Interesting Odia Gk- ଯାଏ ନୀଳ କାରରେ, ଆସେ ନାଲି କାର ରେ, କୁହନ୍ତୁ ସେ କିଏ ? 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ବେସ ସହାୟତ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁତ ସହାୟତ ହେବ । ଯେଉଁମାନେ ସରକାରୀ ଚାକିରି ନିମନ୍ତେ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ନିମନ୍ତେ ମଧ୍ୟ ଏହା ବେସ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କାହାର ଦାନ୍ତ ଅଛି ହେଲେ କାମୁଡି ପାରେ ନାହିଁ ?

ଉତ୍ତର;- ପାନିଆଁ ।

୨;- ଛୋଟ ପିଲା ମାନଙ୍କର ଏଭଳି ଏକ ଖେଳଣା ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରିବେ ନାହିଁ, ତାହା କ’ଣ ?

ଉତ୍ତର;- ଜହ୍ନ ମାମୁଁ ।

୩;- ଆଖି ଥିଲେ ମଧ୍ୟ ଅନ୍ଧ, ତାହା କ’ଣ ?

ଉତ୍ତର;- ମୂର୍ଖ ଲୋକ ।

୪;- ପବନ ଖାଇଲେ କିଏ ମରେ ?

ଉତ୍ତର;- ଝାଳ ।

୫;- ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ ?

ଉତ୍ତର;- ଲଙ୍କା ।

୬;- ମୃ-ତ୍ୟୁ ପରେ ମଧ୍ୟ ଠିଆ ହୋଇପାରେ କିଏ ?

ଉତ୍ତର;- ଗଛ ।

୭;- ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?

ଉତ୍ତର;- ଫ୍ୟାନ/ପଙ୍ଖା ।

୮;- ଭଙ୍ଗା ହେଲେ ମଧ୍ୟ ସେ ଗୋଟିଏ, ତାହା କଣ ?

ଉତ୍ତର;- ଖିଲିପାନ ।

୯;- ଖାଇଲେ କିଏ ମରେ ?

ଉତ୍ତର;- ଭୋକ ।

୧୦;- ଦିନରେ ଶୁଏ ମଜୁରୀ ନିଏ, ସେ କିଏ ?

ଉତ୍ତର;- ରାତ୍ର ଜଗୁଆଳି ।

୧୧;- ଶାଶୁକୁ କଫି ଦରକାର ଏବଂ ସ୍ଵାମୀ ଙ୍କୁ ଚା, ସ୍ତ୍ରୀ ପ୍ରଥମେ କଣ କରିବେ ?

ଉତ୍ତର;- ଗ୍ୟାସ ଅନ କରିବେ ।

୧୨;- ଗୋଟିଏ ଘରେ ଜଣେ ଅନ୍ଧ, ଜଣେ କାଲ, ଜଣେ ଛୋଟା ରହୁଛନ୍ତି ତେବେ ଅଟା ପେଶୀବା ପାଇଁ କିଏ ଯିବ ?

ଉତ୍ତର;- କେହି ନୁହେଁ, କାରଣ ଅତାକୁ ପେଷିବା ଦରକାର ନାହିଁ ।

୧୩;- ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡରେ, ୫ ଜଣକୁ ଉପରକୁ ପଠେଇଦେଲେ, ସେ କିଏ ଥିଲା ?

ଉତ୍ତର;- ଲିଫ୍ଟ ମ୍ୟାନ ।

୧୪;- ରାମୁର ୬ ବର୍ଷ ବେଳେ ତା’ ଭଉଣୀର ବୟସ ତା’ର ଅଧା ଥିଲା । ଆମୁକୁ ୪୦ ବର୍ଷ ବେଳେ ତା’ ଭଉଣୀର ବୟସ କେତେ ହୋଇଥିବ ?

ଉତ୍ତର;- ୩୭ ବର୍ଷ ।

୧୫;- ଆପଣ ଗୋଟିଏ ଏମିତି ରୁମରେ ଅଛନ୍ତି ଯେଉଁଠି ମାଙ୍କଡ ହାତରେ କଦଳୀ, ଠେକୁଆ ହାତରେ ଗାଜର ଏବଂ କୁକୁଡ଼ା ମୁହଁରେ ହାଡ ଅଛି, ସେଠାରେ ବୁଦ୍ଧିମାନ ପ୍ରାଣୀ କିଏ ?

ଉତ୍ତର;- ଆପଣ ।

୧୬;- ଯାଏ ନୀଳ କାରରେ ଆସେ ନାଲି କାରରେ ସିଏ କିଏ ?

ଉତ୍ତର;- ପାନ ଛେପ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *