Odia Gk- ଅଧିକ ଚିକେନ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ବହୁତ କିଛି ଜଣା ଓ ଅଜଣା କଥା ରହିଥାଏ । ଯାହାକୁ ଆମେ ସାଧାରଣତଃ ସାଧାରଣ ଜ୍ଞାନ କହିଥାଉ । ଏହି ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମର ଜ୍ଞାନ ବଢିବା ସହ ବହୁତ କିଛି କଥା ବିଷୟରେ ଆମେମାନେ ଅବଗତ ମଧ୍ୟ ହୋଇପାରୁ । ତେବେ ଚାଲନ୍ତୁ ସେହିପରି କିଛି ଜଣାଅଜଣା କଥାକୁ ନେଇ କିଛି ସାଧାରଣ ଜ୍ଞାନ ଆଲୋଚନା କରିବା ।

୧ ;- କେଉଁ ଦେଶରେ ଭିକାରୀକୁ ଭିକ ମାଗିବା ପାଇଁ ଲାଇସେନ୍ସ ବନାଇବାକୁ ପଡିଥାଏ ?

ଉତ୍ତର;-ସ୍ଵିଡେନ ଦେଶରେ ଭିକ ମାଗିବା ପାଇଁ ଲୋକଙ୍କୁ ଲାଇସେନ୍ସ କରିବାକୁ ପଡିଥାଏ ।

୨;-କେଉଁ ଦେଶର ଲୋକମାନେ ସାପର ବିଷ ପିଇଥାନ୍ତି ?

ଉତ୍ତର;- ଇଣ୍ଡୋନେସିଆ ଦେଶର ଲୋକମାନେ ସାପର ବିଶ ପିଇଥାନ୍ତି ।

୩;-ପୃଥିବୀର କେଉଁ ଦେଶରେ ଅଧିକ ଜେଲ୍ ରହିଛି ?

ଉତ୍ତର;-ଆମେରିକା ଦେଶରେ ଅଧିକ ଜେଲ ରହିଛି ।

୪;- ମୟୂରର ଜୀବନ କାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର;- ମୟୁରର ଜୀବନ କାଳ ୨୦ ବର୍ଷ ହୋଇଥାଏ ।

୫;- ଭାରତରେ ସର୍ବପ୍ରଥମେ କେବେ ଜନଗଣନା ହୋଇଥିଲା ?

ଉତ୍ତର;- ୧୯୭୨ ମସିହାରେ ଜନଗଣନା ଆରମ୍ଭ ହୋଇଥିଲା ।

୬;- କେଉଁ ଦେଶରେ ଅଧିକ ଟ୍ରେନ ଚାଲିଥାଏ ?

ଉତ୍ତର;- ଜାପାନ ଦେଶରେ ଅଧିକ ଟ୍ରେନ ଚାଲିଥାଏ ।

୭;- ମଣିଷ ଦିମାଗର ମେମୋରୀ କେତେ GBର ହୋଇଥାଏ ?

ଉତ୍ତର;-Unlimited ହେଉଛି ମଣିଷର ଦିମାଗ ।

୮ ;- କେଉଁ ଦେଶରେ ୩ ଟି ରାଜଧାନୀ ରହିଛି ?

ଉତ୍ତର;- ଦକ୍ଷିଣ ଆଫ୍ରିକା ଦେଶରେ ୩ ଟି ରାଜଧାନୀ ରହିଛି ।

୯;- ଭାରତର କେଉଁ ରାଜ୍ୟରେ ଅଧିକ ଚୀନାବାଦାମ ଉତ୍ପାଦନ କରାଯାଏ ?

ଉତ୍ତର;- ଗୁଜୁରାଟ ରାଜ୍ୟରେ ଅଧିକ ଚିନାବାଦାମ ଉତ୍ପାଦନ କରାଯାଇଥାଏ ।

୧୦;-ଭାରତର କେଉଁ ରାଜ୍ୟରେ ପ୍ରଥମେ ପ୍ଲାଷ୍ଟିକ କୁ ବର୍ଜନ କରିଥିଲା ?

ଉତ୍ତର;- ହିମାଚଳ ପ୍ରଦେଶ ରାଜ୍ୟରେ ପ୍ରଥମେ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ପଡିଥିଲା ।

୧୧;- ଅଧିକ ଚିକେନ୍ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର;- ଅଧିକ ଚିକେନ ଖାଇବା ଦ୍ଵାରା ହାର୍ଟ ଆଟାକ ହୋଇଥାଏ ।

୧୨;- ଓଡିଶାର କେତୋଟି ଜିଲ୍ଲା ରହିଛି ?

ଉତ୍ତର;- ଓଡିଶାରେ ୨୯ ଟି ଜିଲ୍ଲା ରହିଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକ ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *