‘ଇଏ ସେହି ! ଯାହା ପାଇଁ ମତେ ଏତେ ବାଧିଛି…’ ସାମ୍ନାକୁ ଆସିଲା ଲେଡି ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡର ଫଟୋ, ଯିଏ ଜୋର କରି…

ଦର୍ଶକ ବନ୍ଧୁ ପ୍ରେମ କରି ଧୋକା ଦେବା ଅଥବା ମିଛ ପ୍ରତିସୂତି ଦେବା ଏକ ସାଧାରଣ କଥା ଅଟେ । ଏପରି ରେ ବର୍ତ୍ତମାନ ସମୟ ରେ ଡକ୍ଟର ଶୁଭଶ୍ରୀ କର ଙ୍କର ହଟାତ ଏପରି ମୃତ୍ୟୁ ର ପଛରେ କଣ କାରଣ ହୋଇ ପାରେ, ଏପରି ମନ ରେ ଅନେକ ପ୍ରକାର ର ସନ୍ଦେହ ଜନକ ପ୍ରଶ୍ନ ଆସୁଥିବା ସମୟ ରେ ତାଙ୍କ ରୁମ୍ ରୁ ତାଙ୍କ ବୟଫ୍ରେଣ୍ଡ ଙ୍କର ଏକ ଫୋଟୋ ପ୍ରାପ୍ତ ହୋଇଛି ।ତଦନ୍ତ ରୁ ପ୍ରାପ୍ତ ହୋଇଛି ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଜଣେ ଡକ୍ଟର । 

ତାଙ୍କର ନାମ ଦିବ୍ୟ ରଞ୍ଜନ ସିଂ । ସେ ପ୍ରେମ କରି ବିବାହର ପ୍ରତିସୂତି ଦେଇ, ଡକ୍ଟର ଶୁଭଶ୍ରୀ ଙ୍କ ସହ ଜୋର ଜବରଦସ୍ତି କରି ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ । ବୃତି ରେ ଉଭୟ ଡକ୍ଟର ଥିବାରୁ ଏମାନଙ୍କର ପ୍ରେମ ସମ୍ପର୍କ ଖୁବ ସୁନ୍ଦର ଭାବରେ ଆଗକୁ ବଢି ଚାଲିଥିଲା । ମଥା ରେ ସିନ୍ଦୁର ଦେବେ ବୋଲି ପ୍ରତିସୂତି ଦେଇ ପ୍ରଥମେ ଦିବ୍ୟ ଶୁଭଶ୍ରୀ ଙ୍କ ସହ ଶାରୀରକ ସମ୍ବନ୍ଧ ସ୍ଥାପନ କରିଥିଲେ ।

କିନ୍ତୁ କିଛି ଦିନ ପରେ ଦିବ୍ୟ ଙ୍କ ମନ ଶୁଭଶ୍ରୀ ଙ୍କ ଠାରୁ ଉଠି ଯାଇଥିଲା । ଯେଉଁ ମୁହଁ କୁ ଦେଖିବା ପାଇଁ ଏକ ସମୟ ରେ ଦିବ୍ୟ ପାଗଳ ହୋଇ ଉଠିଥିଲେ ପରେ ସେହି ମୁହଁ ଦେଖିବାକୁ ଦିବ୍ୟ ଚାହିଁ ନଥିଲେ । ନୂତନ ବର୍ଷ ର ଉତ୍ସାହ ରେ ଜିରୋ ନାଇଟ ସେଲିବ୍ରେସନ କୁ ନିଜ ବନ୍ଧୁ ମାନଙ୍କ ସହ ଭଲ ଭାବରେ ପାଳନ କରି ସାରି, ନିଜ ରୁମ ରେ ଯାଇ ଡକ୍ଟର ଶୁଭଶ୍ରୀ ଶୋଇ ପଡିଥିଲେ, ଏହାପରେ ସକାଳେ ଆଉ ଶୁଭଶ୍ରୀ ଙ୍କର ରୁମ ର କବାଟ ଖୋଲି ନଥିଲା ।

ପରେ କବାଟ ଖୋଲିବା ପରେ ଜଣା ପଡିଥିଲା କି ଡକ୍ଟର ଶୁଭଶ୍ରୀ ଆଉ ଆମ ମଝିରେ ନାହାନ୍ତି । ଏପରି ରେ ତଦନ୍ତ ପରେ  ତାଙ୍କ ରୁମ ରୁ ତାଙ୍କ ପୁରୁଷ ବନ୍ଧୁ ଙ୍କର ଏକ ଫୋଟୋ ପ୍ରାପ୍ତ ହୋଇଛି । ତାହାଛଡା ଏହା ମଧ୍ୟ ସମ୍ମୁଖ ଆକୁ ଆସିଛି କି ଡିସେମ୍ବର ମାସ 20 ତାରିଖ ଦିନ ଦିବ୍ୟ ଙ୍କ ନାମ ରେ ଶୁଭଶ୍ରୀ ଥାନା ରେ ଏକ ଏତଲା ମଧ୍ୟ ଦେଇଥିଲେ ।

ଦିବ୍ୟ ତାଙ୍କୁ ବିବାହ ର ପ୍ରତିସୂତି ଦେଇ ତାଙ୍କ ସହ ଜୋର ଜବରଦସ୍ତ ଶା-ରଇରିକ ସ-ଅମ୍ପର୍କ ରଖିଥିଲେ । କିନ୍ତୁ ଶାରୀରିକ ସମାର୍କ ସ୍ଥାପନ ପରେ କିଛି ଦିନ ପରେ ଦିବ୍ୟ ତାଙ୍କ କଥା ରୁ ଓହରି ଯାଇଥିଲେ । ତେବେ ବନ୍ଧୁଗଣ ଆପଣ ମାନଙ୍କର ଆମର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି, ତାହା ଆପଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *