ACF Soumya ଡେଥ ମିଷ୍ଟ୍ରି: ଖୋଲିଲା ବିଦ୍ୟାଙ୍କ କେଶର ଖାଇବାର ରହସ୍ୟ…ମିଳିଲା ସାଂଘାତିକ ତଥ୍ୟ, ଶୁଣନ୍ତୁ କଣ କହୁଛନ୍ତି ସୌମ୍ଯଙ୍କ ଭାଇ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏସିଏଫଓ ସୌମ୍ୟରଂଜନ ଙ୍କ ମୃତ୍ୟୁ ଦିନକୁ ଦିନ ଅନ୍ୟ ଆଡ଼କୁ ଗତି କରୁଛି ଏବଂ ଦିନକୁ ଦିନ ବହୁତ ଗୁଡେଇ ମଧ୍ୟ ହୋଇ ଯାଉଛି । କିଏ ପ୍ରକୃତ ଦୋଷୀ ତାହା ମୃତ୍ୟୁ ର ଉଣେଇଶ ଦିନ ରୁ ଉର୍ଦ୍ଧ୍ବ ହେଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଖୋଜି ପାଇ ପାରୁ ନାହିଁ ।

ତେବେ ସୌମ୍ୟ ଙ୍କ ପରିବାର ନିଜ ବୋହୂ ନାମରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ଓ ସୌମ୍ୟ ଙ୍କ ର ଭଲ ସଂପର୍କ ନଥିଲା ଏବଂ ସେ ଡିଏଫଓ ଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସୌମ୍ୟ ଙ୍କ ପରିବାର । ତେବେ ପୋଲିସ ଏପର୍ଯ୍ୟନ୍ତ କଣ ପାଇଁ ସେ ଦୁଇ ଜଣ ଙ୍କୁ ଏକାଠି ବସି ପଚରାଉଚରା କରୁ ନାହିଁ ?

କଣ ପୋଲିସ ମଧ୍ୟ ଅପରାଧୀ ଙ୍କ ସହ ମିଶିଛି? କଣ ପୋଲିସ ସବୁ ଜାଣିକି ବି ଅଜଣା ହେଉଛି ନା ମାମଲା କୁ ଅନ୍ୟ ଆଡେ ଗତି କରାଉଛି? ସୌମ୍ୟ ନବେ ପ୍ରତିଶତ ଜଳିଲେ ମଧ୍ୟ ବିଦ୍ୟାଙ୍କ ର କିଛି ହୋଇ ନଥିଲା କିପରି? ଏଭଳି ଅନେକ ପ୍ରଶ୍ନ ସମସ୍ତ ଙ୍କ ମନକୁ ଉଠି ଆସୁଛି । ତେବେ ସୌମ୍ୟ ଙ୍କ ବଡ଼ ଭାଇଙ୍କ କହିବା ଅନୁସାରେ ଏସିଏଫଓ ସୌମ୍ୟ ଙ୍କ ମୃତ୍ୟୁ ର ତଦନ୍ତ କ୍ରାଇମବ୍ରାଞ୍ଚ ଠିକ ଭାବରେ କରିନାହିଁ ଏବଂ କୌଣସି ନିଷ୍କର୍ଷ ମଧ୍ୟ ବାହାରିନି ତେଣୁ ସେମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ବିବାହ ପୂର୍ବରୁ ସୌମ୍ୟ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ତା ଛଡା ପରିବାର ପାଇଁ ଅନେକ ଦରକାରୀ ଜିନିଷ ମଧ୍ୟ ପଠାଇ ଥାଆନ୍ତି ତେବେ ବିବାହ ପରେ କାହିଁକି ନିଜ କର୍ତ୍ତବ୍ୟ ରୁ ଅବହେଳା କଲେ ସେ ।

ତାଛଡା ବିଦ୍ୟା ଭାରତୀ ଅନ ଲାଇନ ସପିଂ ରେ ବ୍ୟସ୍ତ ସବୁ ବେଳେ କିଛି ନା କିଛି ଜିନିଷ ମୁହଁ କ୍ରିମ ହେଉ କି କେଶର ତେବେ ତାର ମଧ୍ୟ ତଦନ୍ତ କରାଯାଉ ହୁଏତ କିଛି ପ୍ରମାଣ ମିଳିପାରେ । ତାଛଡା ଯେଉଁ ମାନେ ଏହି କେସ ରେ ବଡ଼ ବଡ଼ ଅଧିକାରୀ ମାନଙ୍କ ର ବଦଳି ହେବା ଆବଶ୍ୟକ ଏବଂ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଦ୍ୟା ଭାରତୀ ତେଣୁ ଆମେ କ୍ରାଇମବ୍ରାଞ୍ଚ ଉପରେ ବିଶ୍ୱାସ ରଖି ପାରୁ ନାହାନ୍ତି ।

କାରଣ ହୁଏତ ବଡ଼ ବଡ଼ ଲୋକଙ୍କ ଚାପ ରେ ଏହାର ତଦନ୍ତ ଅନ୍ୟ ଆଡେ ଚାଲିଯାଇ ପାରେ । ତେବେ ସେମାନେ ସିବିଆଇ ଯାଞ୍ଚ ପାଇଁ ନିବେଦନ ମଧ୍ୟ କରୁଛୁ । କାରଣ ସାଧାରଣ ଜନତା କୁ ନ୍ୟାୟ ମିଳିବା ବହୁତ କଷ୍ଟ ତେବେ ସୌମ୍ୟ ଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର ଅଛି ।  ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *