କି ଯୁଗ ହେଲା ରେ ଭାଇ ! କୀର୍ତ୍ତନ ନାଁ ରେ ଚାଲିଛି ଲଜ୍ୟା ଜନକ କାମ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଯୁବପିଢି ମାନେ ବହୁତ କମ ବର୍ଷରେ ଖରାପ ଦିଗକୁ ଚାଲି ଯାଉଛନ୍ତି ।

ଅଧିକାଂଶ ଯୁବପିଢି ପ୍ରେମ ସମ୍ବନ୍ଧ ତ ଅଧିକାଂଶ ଯୁବପିଢି ନିଶା ଦ୍ରବ୍ୟର ସେବନ କରୁଛନ୍ତି । ତେବେ ବନ୍ଧୁଗଣ ଆଗ କାଳରେ କମ ବର୍ଷର ଯୁବକ ଓ ମହିଳା ମାନେ ଗୁରୁଜନଙ୍କୁ ଡଋ ରହୁଥିଲେ । ସେମାନେ ଗୁରୁଜନଙ୍କ ସାମ୍ନାରେ କୌଣସି ଭୁଲ କାମ କରୁ ନଥିଲେ ହେଲେ ବର୍ତ୍ତମାନ ଯୁଗ ବଦଳି ଯାଇଛି ।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଓ ଆପଣ ମାନେ ଏହି ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ । ବନ୍ଧୁଗଣ ଏହି ଭିଡିଓରେ ଜଣେ ଯୁବକ ଓ ଜଣେ ଯୁବତୀ ପୂଜା କୀର୍ତ୍ତନ କରୁଥିବାର ନଜର ଆସୁଛନ୍ତି । ଆପଣ ମାନେ ସମସ୍ତେ ପୂଜା କୀର୍ତ୍ତନ ନିଶ୍ଚୟ ଦେଖିଥିବେ । ହେଲେ ଏଠାରେ ପୂଜା କୀର୍ତ୍ତନ କିଛି ଅଲଗା ପ୍ରକାରର ହୋଇଛି । ବନ୍ଧୁଗଣ କୀର୍ତ୍ତନରେ ଉଭୟ ଯୁବକ ଓ ଯୁବତୀ ମଡର୍ନ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଉଭୟ ଯୁବତୀ ଓ ଯୁବକ ବହୁତ ମଉଜର ସହ କୀର୍ତ୍ତନରେ ମଡର୍ନ ଡ୍ୟାନ୍ସ କରୁଛନ୍ତି ଯାହା ଅତ୍ୟନ୍ତ ଲଜ୍ୟା ଜନକ । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଆମ ଓଡିଶାରେ ଘଟିଛି ଓ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *