ଫଙ୍କସନ

୩.  ଭାରତର ଏମିତି ଗୋଟେ ପର୍ବର ନାମ କୁହନ୍ତି ଯାହା ଫସଲ ଅମଳ ସହିତ ସମ୍ବନ୍ଧିତ ?

ଉତ୍ତର- ପୋଙ୍ଗଲ

୪. ରାଣୀ ଅହିଲ୍ୟା ବାଇ ହୋଲ୍କରଙ୍କ ଦ୍ଵାରା କେଉଁ ନଦୀ କୂଳରେ ଅହିଲ୍ୟା ଦୁର୍ଗ ନିର୍ମାଣ କରାଯାଇଥିଲା ?

ଉତ୍ତର ନର୍ମଦା

୫. ”ଅସଲ୍ଲାମୁ ଅଲିକୁମ’ କହିବା ପରେ ସାଧାରଣତଃ ମୁସଲମାନ ମାନେ କଣ ଉତ୍ତର ଦେଇଥାନ୍ତି ?

ଉତ୍ତର- ୱା ଅଲିକୁମ ଅସ୍ଲାମ

୬. ୨୦୨୧ ମସିହାରେ ପ୍ରଥମ ”Khelo India Winter Sports and Youth Festival’’କେଉଁଠାରେ ଆୟୋଜିତ ହୋଇଥିଲା ?

ଉତ୍ତର- ଜନସ୍କାର

୭. ଭଗବାନ ରାମଚନ୍ଦ୍ର, ମା ସୀତା ଏବଂ ଲକ୍ଷ୍ମଣ ବନବାସରେ କେତେ ବର୍ଷ ବିତାଇ ଥିଲେ ?

ଉତ୍ତର ୧୪ ବର୍ଷ

୮. କୁରୁକ୍ଷେତ୍ର ଯୁଦ୍ଧରେ କେଉଁ ଘଟଣାଟି ସବୁଠାରୁ ଶେଷରେ ଘଟିଥିଲା ?

ଉତ୍ତର- କର୍ଣ୍ଣଙ୍କ ମୃତ୍ୟୁ

୯. ଦୁରନ୍ତୋ, ଶତାଦ୍ଧି, ଗରିବ ରଥ ଓ ଜଟାୟୁ ମଧ୍ୟରୁ କେଉଁଟି ଭାରତୀୟ ରେଳ ବିଭାଗ ଦ୍ଵାରା ଚଳା ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ ନୁହେଁ ?

ଉତ୍ତର- ଜଟାୟୁ

୧୦. ଜ୍ଞାନପୀଠ ପୁରସ୍କାର ଦ୍ଵାରା ସମ୍ମାନିତ ଲେଖିକା ଅମ୍ରିତା ପ୍ରୀତମଙ୍କ ଏହି କବିତା ସଂଗ୍ରହ ନାମ ପୁରା କରନ୍ତୁ ‘Kagaz Te—–?

ଉତ୍ତର- କ୍ୟାନଭାସ

୧୧. କାରଗିଲ ଯୁଦ୍ଧ ସମୟରେ ମିଗ-୨୭ ବିମାନର ବିରତା ପାଇଁ ଭାରତୀୟ ବାୟୁସେନା ପାଇଲଟ ମାନଙ୍କ ଦ୍ଵାରା ଏହାକୁ କେଉଁ ନିକନେମ ଦିଆଯାଇଥିଲା ?

ଉତ୍ତର- ବାହାଦୁର

୧୨. ଜଣେ ଝିଅ କଲେଜରେ ନୂଆ ଆଡମିସନ କଲେ, ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ ତେଣୁ ସେ ବ୍ଲାକବୋର୍ଡରେ ଲେଖିଦେଲେ ୧୨.୧.୨୦୦୧ ତା ହେଲେ ତାଙ୍କର ନାମ କଣ ?

ଉତ୍ତର- LATA

Leave a Reply

Your email address will not be published. Required fields are marked *