ଚର୍ଚ୍ଚାରେ କେନ୍ଦ୍ରାପଡାର ସାହସୀ ଯୁବକ Prakash Nayak ! ଚେନ ଲୁଟେରାଙ୍କୁ ନାକରେ ପିଆଇଲେ ପାଣି…ଦେଖନ୍ତୁ ଏ ନେଇ ସେ କଣ କୁହନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ gulee bandhukaକୁ ନଡରି ସାହସିକତା ଦେଖାଇଲେ ଯୁବକ ! ତେବେ ସୂଚନା ମୁତାବିକ କେନ୍ଦ୍ରପଡାର ଜଣେ ଯୁବକ ପ୍ରତିଦିନ ଯେପରି ଜିମ୍ କୁ ଯାଇଥାନ୍ତି । ସେହିପରି ଗତକାଲି ମଧ୍ୟ ଜିମ୍ କୁ ଯିବାକୁ ବାହାରିଥିଲେ । ଯୁବକ ଜଣଙ୍କ ଗୋଟିଏ ସୁନା ନିଜ ବେକରେ ପକେଇ ଥିଲେ । ବୁ-ଲେ-ଟ ଧରି ଯୁବକ ଜଣଙ୍କ ଜିମ୍ କୁ ଯିବା ବାଟରେ ତାଙ୍କୁ 2 ଜଣ chora ପିଛା କରି କରି ଯାଉଥିଲେ ।

ତାପରେ ସୁଯୋଗ ଦେଖି ଯୁବକ ଜଣଙ୍କର ସୁନା ଚେନକୁ ବେକରୁ ୨ ଦୁର୍ବୁତ୍ତ ଛ-ଡା-ଇ ନେଇଯାଇଥିଲେ । ତେବେ ଚେନ chori ହୋଇଥିବା ଯୁବକ ଜଣଙ୍କର ନାମ ହେଉଛି ପ୍ରକାଶ ନାୟକ । ତେବେ ପ୍ରକାଶଙ୍କ କହିବା ଅନୁଯାଇ ମୋ ବେକରୁ ଯେତେବବେଳେ chora ଚେନ ଛଡାଇଲା । ସେତେବେଳେ ମୁଁ ମୋର ହାତକୁ ବୁଲେଇ ଚେନ chora ଠାରୁ ଛଡାଇ ଆଣିବାକୁ ଚେଷ୍ଟା କରିଥିଲି । ହେଲେ chora ପଛରେ ବସିଥିବା ଆଉ ଜଣେ ଦୁର୍ବୁତ୍ତ ମୋ ହାତକୁ ର-ଡ଼-ରେ marila।

ଆଉ ତାପରେ ୨ chora ଚେନ ନେଇ ବାଇକକୁ ଦ୍ରୁତ ଗତିରେ ଚଲାଇ ସେଠାରୁ ପଳାଇଗଲେ । ହେଲେ ପ୍ରକାଶଙ୍କ କହିବା ଅନୁଯାଇ ମୁଁ କିନ୍ତୁ ସେହି choraଙ୍କର ପିଛା କରିଲି । କାରଣ ସେହି chora ମାନେ ଖାଲି ମୋର ନୁହେଁ । ବଂର କେତେ ଲୋକଙ୍କର ହୁଏତ ଏପରି chorri କରି ସୁନା ଜିନିଷ ନେଇଯାଉଥିବେ । ତେଣୁ ଏହି ୨ choraଙ୍କୁ ପିଛା କରି ପୋଲିସରେ ଦେଲେ ସେମାନେ ଉପଯୁକ୍ତ danda ପାଇପାରିବେ । ତାପରେ choraକୁ ପିଛା କରି କରି ବହୁତ ବାଟ ପର୍ଯ୍ୟନ୍ତ ଗଲି ।

ସେହି ଦୁର୍ବୁତ୍ତ ମାନେ ନିଜକୁ ବଞ୍ଚାଇବାକୁ ଯାଇ ମୋତେ ଗାଡିରେ ବସି ମୋତେ gulee ମଧ୍ୟ maribaku ଚେଷ୍ଟା କରିଲେ । ହେଲେ ମୁଁ ଭାବିଲି, ଯାହା ହେଲେ ହେଉ ପଛେ । କିନ୍ତୁ ସତର୍କତାର ସହ ବହୁ ବାଟ ପର୍ଯ୍ୟନ୍ତ ତାଙ୍କୁ ପ୍ରାଣପ୍ରଣେ ମୋ ଗାଡିକୁ ସ୍ପିଡ଼ କରି choraର ପିଛା କରି କରି ଗଲି । ହେଲେ ଶେଷରେ ସେହି ୨ chora ଅତି ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଗଲେ ।

ହେଲେ ପ୍ରକାଶ ନାୟକ choraଙ୍କୁ ଧରିବାକୁ ଯାଇ guleeକୁ ଖାତିର ନକରି ମଧ୍ୟ ତାଙ୍କୁ ପିଛା କରିଥିଲେ । ତେବେ ଏପରି ସାହସିକତାକୁ ଦେଖି ଅନେକ ଲୋକଙ୍କର ପ୍ରଶଂଷାର ସୁଅ ପ୍ରକାଶଙ୍କ ପାଇଁ ଛୁଟି ଆସିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *