ଖୁବ ଶୀଘ୍ର ଜେଲରୁ ଖସିଯିବ ଗୋପାଳ ! ରହିଛି ଏହି 3 ବାଟ…ଶୁଣନ୍ତୁ କଣ କୁହନ୍ତି ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ kanda ରହିଯିବ କି ହୋଇ ଏକ ରହସ୍ୟ ! ଅଭିଯୁକ୍ତ ଗୋପାଳ ଦାସକୁ ଖସାଇଦେବା ପାଇଁ ଆଗରୁ ହୋଇଥିଲା କି ସୁଚିନ୍ତିତ ଯୋଜନା । ତେବେ ହଁ ବନ୍ଧୁଗଣ ବହୁ ଚର୍ଚିତ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ଆସି ପୁଣି ଏକ ଦିଗ । ଯେଉଁଠାରେ ଅଭିଯୁକ୍ତ ଗୋପାଳ ଦାସ ଖସିଯିବା ପାଇଁ ୩ ଗୋଟି ଯୋଜନା ହୋଇ ରହିଅଛି ବୋଲି କହୁଛନ୍ତି ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଡିଜିପି ।

ତେବେ ମନ୍ତ୍ରୀଙ୍କୁ guulee maadaa ହୋଇ ସାରିବାର କେତେ ଦିନ ବିତିଗଲାଣି । ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ନବ ଦାସଙ୍କ ଦେହରେ ବାଜି ବାହାରିଯାଇଥିବା guuleeଟିକୁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଜବତ କରିପାରି ନାହିଁ । ଯଦି ନବ ଦାସ ଦେହରେ ବାଜିଥିବା guuleeଟି ନମିଳେ । ତେବେ ଅଭିଯୁକ୍ତ ବିରୁଦ୍ଧରେ ଠୋସ ପ୍ରମାଣ ଅଭାବ ହେତୁ ଗୋପାଳ ଖସିଯିବାର ବହୁତ ବଡ କଥା ରହିଛି ବୋଲି ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର କହିଛନ୍ତି ।

ତେବେ ପୂର୍ବତନ ଡିଜିଙ୍କ କହିବା ଆଧାରରେ ମନ୍ତ୍ରୀ ନବ ଦାସଙ୍କ ଦେହରେ ଯେଉଁ ହିସାବରେ ଛା-ତି-ରେ guuleeଟି maadaa ହୋଇ  ବାହାରକୁ ଆସିଥିଲା ବୋଲି ସୂଚନା ମିଳିଥିଲା । ତେବେ ସେପରି କ୍ଷେତ୍ରରେ ଜଣେ ମନୁଷ୍ୟ ୨ ରୁ ୩ ମିନିଟ ମଧ୍ୟରେ ମ-ରି-ଯିବାର ସମ୍ଭାବନା ରହିଛି । ତେବେ ମନ୍ତ୍ରୀଙ୍କ ଦେହରେ guulee ବାଜିବାର କେତେ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ସମୟରେ ମନ୍ତ୍ରୀଙ୍କୁ ମୃ-ତ ବୋଲି ଘୋଷଣା କରଯାଇଥିଲା ।

ତେବେ ଏହା ମଧ୍ୟ ଏକ କାରଣ ଯେଉଁ ମାଧ୍ୟମ ଦେଇ ଗୋପାଳ ଖସିଯାଇପାରେ । ତୃତୀୟରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କର କହିବା ଅନୁସାରେ ଗୋପାଳ ଦାସର ଯେଉଁ ମାନସିକ ସ୍ଥିତି ବିକୃତି ଅଛି କି ନାହିଁ ବିଭିନ୍ନ ପ୍ରକାର ଟେଷ୍ଟ କରାଯାଉଛି । ଯଦି ଗୋପାଳର ମାନସିକ ବିକୃତି ଅଛି ବୋଲି ମଧ୍ୟ ପ୍ରମାଣ ହୋଇଯାଏ ।

ତେବେ ଏହା ମଧ୍ୟ ଏକ ଆଇନର ବାଟ ଦେଇ ଗୋପାଳ ଆରମରେ ଦୋଷୀ ପ୍ରମାଣିତ ହୋଇନପାରି ଖସିଯିବାର ସମ୍ଭାବନା ବହୁତ ରହୁଛି । ତେବେ ଏହି ୩ ବାଟ ଦେଇ ଗୋପାଳ ଖସିଯାଇପାରେ । ଏହା ସହିତ ମନ୍ତ୍ରୀ ନବ ଦାସଙ୍କର ହତୟଆ kanda ଘଟଣା ପଛରୁ ପରଦା ହଟିନପାରି ସବୁଦିନ ପାଇଁ ରହସ୍ୟଘେରରେ ମଧ୍ୟ ରହିଯାଇପାରେ ।

Leave a Reply

Your email address will not be published. Required fields are marked *