ସାମ୍ନାକୁ ଆସିଲା ରସିକିଆ ଡାକ୍ତର ଅସଲ ରୂପ ,ଏପଟେ ଧୋକା ଦେଇ, ସେ ପଟେ କଣ କରୁଥିଲା ଡାକ୍ତର ଦିବ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମ ତାପରେ ହୋଇଛି ପ୍ରତାରଣା । ହଁ ବନ୍ଧୁଗଣ ମୃତ ଶୁଭଶ୍ରୀଙ୍କୁ ତାଙ୍କ ପ୍ରେମ ବନ୍ଧନରେ ଡାକ୍ତର ଦିବ୍ୟରଞ୍ଜନ ବାନ୍ଧି ଦେଇଥିଲେ । ଡାକ୍ତରୀ ପାଠ ପଢା ତାପରେ ନୂଆ ନୂଆ ଡାକ୍ତରୀ ଚାକିରି ଓ ମିଳିଲା ସରକାରୀ କ୍ଵାଟର । ତାପରେ ଉଭୟ ଡାକ୍ତର ଶୁଭଶ୍ରୀ ଓ ଡାକ୍ତର ଦିବ୍ୟରଞ୍ଜନଙ୍କ ମଧ୍ୟରେ ଗଢି ଉଠିଲା ନିବିଡ ପ୍ରେମ ସମ୍ପର୍କ । ଡାକ୍ତର ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କ ପ୍ରେମରେ ଏପରି ଦିୱାନା ହୋଇଗଲେ ଯେ ଶୁଭଶ୍ରୀଙ୍କୁ ଅତି ନିବିଡ ଭାବରେ ଭଲ ପାଇବାକୁ ଆରମ୍ଭ କରିଲେ ।

ତାପରେ ଶୁଭଶ୍ରୀ ମଧ୍ୟ ଧୀରେ ଧୀରେ ଦିବ୍ୟରଞ୍ଜନଙ୍କର ପ୍ରେମରେ ପଡିଗଲେ । ତାପରେ ଉଭୟଙ୍କର ବହୁତ ଭଲ ଭାବରେ ପ୍ରେମ ସମ୍ପର୍କ ଚାଲିଥିଲା । ତାପରେ ଡାକ୍ତର ଦିବ୍ୟରଞ୍ଜନ ଡାକ୍ତର ଶୁଭଶ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇଛା ପ୍ରକାଶ କରିଥିଲେ । ପ୍ରଥମେ ପ୍ରଥମେ ଶୁଭଶ୍ରୀ ଏହି ପ୍ରସ୍ତାବ ପ୍ରତ୍ୟାଖାନ କରିଥିଲେ ।

ତାପରେ ଦିବ୍ୟରଞ୍ଜନ ତାଙ୍କୁ ବାହା ହେବାର ଅଭିନୟ କରି ଶୁଭଶ୍ରୀ ଅନେକ ପ୍ରେମ ରୂପକ ମିଛ ସ୍ଵପ୍ନ ଦେଖାଇବାକୁ ଆରମ୍ଭ କରିଦେଲେ । ଶୁଭଶ୍ରୀ କିନ୍ତୁ ଦିବ୍ୟରଞ୍ଜନଙ୍କର ପ୍ରେମ ରୂପକ ଛଳନାକୁ ବୁଝି ପାରିନଥିଲେ । ଦିବ୍ୟରଞ୍ଜନଙ୍କ ପ୍ରେମରେ ସେ ମଧ୍ୟ ଅନ୍ଧ ଭଳି ଦିବ୍ୟଙ୍କ ଉପରେ ବିଶ୍ବାସ କରିବାକୁ ଆରମ୍ଭ କରିଦେଲେ । ତାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବଦ୍ଧ ଗଢିଉଠିଲା ।

ତାପରେ ଯେତେବେଳେ ଡାକ୍ତର ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କ ସହିତ ଶାରୀରିକ ଫାଇଦା ଉଠାଇ ଦେଲେ । ତାପରେ ନିଜର ଅସଲ ଚେହେରା ଧୀରେ ଧୀରେ ସାମ୍ନାକୁ ଆସି ଯାଇଥିଲା।  ଶୁଭଶ୍ରୀଙ୍କ ଠାରୁ ଧୀରେ ଧୀରେ ଅଲଗା ହେବାକୁ ଲାଗିଲେ । ଶୁଭଶ୍ରୀ ମଧ୍ୟ ପ୍ରେମରେ ଧୋକା ଖାଇବା ପରେ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଦିବ୍ୟରଞ୍ଜନ ଏକ ନୁହେଁ ବଂର ଏକାଧିକ ଯୁବତୀଙ୍କ ସହିତ ରଖିଥିଲେ ପ୍ରେମ ସମ୍ପର୍କ । ଗୋଟେ ପଟରେ ଶୁଭଶ୍ରୀଙ୍କୁ ଧୋକା ଦେଲା ପରେ ଶୁଭଶ୍ରୀ ହତାଶ ହୋଇ ପଡିଥିଲେ । ଆଉ ଏକ ପଟେ ଡାକ୍ତର ଦିବ୍ୟରଞ୍ଜନ ନିଜର ଖୁସି ମନାଉଥିଲେ । କୋଉଠିକି ବୁଲିବାକୁ ଗଲେ, କଣ ଖାଇଲେ, କଣ କରିଲେ ତାହାର ଭିଡିଓ ବନାଇ ଛାଡୁଥାନ୍ତି ।

ଦିବ୍ୟ ନିଜର ମଉଜ ମଜଲିସ ପାଇଁ କରି ସବୁବେଳେ ନିଜ ଜୀବନକୁ ଉପଭୋଗ କରୁଥିଲେ । ଏହା ଭିତରେ ସେ ଯୁବତୀ ଡାକ୍ତର ଶୁଭଶ୍ରୀଙ୍କ ସହିତ ପ୍ରେମ କରି ତାଙ୍କ ସହିତ ପ୍ରତାରଣା କରିଲେ ବୋଲି ଏବେ ସବୁଆଡେ ଚର୍ଚା ହେଉଛି । ତେବେ ଡାକ୍ତର ଦିବ୍ୟରଞ୍ଜନଙ୍କର ମାମଲା ସାମ୍ନାକୁ ଆସିଲା ପରେ କେବେ  ଦିବ୍ୟରଞ୍ଜନ ପୋଲିସଙ୍କର ଦ୍ଵାରସ୍ଥ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *