Ration Card 2023-2024, କିପରି ରାସନ କାର୍ଡରେ ଯୋଡିବେ ନିଜ ନାମ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ସାଧାରଣ ଲୋକ ମାନଙ୍କ ପାଇଁ ବହୁ ଗୁଡିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯେଉଁ ସେବା ଗୁଡିକ କାର୍ଯ୍ୟକାରୀ ହେବା ଦ୍ଵାରା ଏଥିରୁ ବହୁ ଲୋକ ବିଭିନ୍ନ ପ୍ରକାର ସୁବିଧା ଏଥିରୁ ପାଇପାରିବେ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ୨୦୨୩ ବର୍ଷରେ ରାସନ କାର୍ଡଧାରୀଙ୍କ ପାଇଁ ବହୁତ ଭଲ ଏକ ନିୟମ ଲାଗୁ କରାଯାଇଛି । ସେହି ନିୟମଟି ହେଉଛି ।

୨୦୨୩ ସଂପୂର୍ଣ୍ଣ ବର୍ଷରେ ଯେଉଁ ମାନେ ରାସନ କାର୍ଡର ଉପଭୋକ୍ତା ସେମାନଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର ରହିଛି । କାରଣ ସଂପୂର୍ଣ୍ଣ ୨୦୨୩ ବର୍ଷ ମଧ୍ୟରେ ସେମାନଙ୍କୁ ମାଗଣାରେ ରାସନ ସେବା ଯୋଗାଇ ଦିଆଯିବ । ତେବେ ଏହି ରାସନ କାର୍ଡଧାରୀ ମାନେ ରାସନ ସୁବିଧା ତ ନିହାତି ଉଠାଇ ପାରିବେ । ଏହା ଛଡା ଯେଉଁ ମାନେ ନିଜର ନାମ ରାସନ କାର୍ଡରେ ଯୋଡିବା ପାଇଁ କିମ୍ବା କାଟିବାକୁ ଚାହୁଁଛନ୍ତି ।ସେମାନେ କିଭଳି ଭାବେ ଏହାକୁ ସହଜ ପ୍ରକ୍ରିୟାରେ କରିପାରିବେ ।

ତାହା ଉପରେ ଆଲୋଚନା କରିବା । କାରଣ ଯେଉଁ ମାନଙ୍କ ଝିଅ ବାହା ହୋଇ ଅନ୍ୟ ଏକ ଘରକୁ ଯାଉଛି । ତେବେ ଯାହା ଘରୁ ଝିଅ ବାହା ହୋଇକି ଗଲା ସେ ରାସନକାର୍ଡରୁ ନାମ କାଟିବା ପାଇଁ ଚାହୁଁଥିବା ବେଳେ ଯାହା ଘରେ ଏକ ସଦସ୍ୟ ଅଧିକ ହେଉଛନ୍ତି । ସେ ନିଜର ନାମ ରାସନ କାର୍ଡରେ ଯୋଡିବା ପାଇଁ ଚାହୁଁଛନ୍ତି । ତେବେ ଏହି ସବୁ ରାସନ କାର୍ଡର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ବର୍ତ୍ତମାନ ସମୟରେ କରାଯାଇପାରିବ ନାହିଁ ।

କାରଣ ୨୦୨୩ ମସିହାରେ ଜନଗଣନା ହେବା ପାଇଁ ଯାଉଅଛି । ତେବେ ଏହି ସେଇ ଜନଗଣନାରେ ଯେତେବେଳେ ସର୍ଭେ ଘରକୁ କରିବା ପାଇଁ ଆସିବେ । ସେତେବେଳେ ଲୋକ ନିଜ ପରିବାର ସଦସ୍ୟଙ୍କ ନାମ ଯିଏ ନୂଆ ପରିବାର ସଦସ୍ୟରେ ଆଡ୍ ହୋଇଛନ୍ତି । ତାଙ୍କ ନାମ ସେହି ସର୍ଭେ ଲିଷ୍ଟରେ ଉଠାଇ ଦେବେ । ତେବେ ସର୍ଭେ ସଂପୂର୍ଣ୍ଣ ରାଜ୍ୟରେ କରିବା ପାଇଁ ବହୁତ ସମୟ ଲାଗିଥାଏ । ତେବେ ତା’ ପୂର୍ବରୁ ଯେଉଁ ମାନେ ରାସନର ସେବା ପାଇବାକୁ ଚାହୁଁଥାନ୍ତି ।

ତେବେ ସେମାନେ ନିଜର ପଞ୍ଚାୟତର ମୁଖ୍ୟ କିମ୍ବା ତହସିଲଦାରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ସହିତ ଯାହା ନାମରେ ରାସନ କାର୍ଡ କରିବା ପାଇଁ ସଂପୂର୍ଣ୍ଣ ବିବରଣୀ ନେଇ ଦିଅନ୍ତୁ । ଦେଖିବେ ବହୁତ ଶୀଘ୍ର ରାସନ ଉପଭୋକ୍ତା ଲିଷ୍ଟରେ ନାମ ଚଢିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *