ଆମେରିକା ଝିଅର ମନ କିଣିନେଲା ଓଡ଼ିଶା, ବନିଗଲେ ଶ୍ରୀକ୍ଷେତ୍ର ବୋହୂ, ଏ ନେଇ ସେ କଣ କୁହନ୍ତି ଦେଖନ୍ତୁ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେରିକା ଝିଅ ଶ୍ରୀ କ୍ଷେତ୍ର ବୋହୁ । ହଁ ବନ୍ଧୁଗଣ ତେବେ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ! ତେବେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ସତରେ ଜଣେ ବିଦେଶିନୀ ଆମ ଓଡିଶା ତଥା ଜଗନାଥ ଧାମ ପୁରୀର ବୋହୁ ହୋଇଛନ୍ତି । ତେବେ ସୂଚନା ମୁତାବକ ରାଜଧାନୀରେ ହକି ମ୍ଯାଚ ପାଇଁ ଆରମ୍ଭ ହୋଇଥିବା ଭୂଫେଷ୍ଟ ଦେଖିବାକୁ ଆସିଥିଲେ । ଏକ ଦମ୍ପତ୍ତିଙ୍କ ମୁହଁରୁ ଏକ ପ୍ରେମ କାହାଣୀ ଶୁଣିବାକୁ ମିଳିଛି ।

ଉଭୟ ସ୍ଵାମୀ ଓ ସ୍ତ୍ରୀ ପାର୍କରେ ବୁଲୁଥିବା ବେଳେ ତାଙ୍କ ସ୍ତ୍ରୀ ସଂପୂର୍ଣ୍ଣ ବିଦେଶିନୀ ଭଳି ଦେଖା ଯାଉଥିଲେ । ଯାହାଙ୍କୁ ଦେଖି ଅନେକ ଲୋକଙ୍କର ମନରେ ତାଙ୍କୁ ଜାଣିବା ପାଇଁ କୌତୁହଳ ବଢି ଯାଇଥିଲା । ତେବେ ଅନେକ ଲୋକ ମଧ୍ୟ ସେହି ବିଦେଶିନୀ ତଥା ଆମେରିକା ଝିଅ ସହିତ ସେଲଫି ମଧ୍ୟ ନେଉଠନ୍ତି । ତେବେ ତେବେ ସେହି ବିଦେଶିନୀ ଝିଅଙ୍କୁ ବାହା ହୋଇଥିବା ସ୍ଵାମୀ ଜଣଙ୍କ କହିବା ଅନୁସାରେ ତାଙ୍କ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା ।

ତେବେ ପୁଅ ଜଣଙ୍କ ନିଜ ଘର ପୁରୀ । ତେବେ ସେ ଉଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ । ତେବେ ସେଠାରେ ହିଁ ଆମେରିକା ଝିଅଙ୍କ ସହିତ ପୁଅ ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଉଭୟ ୫ ବର୍ଷ ପ୍ରେମ ସମ୍ପର୍କରେ ରହିଥିଲେ । ତେବେ ଗତ ଡିସେମ୍ବର ମାସରେ ହିଁ ଉଭୟ ବିବାହ ବନ୍ଧନରେ ଯୋଡି ହୋଇଛନ୍ତି । ତେବେ ବିଦେଶିନୀ ଝି ତଥା ପୁରୀର ବୋହୁଙ୍କର କହିବା ଅନୁଯାଇ ତାଙ୍କୁ ଓଡିଶା ରାଜ୍ୟ ବହୁତ ହିଁ ଭଲ ଲାଗୁଛି । ଏଠାକାର ପାଣି ପବନ ତାଙ୍କ ମନ କିଣି ନେଇଛି ।

ତେବେ ତାଙ୍କ କହିବା ଅନୁସାରେ ତାଙ୍କୁ ତ ଠିକ ଭାବରେ ଓଡିଆ ଭାଷା ଜଣା ନାହିଁ । ତେବେ ସେ ଟିକେ ଟିକେ ଓଡିଆରେ କଥାବାର୍ତ୍ତା ଶିଖୁଛନ୍ତି । ତେବେ ତାଙ୍କ ସ୍ଵାମୀ ମଧ୍ୟ ନ୍ୟୁୟର୍କରେ ଚାକିରି କରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବର ଘରେ ରହୁଛନ୍ତି । ପୁଣି ଠାରେ ତାଙ୍କ ସ୍ତ୍ରୀ’ ଙ୍କୁ ନେଇ ତାଙ୍କ ବିଦେଶ କାର୍ଯ୍ୟସ୍ତଳକୁ ଚାଲିଯିବେ । ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଏହି ସମସ୍ତ ଉପରେ ପ୍ରେମ ରହିଥାଏ ।

ତେବେ ଜଣେ ପୁରୀର ଓଡିଆ ପୁଅ ହୋଇକି ମଧ୍ୟ ଜଣେ ଆମେରିକା ଝିଅଙ୍କୁ ପ୍ରେମ କରିଥିଲେ । ତାପରେ ସେହି ପ୍ରେମକୁ ଉଭୟ ବିବାହ ସମ୍ପର୍କରେ ମଧ୍ୟ ପରିଣତ କରିଥିଲେ । ତେବେ ତାଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେଉ ବୋଲି ଆଶା ରହୁଛି । ଯଦି ଏହି ପୋଷଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *