Exclusive: ସୁନ୍ଦରୀ ଅର୍ଚ୍ଚନାର ଝୁମ୍ପୁଡି ଶାଶୂଘର ଦେଖିଲେ ହୋସ ଉଡ଼ିଯିବ ! ନିଜେ ଦେଖି ନିଅନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଙ୍କ ର ଜଳେଶ୍ବରରେ ଥିବା ଝୁମ୍ପୁଡି ଘର ତଥା ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କ ପୈତୃକ ଘର ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହିଁ ଯେ ଝୁମ୍ପୁଡି ଘରୁ ଆସି ଭୁବନେଶ୍ଵରରେ ଏଭଳି ଭାବରେ ନିଜର ଏକ ଆଲିଶାନ ଘର ଠିଆ କରିଛନ୍ତି । ଅର୍ଚ୍ଚନା ଙ୍କ ଶାଶୁ ଘର ଏବଂ ଭୁବନେଶ୍ବର ରେ ଅର୍ଚ୍ଚନା ଙ୍କ ନିଜସ୍ଵ ଘର ଦେଖିଲେ ଆକାଶ ପାତାଳ ର ଫରକ ନଜର ଆସିବ । ଗୋଟିଏ ପାଟରେ ସମ୍ଭ୍ରାନ୍ତ ର କୌଣସି ଚିହ୍ନବର୍ଣ୍ଣ ନଥିବା ସମୟରେ ଅନ୍ୟପଟରେ ସବୁକିଛି ଫରେନ ମେଡ ।

ଗୋଟିଏ ଗୋଟିଏ ଝୁମର ଠାରୁ ଆରମ୍ଭ କରି ଘରର ଗୋଟିଏ ଗୋଟିଏ ଲଗଜରୀ ଆଇଟମ ସବୁକିଛି ବିଦେଶ ରୁ ଆସୁଥିଲା । ଆଉ ଏହି ଘର ଦେଖିଲେ ଯିଏ ନାହି ସିଏ କହିବେ ଯେ ସେ ବୋଧ ହୁଏ କୋଟି କୋଟି ଟଙ୍କାର ମାଲିକ ହୋଇଥିବ । ମାତ୍ର ଖାଲି ଏତିକି ନୁହେଁ ବରଂ କାର ଠାରୁ ଆରମ୍ଭ କରି ଘୋଡା ପର୍ଯ୍ୟନ୍ତ ଘରେ ବୁଲୁଥିଲେ ମାଳ ମାଳ କୁକୁର ।

ମାତ୍ର ତାଙ୍କ ଶାଶୁ ଘରକୁ ଦେଖିଲେ ଲାଗିବା ଯେ ସରକାରୀ ଯୋଜନା ରେ ରହୁଥିବା ଏହି ଲୋକ ବୋଧ ହୁଏ ଭତ୍ତା ଟି ପାଇନାହିଁ । ତେବେ ଏଠାରେ ସ୍ପଷ୍ଟ ହୋଇଯାଇଛି ଯେ କିଭଳି ଅର୍ଚ୍ଚନା କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ତାଙ୍କ ଫେସବୁକ ରୁ ହିଁ ସେ ବକରା ବାଛୁଥିଲେ ଏବଂ ତାଙ୍କ ଫେସବୁକ ର ଫ୍ରେଣ୍ଡ ଲିଷ୍ଟ ରେ ଅଛନ୍ତି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ।

ଆଉ ଏମାନନନ୍କୁ ନିଜ ଆଡୁ ମେସେଜ କରି ଫୋନ ନମ୍ବର ନେଉଥିଲେ । ଏହାପରେ ତାଙ୍କ ସହିତ ସମ୍ପର୍କ ରଖୁଥିଲେ ନିଜ ଘରର ଥିବା ଗୁପ୍ତ କୋଠରୀରେ ଯେଉଁଠାରେ କ୍ୟାମେରା ଲଗାଯାଇଥିଲା । ସେଠାରେ କାମ ସରିବା ପରେ ସେ ଭିଡିଓ ଦେଖାଇ ଆଲିଶାନ ହୋଟେଲ ରେ ଯାଇ ଡିଲ ଫାଇନାଲ କରୁଥିଲେ । ତେବେ ଅଧିକାଂଶ କଥା ତାଙ୍କ ଘରେ ହିଁ ହେଉଥିଲା ।

ସିକ୍ରେଟ କ୍ୟାମେରାରେ ସବୁ କଏଦ କରୁଥିଲେ ବର୍ତ୍ତମାନ ଏହି ସବୁ ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ମାତ୍ର ଲୋକଙ୍କ ମନରେ ପ୍ରଶ୍ନ ଯେ କିଏ ହେଉଛନ୍ତି ଯେ ସେହି ପ୍ରତିଷ୍ଠିତ ବ୍ୟକ୍ତି ଯାହାଙ୍କୁ ସେ ନିଜ ଖଟ ପର୍ଯ୍ୟନ୍ତ ଟାଣି ଆଣୁଥିଲେ ? ବର୍ତ୍ତମାନ ଅର୍ଚ୍ଚନା ଙ୍କ ସ୍ଵାମୀ ଫେରାର ଅଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ଆଗକୁ ଆଉ କେଉଁ କେଉଁ ଗୁମର ଖୋଲୁଛି ତାହା ଅପେକ୍ଷାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *