Kishor Bhaina ରିଟର୍ଣ୍ଣ ! ଠିକଣା ଅଲଗା କିନ୍ତୁ ସ୍ୱାଦ ଏକା, ଏଥର ମାର୍କେଟ ଘାଣ୍ଟିବ କିଶୋର ମଟନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଶୋର ଭାଇ ବଦଳିନୀ ବଦଳିବନାହିଁ । ହଁ ବନ୍ଧୁଗଣ କିଶୋର ଭାଇ ଦୋକାନର ମଟନ ଏବେ ପୁଣି ଠାରେ ମାର୍କେଟ ଘାଣ୍ଟିବାକୁ ଯାଉଛି । କିଛି ଦିନ ହେଲା କିଶୋର ଭାଇଙ୍କର କିଶୋର ହୋଟେଲ ବନ୍ଦ ରହିଥିଲା । ତେଣୁ ବହୁ ଗ୍ରାହକ କିଶୋର ହୋଟେଲ ଆସି ହୋଟେଲ ବନ୍ଦ ଦେଖି ନିରାଶ ହୋଇ ଫେରି ଯାଉଥିଲେ।  ତେବେ ପୁଣି ଥରେ କିଶୋର ହୋଟେଲ ଆଣ୍ଡ ଫାଷ୍ଟଫୁଡ ଖୋଲିବା ପାଇଁ ଯାଉଛି ।

କିଶୋର ଭାଇଙ୍କର ନୂଆ କରି ଖୋଲିଥିବା କିଶୋର ହୋଟେଲ ଆଣ୍ଡ ଫାଷ୍ଟଫୁଡ ସେଣ୍ଟରକୁ ନେଇ ତାଙ୍କ ପୁରୁଣା ଓ ନୀତିଦିନିଆ ଗ୍ରାହକ ମାନଙ୍କ ମନ ବହୁତ ଖୁସି ରହିଛି । ତେବେ କିଶୋର ଭାଇ ମଧ୍ୟ ତାଙ୍କ ହୋଟେଲ ବିଜିନେସ ପୁଣି ଠାରେ ନୂଆ କରି ନୂଆ ରୂପରେ ଖୋଲିଥିବାରୁ ସେ ମଧ୍ୟ ବହୁତ ଖୁସି ଥିବାର ଜଣା ପଡୁଛି ।

କିଶୋର ଭାଇଙ୍କ କହିବା ଅନୁସାରେ ସରକାରୀ ଜାଗାରେ ହୋଟେଲ ଥିବାରୁ BMC ଭାଙ୍ଗି ଦେଇଥିଲେ । ତେବେ ପୁଣି ଠାରେ ଏକ ଜାଗା ପାଇ ସେଠାରେ ନିଜର ହୋଟେଲ ଆଣ୍ଡ ଫାଷ୍ଟଫୁଡ ସେଣ୍ଟର ଆଉ ଠାରେ ଖୋଲି ବିଜିନେସକୁ ଆରମ୍ଭ କରିଛନ୍ତି ବୋଲି ସେ ବହୁତ ଖୁସି ଅଛନ୍ତି । କିଶୋର ଭାଇଙ୍କ କହିବା ଅନୁସାରେ ଯେହେତୁ କିଛି ଦିନର ବ୍ଯବଧାନରେ ସେ ହୋଟେଲଟିକୁ ଖୋଲିଛନ୍ତି ।

ତେଣୁ ଲୋକଙ୍କ ପାଇଁ ମଟନ ତଥା ସେଠାରେ ପ୍ରସ୍ତୁତ କୌଣସି ଖାଦ୍ୟ ଆଇଟମର ସ୍ଵାଦ କିଛି ବଦଳିବନି ।ତେଣୁ ଲୋକ ପୂର୍ବ ଭଳି କିଶୋର ଭାଇଙ୍କ ସୁଆଦିଆ ମଟନ, ଭାତ ଖାଇ ଖାଦ୍ୟର ସଂପୂର୍ଣ୍ଣ ଆନନ୍ଦ ଉଠାଇ ପାରିବେ । କିଶୋର ଭାଇଙ୍କର ହୋଟେଲରେ ମଟନ ସହିତ କଙ୍କଡା, ଚିକେନ, ଚୁଙ୍ଗୁଡି ଓ ମାଛ ଭଳି ବିଭିନ୍ନ ଖାଦ୍ୟ ଆଇଟମ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଉଛି ।

ଏହା ସହିତ ସାଧା ଆଇଟମ ମଧ୍ୟ ପ୍ରସ୍ତୁତ କରାଯିବାର ବ୍ୟବସ୍ତା କରାଯାଇଛି । ଏହା ସହିତ କିଶୋର ଭାଇ ନିଜର ହୋଟେଲ ଆଣ୍ଡ ଫାଷ୍ଟଫୁଡକୁ ନୂଆ ରୂପ ଓ ରଙ୍ଗରେ ଖୋଲିଛନ୍ତି ସତ କିନ୍ତୁ ତାଙ୍କର ଖାଦ୍ୟର ପୂର୍ବ ଭଳି ସ୍ଵାଦ ରହିବ । ଠିକଣା ଅଲଗା କିନ୍ତୁ କିଶୋର ଭାଇଙ୍କର ହାତ ରନ୍ଧା ସ୍ଵାଦ ସେହି ଏକା ପରି ରହିବ ।

ଏହା ସହିତ ପ୍ରତ୍ଯେକଟି ଆଇଟମର ରେଟ ମଧ୍ୟ ପୂର୍ବ ଭଳି ସମାନ ରହିବ ବୋଲି କିଶୋର ଭାଇଙ୍କର ନିଜସ୍ୱ ମତ ରହୁଛି । ତେବେ କିଶୋର ଭାଇଙ୍କ ହୋଟେଲକୁ ଆସି ଖାଦ୍ୟ ଖାଇ ନିହାତି ଖାଦ୍ୟର ଆନନ୍ଦ ନିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *