ଜାଣନ୍ତୁ Aryan Khan ଙ୍କ ସହିତ ଗିରଫ ହୋଇଥିବା Arbaaz Merchant କିଏ ? ଭଉଣୀ Suhana Khan ଙ୍କ ସହିତ ଅଛି ଖାସ ସମ୍ପର୍କ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଆପଣ ମାନେ ଜାଣିଥିବେ କି ବଲିଉଡ ଅଭିନେତା ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କୁ ୩ ଅକ୍ଟୋବର ରେ ଡ୍ର-ଗ୍ସ ନେବା ମାମଲା ରେ ଏନସିବି ତାଙ୍କୁ ଗି-ର-ଫ କରିଛନ୍ତି । ସୂଚନା ଅନୁଯାୟୀ ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପା-ର୍ଟି ଚାଲିଥିଲା । ଯେଉଁଠାରେ ଏନସିବି ଲୁ-ଚି-କି ସାଧାରଣ ଭାବେ ଯାଇ ଚ-ଢା-ଉ କରିଥିଲା ।

ଏହି କ୍ରୁଜ୍ ଡ୍ର-ଗ୍ସ ପାର୍ଟି ମାମଲାରେ ଏନସିବି ପ୍ରାୟ ଆଠ ଜଣଙ୍କୁ ଗି-ର-ଫ କରିଛି ସେଥିରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ମଧ୍ୟ ସାମିଲ ଅଛନ୍ତି । ତେବେ ଏହି କେ-ସ ରେ ଯେଉଁ ମାନଂକୁ ଗି-ର-ଫ କରାଯାଇଛି ସେ ହେଉଛନ୍ତି ଆର୍ଯ୍ୟନ ଖାନ, ଅରବାଜ ମର୍ଚାଣ୍ଟ, ମୁନ ମୁନ ଧମେଚା, ସମେତ ନୁପୁର ସାରିକା, ଇସ୍ମିତ ସିଂହ,ମୋହକ ଯସ୍ୱୱାଲ,ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଙ୍କୁ ଗି-ର-ଫ କରାଯାଇଛି ।

ଅରବାଜ ଆର୍ଯ୍ୟନ ଙ୍କ ର ବହୁତ ଭଲ ଏବଂ ପୁରୁଣା ସାଙ୍ଗ ଏବଂ ସେ ତାଙ୍କ ଭଉଣୀ ଙ୍କ ର ମଧ୍ୟ ବହୁତ ଭଲ ସାଙ୍ଗ ଏହା ଛଡା ଅରବାଜ ମଧ୍ୟ ଜଣେ ଅଭିନେତା ଏବଂ ମୁନ ମୁନ ଧମେଚା ମଧ୍ୟ ପ୍ରଦେଶ ର ସାଗର ର ବାସିନ୍ଦା ତେବେ ସେ ଦିଲ୍ଲୀ ରେ ଏକ ପ୍ରାଇଭେଟ ଚାକିରୀ ମଧ୍ୟ କରିଥିଲେ ଏବଂ ସେ ଜଣେ ମଡେଲ ମଧ୍ୟ ଏହା ଛଡା କରୋନା ର ଦ୍ଵିତୀୟ ଲହରୀ ରେ ସେ ନିଜ ମାଆ ଙ୍କୁ ମଧ୍ୟ ହରାଇ ଦେଇଥିଲେ ।

ତେବେ ସୂଚନା ସୂତ୍ରରୁ ଜଣାପଡ଼ିଛି କି ଏହି ପାର୍ଟି ରେ ଆର୍ଯ୍ୟନ, ଅରବାଜ ଏବଂ ମୁନ ମୁନ ଙ୍କ ପାଖରେ ୧୩ ଗ୍ରାମ କୋ-କି-ନ, ୫ ଗ୍ରାମ ଏ-ମ-ଡ଼ି, ୨୧ ଗ୍ରାମ ଚ-ର-ସ, ୨୨ ଏ-କ୍ସ-ଟା-ମି ଗୋ-ଲି,୧.୩୩ ଲକ୍ଷ ଟଙ୍କା । ତେବେ ଆର୍ଯ୍ୟନ ଙ୍କ ଗି-ର-ଫ-ତା-ର NDPS ର ସେକ୍ସନ 8C 20B ଏବଂ ୨୭,୩୫ ରେ ଏଥିରେ ସେକ୍ସନ ଡ୍ର-ଗ୍ସ ନେବା ପାଇଁ ଲାଗିଛି ଏହା ଛଡା କାନୁନ ଅନୁସାରେ ଯଦି କେହି ନା-ର-କୋ-ଟି-କ ଡ୍ର-ଗ୍ସ ନିଏ ତାହା ଏକ ଦ-ଣ୍ଡ-ନୀ-ୟ ଅ-ପ-ରା-ଧ ଏଵଂ ସେଥିପାଇଁ ବହୁତ କ-ଡା କା-ନୁ-ନ ମଧ୍ୟ ରହିଛି ।

ତେବେ ସେହି ପାର୍ଟି ରେ ଆର୍ଯ୍ୟନ ଏବଂ ଅରବାଜ ଯେତେବେଳେ ନିଜ ରୁମ ଭିତରକୁ ଗଲେ ସେତେବେଳେ ଏନସିବି ଟିମ ତାକୁ ଧରି ନେଇଥିଲେ ତେବେ ଆର୍ଯ୍ୟନ ଙ୍କ ପାଖରେ କିଛି ମିଳିଲା ନାହିଁ କିନ୍ତୁ ଅରବାଜ ଙ୍କ ଜୋତା ଭିତରେ ଚ-ର-ସ ମିଳିଥିଲା । ତେବେ ଏପର୍ଯ୍ୟନ୍ତ କାହାକୁ ବି ଜାମିନ ମିଳିନାହିଁ ।

Leave a Reply

Your email address will not be published. Required fields are marked *