ଦେଖନ୍ତୁ Video: ‘କିଛି ଝିଅଙ୍କର ପ୍ରବଳ ଗଲୁଆ ବୁଦ୍ଧି, ନିଜ ଘଇତା ଥାଇ ପର ଘଇତା ପାଖରେ…’ ହଠାତ Live ଆସି ଏମିତି କଣ କହିଲେ Rani Panda ଯାହା ହେଉଛି ଭାଇରାଲ !

ରାନୀ ପଣ୍ଡା ଯିଏକି ଜଣେ ଯାତ୍ରା କଳାକାର ସେ ପ୍ରାୟତଃ ନିଜର ବୟାନକୁ ନେଇ ଚର୍ଚାରେ ରହିଥାନ୍ତି । ସେ ପ୍ରାୟତଃ ସାମାଜିକ ମାମଲାରେ ନିଜର ବୟାନ ଦେଇ ଚର୍ଚାରେ ଆସିଯାଆନ୍ତି । ଏହା ସହିତ ସେ କେତେକ ଲୋକମାନଙ୍କୁ ସାହାର୍ଯ୍ୟ ମଧ୍ୟ କରନ୍ତି । ସୋମ୍ୟ ଓ ସୋନାଲିଙ୍କ ମାମଲାରେ ବି ରାନୀ ପଣ୍ଡା ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ରାନୀ ପଣ୍ଡା ଆଜି ଲାଇଭ ଆସି କହିଲେ କି ଆଜି ସୋମ୍ୟଙ୍କ ୧୧ ।

ବର୍ତ୍ତମାନ ସମୟରେ ତାଙ୍କ ମାଙ୍କ ଯେଉଁ ପରିସ୍ଥିତି ଓ ତାଙ୍କ ପରିବାରରେ ଯେଉଁଭଳି ସ୍ଥିତି ଅଛି ତାକୁ ଦେଖି ମୁଁ ବହୁତ ଭାଙ୍ଗି ପଡିଛି । ମୋତେ ବହୁତ କଷ୍ଟ ଲାଗୁଛି । ଯଦି ମୁଁ ସୋମ୍ୟଙ୍କ କଥା କହିବି ତେବେ ତୋର ତ ସୁସାଇଡ କରିବାର ନ ଥିଲା ।

ଯଦି ତୁ ଜାଣିଲୁ ଝିଅର ଗୁଣ ଖରାପ ଅଛି ତେବେ ସାଇଡ ହୋଇ ଯାଇ ଥାନ୍ତୁ । ତୋର ଏହିଭଳି ଭୁଲ କରିବାର ଦ୍ଵାରା ତୋର ତ କିଛି କ୍ଷତି ହେଲା ନାହିଁ କିନ୍ତୁ ପରିବାରର କ୍ଷତି ହେଲା । ଯେତେବେଳେ ଗୋଟିଏ ପରିବାରର ପୁଅ ଚାଲିଯାଏ ତେବେ ସେ ପରିବାର ଉପରେ କଣ ବିତି ଥାଏ କେବଳ ସେମାନେ ହିଁ ଜାଣିଛନ୍ତି । ବିଶେଷ କରି ମା ଅଧିକ ଭାଙ୍ଗି ପଡେ ।

ମୁଁ ଯେତିକି ଶୁଣିଛି ସେହି ଆଧାରରେ କହୁଛି ଯଦି ଝିଅର କିଛି ଭୁଲ ଅଛି ତେବେ ଝିଅକୁ ଦଣ୍ଡ ମିଳିବା ଦରକାର ଓ ଯଦି ପୁଅର କିଛି ଭୁଲ ଅଛି ତେବେ ପୁଅ ଘର ଲୋକ ଚୁପ ହୋଇ ରହିଯିବା ଉଚିତ । ରାନୀ ପଣ୍ଡା ଆଗକୁ କହିଲେ କି ଆମ ଝିଅ ଜାତିରେ କିଛି ଝିଅ ଏମିତି ଅଛନ୍ତି ସେମାନଙ୍କର ଗଲୁଆ ବୁଦ୍ଧି ପ୍ରବଳ ।

ମୋଟା ଥିବ, କାହାର ବହୁତ ଟଙ୍କା ଥିବ ତାକୁ ଚିତା କାଟି ଖାଇବା ଟିକେ ଗଲୁଆ ବୁଦ୍ଧି ଅଛି । କେତେକ ଝିଅ ଏମିତି ବି ଅଛନ୍ତି ନିଜ ସ୍ଵାମୀ ଥାଇ ବି ପର ସ୍ଵାମୀ ପାଖରେ ଶୋଇଥିବେ । ସେହିଭଳି କିଛି ପୁଅ ବି ଅଛନ୍ତି ଯେଉଁମାନଙ୍କର ନୀତି ଝିଅମାନଙ୍କୁ ଚିତା କାଟିବା । ତାଙ୍କ ଟଙ୍କାରେ ଚଳିବା । ମୁଁ ପୋଲିସକୁ ଅନୁରୋଧ କରୁଛି କି ଏହି ମାମଲାର ସମଧାନ କରନ୍ତୁ ।

Leave a Reply

Your email address will not be published. Required fields are marked *