ଓଡିଆ ସିରିଏଲ ‘ନୂଆବୋହୂ’ ରେ ଅଭିନୟ କରୁଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ପ୍ରାୟ ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକ ଗୁଡିକ ମଧ୍ୟରୁ ଗୋଟେ ଲୋକପ୍ରିୟ ଧାରାବାହିକ ହେଉଛି ‘ନୂଆବୋହୂ’ ।

ଏହି ଧରବାହାୟକଟି ବହୁତ କମ ସମୟ ମଧ୍ୟରେ ପ୍ରସିଦ୍ଧି ହାସଲ କରିଛି ଓ ଏହି ଧାରାବାହିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ନିତୁ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିତୁ ମିଶ୍ର । ଏହି ସିରିଏଲରେ ନିତୁ ପଦ୍ମାର ଭୂମିକାରେ ନଜର ଆସୁଛନ୍ତି । ନିତୁଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ନିତୁଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଶିବାନନ୍ଦ ମିଶ୍ର ।

ଲୋପାମୁଦ୍ରା ଦାସ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଲୋପାମୁଦ୍ରା ଦାସ । ଲୋପା ମୁଦ୍ରା ଏହି ସିରିଏଲରେ ଲୋପାର ଭୂମିକାରେ ନଜର ଆସୁଛନ୍ତି । ଲୋପା ରିଅଲ ଲାଇଫରେ ବିବାହ କରିଛନ୍ତି ଓ ତାଙ୍କ ସ୍ଵାମୀଙ୍କ ନାମ ହେଉଛି ପ୍ରୟାସ ଦାସ ।

ବିରଞ୍ଚି ନାୟକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ବିରଞ୍ଚି ନାୟକ । ବିରଞ୍ଚି ଏହି ସିରିଏଲରେ ବିରାଜର ଭୂମିକାରେ ନଜର ଆସୁଛନ୍ତି । ବିରଞ୍ଚିଙ୍କ ରିଅଲ ଲାଇଫ ସ୍ତ୍ରୀ ହେଉଛନ୍ତି ସାଗରିକା ସ୍ଵାଇଁ ଓ ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ।

କ୍ରୀଷ୍ଣା କର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କ୍ରୀଷ୍ଣା କର । କ୍ରୀଷ୍ଣା ଏହି ସିରିଏଲରେ ରାଜ ରାଜେନ୍ଦ୍ରର ଭୂମିକାରେ ନଜର ଆସୁଛନ୍ତି । କ୍ରୀଷ୍ଣାଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସ୍ନେହା ହୋତା ।

ମିତାଲି ସାର୍ଘାରିଆ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମିତାଲି । ମିତାଲି ଏହି ସିରିଏଲରେ ରାଧିକା ତଥା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ମିତାଲି ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ତାଙ୍କର କେହି ବୟଫ୍ରେଣ୍ଡ ନାହାନ୍ତି ।

ଜଗଜୀତ ପାଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜଗଜୀତ ପାଲ ଜିଏକି ଏହି ସିରିଏଲରେ ସ୍ଵାତିକ ଭୂମିକାରେ ନଜର ଆସୁଛନ୍ତି । ଜଗଜୀତ ମଧ୍ୟ ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନୂଆବୋହୂ ସିରିଏଲଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *