ବିବାହ ଫଟୋ ସେୟାର କରି ପୁଣି ଟ୍ରୋଲ ହେଲେ ତାମିଲ ଅଭିନେତ୍ରୀ Mahalakshmi, ଲୋକେ କହିଲେ ଏମିତି କଥା କି…

ନମସ୍କାର ବନ୍ଧୁଗଣ, ନିକଟ ସମୟରେ ତାମିଲ ଅଭିନେତ୍ରୀ ମହାଲକ୍ଷ୍ମୀଙ୍ଙ୍କର ଦିତୀୟ ବିବାହ ହୋଇଥିଲା । ସେ ତାଙ୍କ ସ୍ଵାମୀଙ୍କ ସହ ଫଟୋ ଛାଡିବା ପରେ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହେଉଛନ୍ତି । ଲୋକେ ତାଙ୍କ ସ୍ଵାମୀଙ୍କର ଥଟ୍ଟା ତାମସା କରୁଛନ୍ତି । ମହାଲକ୍ଷୀଙ୍କୁ ଏହା ମଧ୍ୟ ଶୁଣିବା ପାଇଁ ପଡୁଛି କି ତାଙ୍କ ସ୍ଵାମୀଙ୍କ ସହ ତାଙ୍କର ବଡି କେମେଷ୍ଟ୍ରି ବିଲକୁଲ ମଧ୍ୟ ମ୍ୟାଚ କରୁନାହିଁ । ତେବେ ଏହି ଖବର ପଛରେ କଣ ରହିଛି ସମ୍ପୂର୍ଣ ଖବର ତାହା ଉପରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ବାରମ୍ବାର ଟ୍ରୋଲ ହେଉଛନ୍ତି ତାମିଲ ଅଭିନେତ୍ରୀ  ମହାଲକ୍ଷ୍ମୀ । କାରଣ ସେ କରିଥିବା ଦିତୀୟ ବିବାହ ପରେ ତାଙ୍କ ସ୍ଵାମୀଙ୍କୁ କେହି ମଧ୍ୟ ପସନ୍ଦ କରୁନାହାନ୍ତି । ତାଙ୍କ ଦିତୀୟ ସ୍ଵାମୀଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ସ୍ଵାମୀ ମୋଟା ହୋଇଥିବା କାରଣରୁ ତାଙ୍କୁ ସହିବା ପାଇଁ ପଡୁଛି ତାଙ୍କ ପ୍ରଶଂସକ ମାନଙ୍କର ଥଟ୍ଟା ତାମସାକୁ । ହେଲେ ସେ ଏହି କଥାର କୌଣସି ପ୍ରଭାବ ନିଜ ସମ୍ପର୍କ ଉପରେ ପଡିବାକୁ ନଦେଇ ଗୋଟିଏ ପରେ ଗୋଟିଏ ଫଟୋ ତାଙ୍କ ସ୍ଵାମୀଙ୍କ ସହ ଉଠାଇ ପୋଷ୍ଟ କରିବାରେ ଲାଗିଛନ୍ତି ସୋସିଆଲ ମିଡିଆରେ ।

୨୦୨୨ ମସିହାରେ ତାମିଲ ଅଭିନେତ୍ରୀ ମହାଲକ୍ଷ୍ମୀଙ୍କର ଦିତୀୟ ବିବାହ ସମ୍ପର୍ଣ ହୋଇଛି । ପ୍ରେମୀ ଯୁଗଳଙ୍କ ବଡି କେମେଷ୍ଟ୍ରି ମ୍ୟାଚ ହେଉନଥିବା କଥା କହି ମେମେ ବନାଉଛନ୍ତି ୟୁଜର୍ସ ମାନେ । କିନ୍ତୁ ମହାଲକ୍ଷ୍ମୀ ଏହି କଥାରେ ନିରାଶ ବିଲକୁଲ ମଧ୍ୟ ନ ହୋଇ ନିଜ ସ୍ଵାମୀଙ୍କ ସହ ଖୁବ ଖୁସି ଥିବାର ନଜର ଆସୁଛନ୍ତି ମହାଲକ୍ଷ୍ମୀ ।

ପ୍ରଯୋଜକ ରବୀନ୍ଦ୍ର ଶେଖରଙ୍କୁ ମହଲକ୍ଷ୍ମୀ ବିବାହ କରିଛନ୍ତି ତେଣୁ ସମସ୍ତ ପ୍ରଶଂସକଙ୍କ କହିବା ଅନୁଯାୟୀ ମହାଲକ୍ଷ୍ମୀ ତାଙ୍କୁ ପଇସା ଲୋଭରେ ବିବାହ କରିଛନ୍ତି । ରବୀନ୍ଦ୍ର ଚନ୍ଦ୍ର ଶେଖର ମହାଲକ୍ଷ୍ମୀଙ୍କ ଠାରୁ ବୟସରେ ବହୁତ ବଡ । ତେଣୁ କଥା ଉଠୁଛି କି ପଇସା ଲୋଭରେ ପାଗଳ ହୋଇ ନିଜ ପ୍ରଥମ ସ୍ବାମୀଙ୍କୁ ଧୋକା ଦେଇ ମହାଲକ୍ଷ୍ମୀ ବିବାହ କରିଛନ୍ତି ପ୍ରଯୋଜକଙ୍କୁ ।

ଉଭୟଙ୍କ ଯୋଗୀ ଶାରୀରିକ ଦୃଷ୍ଟି କୋଣରୁ ବିଲକୁଲ ମଧ୍ୟ ମେଳ ଖାଉନଥିବାରୁ ଟଙ୍କା ପାଇଁ ବିବାହ କରିଥିବା କଥା ପାଇଁ ସେ ସବୁଆଡେ ସମାଲୋଚନାର ପାତ୍ରୀ ହୋଇ ଆସୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *