‘ରାହୁଲ ଆଉ ହଲୁନି … କହୁଛନ୍ତି ଶୋଇଛି ପଡିଛି ବୋଲି, ହେଲେ ସେ ଯଦି… ’ କୋହଭରା କଣ୍ଠରେ କିଛି ଏମିତି କହିଲେ Rahul ଙ୍କ ଆଣ୍ଟି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି ।

ଧୀରେ ଧୀରେ ଧର୍ଜ୍ୟହରା ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ତେବେ ବନ୍ଧୁଗଣ ରାହୁଲଙ୍କ ମା ଏବେ ଯେଉଁ ଦୁଃଖରେ ଅଛନ୍ତି ତାହା ବିଷୟରେ ଆପଣ ଜାଣି ପାରୁଥିବେ ।

ଗଣମାଧ୍ୟମ ସାମ୍ନାକୁ ଆସି ରାହୁଲଙ୍କ ମା ନିଜ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟାରେ । ରାହୁଲଙ୍କ ମା ଗଣମଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ ସେ ଟିକେ ଟିକେ ହଲୁଛି ବେଳେବେଳେ ଶୋଇ ପଡୁଛି ସେ ଗାତ ଭିତରେ ରହି । ଭାଇ ମାନେ କହୁଛନ୍ତି ସେ ଠିକ ଅଛି ଆଉ କିଛି ସମୟ ପାଇଁ ଶୋଇ ପଡୁଛି’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାହୁଲଙ୍କ ମା ନିଜ ଦୁଃଖ ପ୍ରକାଶ କରିଛନ୍ତି । 80 ଘଣ୍ଟା ପର୍ଯ୍ୟନ୍ତ ବୋରୱେଲ ଭିତରେ ରହି ରାହୁଲ ନିସ୍ତେଜ ହୋଇ ପଡିଛନ୍ତି । ବନ୍ଧୁଗଣ ରାହୁଲ କଣ ତାଙ୍କ ଜାଗାରେ ଆଉ କିଏ ଥିଲେ ବି ସେ ଧର୍ଜ୍ୟହରା ହୋଇ ସାରିଥାନ୍ତା । ହେଲେ ରାହୁଲ ସୁରକ୍ଷା କର୍ମୀ ମାନଙ୍କର ସହାୟତା ମଧ୍ୟ କରିଥିଲେ । ସେ ବୋରୱେଲରୁ ପାଣି ବାହାର କରିବାରେ କର୍ମଚାରୀ ମାନଙ୍କ ସହାୟତା କରିଥିଲେ ।

ଖବର ମୁତାବକ ଏବେ ହାତରେ ଖୋଳା ଚାଲିଛି । ମାତ୍ର ଆଉ ଏକ ଫୁଟ ଦୂରରେ ରହିଛନ୍ତି ରାହୁଲ । ବନ୍ଧୁଗଣ ରାହୁଲ କେମିତି ଉଦ୍ଧାର ହେବେ ତାକୁ ଚାହିଁ ରହିଛନ୍ତି ସମସ୍ତ ଲୋକ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *