ଯାତ୍ରା ସ୍ଟେଜରେ Elina ଙ୍କ ହାତ ଧରି ଟାଣିଲେ ଏଲିନାଙ୍କ ସ୍କୁଲ ଦିଦି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଚର୍ଚିତ ଅଭିନେତ୍ରୀ ଯାହାଙ୍କ ଅଭିନୟ ଓ ଡାନ୍ସର ଜଲ୍ବାରେ ସାରା ଓଡିଶା ଦିୱାନା ସେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଏଲିନା ସାମନ୍ତରାୟ । ତେବେ ଏଲିନା ଏକ ଯାତ୍ରା ପ୍ରୋଗ୍ରାମ କାର୍ଯ୍ୟକ୍ରକୁ ଅତିଥି ହୋଇ ଆସିଥିଲେ । ତେବେ ସେଠାରେ ସେ ନିଜର ଅଭିନୟର କିଛି ଝଲକ ଦେଖାଇବା ସହ ଡାନ୍ସର ମଧ୍ୟ ଜଲ୍ବା ଦେଖାଇଥିଲେ । ତେବେ ଅଭିନେତ୍ରୀ ଏଲିନାଙ୍କ ତାଳରେ ଯାତ୍ରା ସ୍ଟେଜ ତଳେ ଥିବା ଦର୍ଶକ ମଧ୍ୟ ଏଲିନାଙ୍କ ତାଳେ ତାଳେ ଝୁମିଥିଲେ ।

ତେବେ ଏହା ସହିତ ଏଲିନା ମଧ୍ୟ ନିଜର କିଛି ଫିଲ୍ମି ଅନ୍ଦାଜରେ ଡାଇଲଗ ମଧ୍ୟ କହୁଥିଲେ । ତେବେ ଏଲିନା ଏପରି ଭାବରେ ସ୍ଟେଜ ଉପରେ ଥାଇ ନିଜର କାର୍ଯ୍ୟକ୍ରମଟି ଜାରୀ ରଖିବା ସମୟରେ ହଟାତ ତାଙ୍କ ନଜର  ସ୍କୁଲ ଦିଦିଙ୍କ ଉପରେ ପଡିଯାଇଥିଲା । ତେବେ ହଁ ବନ୍ଧୁଗଣ ଯେଉଁ ଯାତ୍ରାର ପେଣ୍ଡାଲ ଉପରେ ଥାଇ ଦର୍ଶକଙ୍କ ମନୋରଞ୍ଜନ ଅଭିନେତ୍ରୀ ଏଲିନା କରୁଥିଲେ । ସେହି ଯାତ୍ରାର ସ୍ଟେଜ ତଳେ ଏଲିନାଙ୍କର ସ୍କୁଲ ସମୟର ମ୍ଯାଡାମଙ୍କ ସହିତ ହଟାତ ଭାବରେ ଦେଖା ହୋଇଯାଇଥିଲା ।

ତାପରେ ଏଲିନା ଆଉ ନିଜକୁ ସମ୍ଭାଳି ପାରିନଥିଲେ । ତେବେ ସଙ୍ଗେ ସଙ୍ଗେ ଯାତ୍ରା ସ୍ଟେଜ ଉପରେ ଥାଇ ମାଇକ ଦ୍ଵାରା ନିଜ ସ୍କୁଲ ମ୍ଯାଡାମଙ୍କ ବିଷୟରେ ମଧ୍ୟ କହିଦେଇଥିଲେ । ତେବେ ଅଭିନେତ୍ରୀ ଏଲିନାଙ୍କର କହିବା ଅନୁଯାଇ ଛୋଟ ବେଳେ ଯେଉଁ ସ୍କୁଲରେ ପାଠ ପାଢି ପଢି ଆଜି ବଡ ହେଲା ପରେ ଆସି ଏଠି ପହଞ୍ଚି ପାରିଛି । ସେହି ସ୍କୁଲ ଟିଚରଙ୍କୁ ମୁଁ ଏଠାରେ ହଟାତ ଭାବରେ ମୋ ପ୍ରୋଗ୍ରାମରେ ଦେଖି ବହୁତ ଖୁସି ଆନନ୍ଦ ଲାଗୁଛି ।

ତେବେ ସେହି ସମୟରେ ଅଭିନେତ୍ରୀ ଏଲିନାଙ୍କର ସ୍କୁଲ ମ୍ଯାଡାମ ମଧ୍ୟ ଏଲିନାଙ୍କୁ ଡାକି ତାଙ୍କ ସହ ସେଲଫି ନେଇଥିଲେ । ଅଭିନେତ୍ରୀ ଏଲିନାଙ୍କର ସ୍କୁଲ ମ୍ଯାଡାମ ମଧ୍ୟ ଆଜିର ସମୟରେ ଏଲିନାଙ୍କୁ ଏତେ ବଡ ସଫଳ ଓଡିଆ ହିରୋଇନ ରୂପରେ ଦେଖି ବହୁତ ଖୁସି ହୋଇଯାଇଥିଲେ । ଏହା ସହିତ ଏଲିନାଙ୍କ ପ୍ରୋଗ୍ରାମକୁ ଦେଖି ବହୁତ ଆନନ୍ଦ ଉଠାଉଥିଲେ ।

ତେବେ ଏହିପରି ଭାବରେ ପାର୍ବତୀ ଗଣନାଟ୍ୟର ଯାତ୍ରା ସ୍ଟେଜରେ ଅଭିନେତ୍ରୀ ଏଲିନାଙ୍କର ପ୍ରୋଗ୍ରାମ ଦେଖି ଦର୍ଶକ ମଧ୍ୟ ବହୁତ ମନୋରଞ୍ଜନ ହେଉଥିଲେ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଚାହୁଁଥିଲେ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ଶେୟାର ମଧ୍ୟ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *