ଛାତି ଫାଟିଗଲା ଚଡ ଚଡିରେ ! ଠୋ ଠୋ କରି ଏକା ସାଙ୍ଗେ ମାରିଲା 5 ହଜାର ବିଜୁଳି, ଟଳିପଡିଲା 5 ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘୋର ଗର୍ଜନ ଶବ୍ଦ କରି ଏକା ସାଙ୍ଗରେ ମାରିପକାଇଲା ଅନେକ ଘଡଘଡି ଓ ବିଜୁଳି ! ସେହି ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଟଳିପଡିଲେ ୫ ଜଣ ଲୋକ ! ତେବେ ସୂଚନା ମୁତାବିକ ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଘଡଘଡି ଓ ବିଜୁଳିର ପ୍ରଭାବ ଦେଖିବାକୁ ମିଳୁଛି । ଯାହାକି ପାଣିପାଗ ବିଭାଗ ତରଫରୁ ମଧ୍ୟ ସୂଚନା ପୂର୍ବରୁ ମିଳିଥିଲା । ସେହିପରି ସ୍ଥାନେ ସ୍ଥାନେ ଏପରି ବର୍ଷା, ଘଡଘଡି ଓ ବିଜୁଳି ହେଉଛି ।

ତେବେ ଗତ କାଲି କିନ୍ତୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରେ  ଏପରି ସାଂଘାତିକ ଭାବରେ ଘଡଘଡି ଓ ବିଜୁଳିର ସମାହାରରେ ବର୍ଷ ହୋଇଥିଲା । ଯାହାକି ଅତ୍ୟନ୍ତ ଲୋମଟାଙ୍କୁରା ଦୃଶ୍ୟ ଥିଲା । ଖାଲି ବର୍ଷ କାହିଁକି ବର୍ଷା ସାଙ୍ଗକୁ କୁଆପଥର ମଧ୍ୟ ବର୍ଷଣ ହୋଇଥିଲା । ତେବେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଆଗରୁ ସୂଚିତ କରାଇଦେଇଥିଲା । ତେବେ ବର୍ଷା ହେବା ସହିତ ଯେଉଁ ପ୍ରଚଣ୍ଡ ଶବ୍ଦ ସହ ଘଡଘଡି ଓ ବିଜୁଳି ମାରୁଥିଲା ।

ସାଧାରଣ ଜନଜୀବନକୁ ସଂପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରିଦେଇଥିଲା । ଯାହା ଫଳରେ ଗତ କାଲି ଠୋ ଠୋ କରି ପ୍ରଚଣ୍ଡ ଶବ୍ଦର ଘଡଘଡି ଓ ବିଜୁଳିର ପାଦୁର୍ଭାବରେ ୫ ଜଣଙ୍କର ଜୀବନ ଚାଲିଯାଇଛି ବୋଲି ସୂଚନା ମିଳିଛି । ତେବେ କିଛି କୁଆଡୁ ଆକାଶରେ ନଥାଇ ହଟାତ ଘୋର ଗର୍ଜନ କରି ବିଜୁଳି ଓ ଘଡଗାଡିର ସମାହାରରେ କଳା ବାଦଲରେ ଆକାଶ ଘୋଟିଯାଇଥିଲା ।

ତାପରେ ଘଡଘଡି, ବିଜୁଳି ଓ ବର୍ଷା ମିଳିତ ହୋଇ ନିଜର ଏକ କରାଳ ରୂପ ଉକ୍ତ ଏରିଆରେ ଦେଖାଇଯାଇଥିଲେ । ତେବେ ଗତ କାଲିର ବର୍ଷା ସମୟର ସାଂଘାତିକ ରୂପ ଆଜି ଲୋକେ ଭାବିଲା ବେଳକୁ ତାଙ୍କର ଲୋମ ସିଂହରଣ ହୋଇଯାଉଛି ବୋଲି ସେମାନଙ୍କ ପାଖରୁ ସୂଚନା ମିଳିଛି । ତେବେ ଯଦି ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା କିମ୍ବା ଘଡଘଡି ଓ ବିଜୁଳି ମାରିବାର ସୂଚନା ପାଇଯାଉଛନ୍ତି ।

ତେବେ ବର୍ଷା ହେବାର ସୂଚନା ପାଇଲା ମାତ୍ରେ ହିଁ ନିଜ ନିଜର ସୁରକ୍ଷା ସ୍ଥାନକୁ ପଳାଇଯିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *