ଯିଏ ବି ଭୁଲରେ ବି କରିଥାଏ ଏହି କାମ, ତାଙ୍କ ଘରେ ଜନ୍ମ ନେଇଥାଏ କିନ୍ନର ସନ୍ତାନ

ଆମ ସମାଜରେ ବହୁତ ବିଶେଷ ବର୍ଗ ଅଛନ୍ତି ଯେଉଁମାନେ ଆମ ସହିତ ହିଁ ରହିଥାନ୍ତି କିନ୍ତୁ ସେମାନଙ୍କ ରହିବା ଶୈଳୀ ଓ ପରମ୍ପରା କିଛି ଅଲଗା ଅଟେ । ସେଥିପାଇଁ ସମସ୍ତେ ସମାଜର ଏହି ବର୍ଗ ବିଷୟରେ ଜାଣିବାକୁ ଚାହାନ୍ତି । କହିବାକୁ ଗଲେ ଭାରତ ଦେଶରେ ସମସ୍ତ ଜାତି, ଧର୍ମ, ସମସ୍ତ ବର୍ଗର ଲୋକମାନେ ମିଶି କରି ରୁହନ୍ତି । କୌଣସି ଉଚ୍ଚ ନିଚ୍ଚର ଭେଦ ଭାବ ବି ରହି ନ ଥାଏ । ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ ।

ଆଜି ଆମେ ସେମାନଙ୍କ ମଧ୍ୟରୁ ଗୋଟିଏ ବିଶେଷ ବର୍ଗ ବିଷୟରେ କଥା ହେବା । ଯେଉଁମାନେ କିନ୍ନର ଅଟନ୍ତି । କହିବାକୁ ଗଲେ ଏହି ଦେଶରେ ସମସ୍ତଙ୍କୁ ସମାନ ଅଧିକାର ମିଳିଛି କିନ୍ତୁ ଏହି ବର୍ଗର ଲୋକମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହା ସତ୍ତ୍ୱେ ବି ଏମାନେ ଖୁସିରେ ରୁହନ୍ତି । ତାଙ୍କର ଖୁସି କିମ୍ବା ଦୁଃଖ ଦ୍ଵାରା କାହାକୁ କିଛି ଫରକ ପଡେ ନାହିଁ ।

ଏକ ଅଭିଶପ୍ତ ଜୀବନର ଚିତ୍ର ସେମାନେ କେବଳ ଏଥିପାଇଁ ହୋଇ ଯାଆନ୍ତି କାରଣ ସେମାନେ ସାଧାରଣ ଲୋକମାନଙ୍କ ଠାରୁ ଅଳ୍ପ ଭିନ୍ନ ଅଟନ୍ତି । ଆଜି ଆମେ ଆପଣଙ୍କୁ ସେହି ୫ ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ସନ୍ତାନ ବି କିନ୍ନର ରୂପରେ ଜନ୍ମ ନେଇଥାଏ । ଏହା ତ ସମସ୍ତେ ଜାଣିଛନ୍ତି କି କିନ୍ନରମାନଙ୍କ ଜନ୍ମ ହୋଇଥାଏ । କିନ୍ତୁ କାହିଁକି ସେମାନେ କିନର ରୂପରେ ଜନ୍ମ ନେଇଥାନ୍ତି ଏହା ବିଷୟରେ କେହି ବି ଜାଣି ନ ଥାନ୍ତି ।

କିଛି ଏମିତି ଭୁଲ ଅଛି ଯାହାକୁ କରିବା ଦ୍ଵାରା କିଛି ଶିଶୁ କିନ୍ନର ରୂପରେ ଜନ୍ମ ନେଇଥାନ୍ତି । କହିବାକୁ ଗଲେ ଏହି ସବୁ ଭୁଲ ଗର୍ଭାବସ୍ତା ସମୟରେ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଭୁଲ ବିଷୟରେ ।

୧. ବିଜ୍ଞାନର କଥା କହିବା ତ ବିଜ୍ଞାନ ଅନୁସାରେ ଯେତେବେଳେ କୌଣସି ମହିଳା ଗର୍ଭବତୀ ହୋଇଥାଏ ତେବେ ସେହି ସମୟରେ ୩ ମାସ ପରେ ହିଁ ଶିଶୁର ଅଙ୍ଗ ଗଠନ ହେବାକୁ ଲାଗିଥାଏ । ଯଦି ସେହି ସମୟରେ ମହିଳାକୁ କୌଣସି ଜିନିଷ ଦ୍ଵାରା ଆଘାତ ଲାଗିଯାଏ ତେବେ ସେହି କାରଣରୁ ଶିଶୁର ଅଙ୍ଗ ବି ଆଘାତ ପାଇଥାଏ ଓ ଏହି ଅଙ୍ଗର ଆକାର ବଦଳିଯାଏ ।

୨. ଦ୍ଵିତୀୟ କାରଣ ଏହା ଅଟେ କି ଯଦି ଆପଣ ଏହି ସମୟରେ ଅସୁସ୍ଥ ଅଛନ୍ତି ଓ ଆପଣ ଅଧିକ ଔଷଧ ଖାଉଛନ୍ତି ତେବେ ମଧ୍ୟ ସେହି ସମୟରେ ଶିଶୁର ଅଙ୍ଗର ନିର୍ମାଣ ସଠିକ ରୂପରେ ହୋଇ ନ ଥାଏ ।

୩. ଗର୍ଭାବସ୍ଥା ସମୟରେ ଯଦି ଆପଣ ସଠିକ ସମୟରେ ଆରାମ କରୁ ନାହାନ୍ତି କିମ୍ବା ନିଦ ପାଇଁ କୌଣସି ଔଷଧ ନେଉଛନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ କାରଣ ଏହା ବି ଏକ ମୁଖ୍ୟ କାରଣ ହୋଇପାରେ ।

୪. ଏହି ସମୟରେ ଆପଣ କୌଣସି ପ୍ରକାରର ବାସି କିମ୍ବା ବିଷଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହା ଦ୍ଵାରା ଶିଶୁ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ ।

୫. ଗର୍ଭାବସ୍ଥା ସମୟରେ ଯଦି କୌଣସି ମହିଳା ନିଜର ୯ ମାସ ପର୍ଯ୍ୟନ୍ତ ସଚେତନ ନ ରହିବେ ଓ କୌଣସି ପ୍ରକାରର ଔଷଧ, କଠିନ ଜିନିଷ ଇତ୍ୟାଦି ଠାରୁ ଦୂରରେ ନ ରହିବେ ତେବେ ଏହାର ପରିଣାମ ଆପଣଙ୍କ ସନ୍ତାନକୁ ଭୋଗିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *