IPL ସୁପରଷ୍ଟାର Rinku Singh ଙ୍କ ସଂଘର୍ଷ କାହାଣୀ ! BCCI ଦିନେ ଲଗେଇଥିଲା ବ୍ୟାନ, କ୍ରିକେଟ ଖେଳ ପାଇଁ ବାପାଙ୍କ ଠାରୁ ଖାଉଥିଲେ ଠେଙ୍ଗା ପାହାର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରିଙ୍କୁ ସିଁ ଙ୍କର ସଂଘର୍ଷଭରା ଫିଲ୍ମି କାହାଣୀ ! ତେବେ ସୂଚନା ମୁତାବିକ ଗତକାଲିର ଗୁଜୁରାଟ ଓ କଲିକତାର ୨୦୨୩ IPL  ମ୍ଯାଚରେ ରିଙ୍କୁ ସିଁ ସାଜିଯାଇଥିଲେ ମ୍ୟାନ ଅଫ ଦ ମ୍ଯାଚ ! ଯେଉଁଥି ପାଇଁ କ୍ରିକେଟରପ୍ରେମୀଙ୍କ ଠାରୁ ଆରମ୍ଭ କରି ବଡ ବଡ କ୍ରିକେଟ ତାରକା, ଫିଲ୍ମ ଷ୍ଟାର ଏପରିକି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମୁହଁରେ ଖାଲି ଏବେ ଗୋଟିଏ ନାମ ସେ ହେଉଛି ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ !

କାରଣ ଗତକାଲୀର ଗୁଜୁରାଟ ଓ କଲିକତାର ମ୍ଯାଚର ଶେଷ ଓଭରରେ ରିଙ୍କୁ ସିଁ ନିଜର ବେଷ୍ଟ ଦେବାକୁ ଯାଇ ଏପରି ଭାବେ ୫ଟି ସୁପର ଛକା ମାରିଥିଲେ । କି ଯେ ମ୍ଯାଚରେ ରିଙ୍କୁ ସିଁଙ୍କର ବ୍ୟାଟିଂ ଦେଖୁଥିବା ଲୋକଙ୍କର ଆଖି ରିଙ୍କୁ ସିଁ ଙ୍କ ଉପରୁ ଜମାରୁ ମଧ୍ୟ ହଟୁନଥିଲା । ତେବେ ସେଥିପାଇଁ କ୍ରିକେଟ ର ଇତିହାସରେ ଯୁବ କ୍ରିକେଟ ତାରକା ରିଙ୍କୁ ସିଁ ନିଜର ବ୍ୟାଟିଂ ପାଇଁ ନିଜ ନାମକୁ ସ୍ଵର୍ଣ୍ଣଅକ୍ଷରରେ ଲେଖିଦେଲେ ।

ହେଲେ କ୍ରିକେଟ ର ଦୁନିଆକୁ ଆସିIPL ପର୍ଯ୍ୟନ୍ତ ପହଞ୍ଚିବା ଓ ସଫଳତା ପାଇଁ ଅନ୍ୟ କ୍ରିକେଟର ପରି ରିଙ୍କୁ ସିଁ ପାଇଁ ଏତେ ମାତ୍ରାରେ ସହଜ ନଥିଲା । କାରଣ ରିଙ୍କୁ ସିଁ ଙ୍କ ବାପା ଲୋକଙ୍କ ଘରେ ଗ୍ଯାସ ସିଲିଣ୍ଡର ଡେଲିଭର କରିବା ସହ ତାଙ୍କ ବଡ ଭାଇ ଅଟୋ ଚାଳନା କରି ଘର ପରିବାରର ପ୍ରତିପୋଷଣ କରନ୍ତି । ସେଥିରୁ ରିଙ୍କୁ ଏତେ ଅଳ୍ପ ବର୍ଷ ବୟସରୁ ନବମ ଶ୍ରେଣୀରୁ ହିଁ ପାଠ ପଢା ଛାଡି ନିଜ ଘର ଲୋକଙ୍କ ଆର୍ଥିକ ସ୍ଥିତିକୁ ସଜାଡିବାରେ ଲାଗି ଯାଇତ୍ଜିଲେ ।

ହେଲେ ନିଜର କ୍ରିକେଟ ଖେଳିବାର ପ୍ୟାସନକୁ ପ୍ରଫେସନ କରିବା ପାଇଁ ସବୁବେଳେ ରିଙ୍କୁ ସିଁ କ୍ରିକେଟ ଅଭ୍ଯାସ କରୁଥିଲେ । ଛୋଟ ବଡ ମ୍ଯାଚରୁ ଯାହା ଯେତିକି ଟଙ୍କା ମିଳୁଥିଲା । ସେହି ଟଙ୍କାରେ ସେ ନିଜର କ୍ରିକେଟ ପାଇଁ ସାମଗ୍ରୀ କିଣିବା ସହ ଆଉ କିଛି ଟଙ୍କା ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଖର୍ଚ କରିଦେଉଥିଲେ । ହେଲେ ୨୦୨୩ IPL ଗୁଜୁରାଟ ଓ କଲିକତା ମଧ୍ୟରେ ହୋଇଥିବା ମ୍ଯାଚ ରିଙ୍କୁ ଙ୍କର ଭାଗ୍ୟର ତାଲା ଖୋଲିଦେଇଥିଲା ।

ମ୍ଯାଚର ଶେଷ ଓଭରରେ ଲଗାତାର ଭାବରେ ଅନବରତ ୫ ଟି ଛକା ମାରି ନିଜ ଟିମ କଲିକତାକୁ ଜିତେଇବାରେ ରିଙ୍କୁ ସିଁଙ୍କର ପ୍ରଧାନ ଭୂମିକା ରହିଥିଲା ବୋଲି କହିଲେ କିଛି ମଧ୍ୟ ଭୁଲ ହେବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *