Interesting Gk Questions- ଗୋଟିଏ ଘରେ 2 ଜଣ ମା’, 2 ଜଣ ଝିଅ ଓ 1 ଜଣ ଆଈ ଅଛନ୍ତି ତେବେ କୁହନ୍ତୁ ସେହି ଘରେ ମୋଟ କେତେ ଜଣ ଲୋକ ଅଛନ୍ତି ?

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ବହୁତ କଷ୍ଟ ଓ ସଂଘର୍ଷ ମଧ୍ୟ କରିଥାନ୍ତି । ହେଲେ ସରକାରୀ ଚାକିରିରେ ପଚରାଯାଉଥିବା କିଛି ସାଧାରଣ ଜ୍ଞାନର ଉତ୍ତର ଦେଇନ ପାରି ସେମାନେ ଚାକିରି କ୍ଷେତ୍ରରେ ଅସଫଳ ହୋଇଯାଇଥାନ୍ତି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ସରକାରୀ ଚାକିରିରେ ପରୀକ୍ଷା କରାଯାଇଥାଏ ।ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ବହୁତ କାମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ଜୀବ ନିଜ ନାକରୁ ଖାଦ୍ୟ ଉଠାଇ ଖାଇଥାଏ ?

ଉତ୍ତର- ହାତୀ

୨. ବୁର୍ଜ ଖଲିଫା ଭିତରେ କେତୋଟି ହୋଟେଲ ଅଛି ?

ଉତ୍ତର- ୩୦୪ଟି ହୋଟେଲ ଅଛି

୩. କଣ ସାପର ବିସଷ ସିଂହ ଓ ବାଘ ପରି ଶକ୍ତିଶାଳୀ ପ୍ରାଣୀ ମାନଙ୍କୁ ମା-ରି-ପା-ରିବ ?

ଉତ୍ତର- ହଁ ମାରିପାରିବ

୪. ଜେଲରେ ଫାଶୀ ଦେବା ପୂର୍ବରୁ ଅପରାଧୀକୁ ମୃତ୍ୟୁ ଘୋଷିତ କିଏ କରିଥାଏ ?

ଉତ୍ତର- ଜେଲର ଡାକ୍ତର

୫. ରକ୍ତ ନାଲି ହୋଇଥିଲେ ମଧ୍ୟ ଶରୀରରେ ଥିବା ଶିର ସବୁଜ ଓ ନୀଳ କାହିଁକି ନଜର ଆସିଥାଏ ?

ଉତ୍ତର- ଶିର ତ୍ଵଚାର ଗଭୀର ସ୍ଥାନରେ ରହିଥାଏ ସେଥିପାଇଁ ନୀଳ ଓ ସବୁଜ ନଜର ଆସିଥାଏ ।

୬. ଆମର ହାତ ପାପୁଲିରେ ଝାଳ କାହିଁକି ହୋଇଥାଏ ?

ଉତ୍ତର- ବ୍ଲଡ଼ ପ୍ରେସର କମ ଥିବାରୁ ହାତ ପାପୁଲିରୁ ଝାଳ ବାହାରିଥାଏ ।

୭. ମୁସ୍ଲିମ ଲୋକମାନେ ନିଜ ଠାରୁ ବଡ ଲୋକଙ୍କ ପାଦକୁ କାହିଁକି ଛୁଇଁ ନଥାନ୍ତି ?

ଉତ୍ତର- ଇସ୍ଳାମରେ କେବଳ ଇଶ୍ଵରଙ୍କ ପାଖରେ ମୁଣ୍ଡ ନୂଆଁ ଯାଇଥାଏ ଆଉ କାହା ସାମ୍ନାରେ ନୁହେଁ ।

୮. ଆରତୀ କରିବା ସମୟରେ ତାଳି କାହିଁକି ବଜା ଯାଇଥାଏ ?

ଉତ୍ତର- ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ

୯. ସବର ମୁଣ୍ଡ ଉତ୍ତର ଦିଗରେ କାହିଁକି ରଖା ଯାଇଥାଏ ?

ଉତ୍ତର- ପୁରୁଣା ପରମ୍ପରା ପାଇଁ ରଖାଯାଇଥାଏ ।

୧୦. ଭାରତର କେଉଁ ରେଳ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର- ମାଟୁଙ୍ଗା ରେଳ ଷ୍ଟେସନରେ କେବଳ ମହିଳା କର୍ମଚାରୀ କାମ କରନ୍ତି ।

୧୧. ରାବଣର ସବୁଠାରୁ ବଡ ମୂର୍ତ୍ତି କେଉଁଠି ଅଛି ?

ଉତ୍ତର- ହରିୟଣାରେ ରବଣର ସବୁଠାରୁ ବଡ ମୂର୍ତ୍ତି ଅଛି ।

୧୨. ଦୁନିଆରେ ସବୁଠାରୁ ଛୋଟ ମଣିଷ କେଉଁ ଦେଶରେ ଅଛନ୍ତି ?

ଉତ୍ତର- ନେପାଳରେ ସବୁଠାରୁ ଛୋଟ ମଣିଷ ଅଛନ୍ତି ।

୧୩. ୟୁ ଟ୍ଯୂବରେ ସବୁଠାରୁ ପ୍ରଥମ ୟୁ ଟ୍ଯୂବ ଚ୍ଯାନେଲର ନାମ କଣ ?

ଉତ୍ତର- ମି ଏଟ ଦା ଜୁ

୧୪. ଚନ୍ଦ୍ରର ପ୍ରକାଶ ପୃଥିବୀରେ କେତେ ସମୟ ମଧ୍ୟରେ ଆସିଥାଏ ?

ଉତ୍ତର- ୧.୩ ସେକେଣ୍ଡ ମଧ୍ୟରେ ଆସିଥାଏ ।

୧୫. ଭାରତରେ ଯେଉଁ ସ୍ଥାନରେ ସବୁଠାରୁ ଅଧିକ ଆଖୁ ଚାଷ କରାଯାଇଥାଏ ?

ଉତ୍ତର- ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଆଖୁ ଚାଷ କରାଯାଇଥାଏ ।

୧୬. ଗୋଟିଏ ଘରେ 2 ଜଣ ମା’, 2 ଜଣ ଝିଅ ଓ 1 ଜଣ ଆଈ ଅଛନ୍ତି ତେବେ କୁହନ୍ତୁ ସେହି ଘରେ ମୋଟ କେତେ ଜଣ ଲୋକ ଅଛନ୍ତି ?

ଉତ୍ତର- ୩ ଜଣ (ମା, ଝିଅ, ନାତୁଣୀ)

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *