ଆଜି ଅଭିନେତା Pintu Nanda ଙ୍କ ଦଶାହ କର୍ମ ! ପିଣ୍ଡ ଦାନ କଲା ସମୟରେ ବାପାଙ୍କୁ ମନେ ପକେଇ କାନ୍ଦୁଛନ୍ତି ପୁଅ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ଆଜି ହେଉଛି ଦଶାହ କର୍ମ ! ତେବେ ଚାଲିଛି ଦଶାହ କର୍ମ ହେଲେ ପିନ୍ଟୁଙ୍କୁ ଝୁରି ଝୁରି ତାଙ୍କ ପୁଅ ଓ ସ୍ତ୍ରୀ କାନ୍ଦୁଛନ୍ତି । ତେବେ ନିକଟ ଅତୀତରେ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ଘଟିଥିଲା । ତେବେ ଚାହୁଁ ଚାହୁଁ ଆଜିକୁ ୧୦ ଦିନ ଏହାରି ମଧ୍ୟରେ ବିତିଯାଇଛି । ତେବେ ପିନ୍ଟୁ ନନ୍ଦଙ୍କର ଆଜି ତାଙ୍କ ପରିବାର ଲୋକେ ଦଶାହ କର୍ମ ପାଳନ କରୁଛନ୍ତି ।

ତେବେ ବିଧିବିଧାନ ଅନୁଯାଇ ସିନା ଘର ପରିବାର ତଥା ଆତ୍ମୀୟ ସ୍ଵଜନ ମାନେ ବିଧି ମୁତାବକ କର୍ମ କରୁଛନ୍ତି । ହେଲେ ଏତେ ଅଳ୍ପ ବର୍ଷ ବୟସରୁ କିଏ ନିଜର ସ୍ଵାମୀ ଓ ଆଉ କିଏ ନିଜର ବାପାକୁ ହରାଇ ବୁକୁ ଫଟାଇ ମନେ ମନେ କୁହୁଳି କୁହୁଳି କାନ୍ଦୁଛି । ତାହା ତ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତେବେ ମରିବାର ୧୦ ଦିନରେ ମୃ-ତ ବ୍ୟକ୍ତିର ଆତ୍ମାର ଶାନ୍ତି ପାଇଁ ଯାହା ଯାହା ସବୁ କରାଯିବ କଥା ତାହା ସେହି କର୍ମ କରାଯାଇଥାଏ ।

ଯାହା ଦ୍ଵାରା ପିନ୍ଟୁ ଯେଉଁଠାରେ ମଧ୍ୟ ଥାଆନ୍ଟୁ । ହେଲେ ତାଙ୍କ ଆତ୍ମାର ଯେପରି ସଦଗତି କାମନା ହେବା ସହ ମୋକ୍ଷ ପ୍ରାପ୍ତି ମଧ୍ୟ ହେବ । ମଣିଷ ଜୀବନ ହେଉଛି ପାଣି ଫୋଟୋକା ଆଜି ତ କାଲିକି ନଥାଇ ପରେ । ତାହା ତ କେହି କହିପାରିବ ନାହିଁ । ତେବେ କିଏ କିପରି ଭାବରେ ଆରପରକୁ ଚାଲିଯିବ ତାହା ତ ସେହି ଉପରବାଲା ହିଁ ଜାଣିଥାନ୍ତି । ପିନ୍ଟୁ ଗତ କିଛି ମାସ ଧରି ଲିଭର ଜନିତ ସମସ୍ଯାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

ତେବେ ଲିଭର ଖରାପ ହୋଇଯିବ କାରଣରୁ ଯକୃତ ପ୍ରତିରୋପଣର ପିନ୍ଟୁଙ୍କୁ ଆବଶ୍ୟକତା ପଡୁଥିଲା । ତେବେ ଲିଭର ଡୋନରର ଅଭାବ କାରଣରୁ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଦିନକୁ ଦିନ ବିଗିଡି ଗୁରୁତର ହୋଇଯାଇଥିଲା । ତେବେ ଭୁବନେଶ୍ବରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଚେନାଇର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ହିଁ ଓଡିଶାର ଜଣେ ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କ ଦେହାନ୍ତ ଘଟିଥିଲା ।

ତେବେ ସେହି ଅଭିନେତା ପିନ୍ଟୁ  ନନ୍ଦଙ୍କର ଆଜି ହେଉଛି ଦଶାହ କର୍ମ । ତେବେ ପିନ୍ଟୁ ଆଉ ଏହି ଦୁନିଆରେ ରହିନାହାନ୍ତି ସତ କିନ୍ତୁ ସେ ଯେଉଁଠାରେ ରହିଲେ ମଧ୍ୟ ଆମ ପାଇଁ ସବୁଦିନ ତାଙ୍କ ଅଭିନୟ ଦ୍ଵାରା ସେ ଅମର ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *