Interesting Gk Questions- କ୍ଷେତରେ ଥିଲେ ସବୁଜ ବଜାରରେ ଥିଲେ କଳା ଘରକୁ ଆସି ହୋଇଯାଏ ଲାଲ, କୁହନ୍ତୁ ତାହା କଣ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

୧: ଭାରତର ପ୍ୟାରିସ କେଉଁ ସହରକୁ କୁହାଯାଏ ?

ଉ: ଭାରତର ପ୍ୟାରିସ ଜୟପୁରକୁ କୁହାଯାଏ ।

୨: କେଉଁ ଜୀବ କେବଳ ଭାରତରେ ହିଁ ଦେଖାଯାଇଥାଏ ?

ଉ: ଘଡ଼ିଆଳ କେବଳ ଭାରତରେ ହିଁ ଦେଖାଯାଇଥାଏ ।

୩: ଭାରତର ହଲିଉଡ଼ କେଉଁ ସହରକୁ କୁହାଯାଇଥାଏ?

ଉ: ଭାରତର ହଲିଉଡ଼ ମୁମ୍ଭାଇ ସହରକୁ କୁହାଯାଇଥାଏ ।

୪: ବିଶ୍ୱର ସବୁଠାରୁ ଗରିବ ଦେଶ କାହାକୁ କୁହାଯାଏ?

ଉ: ବିଶ୍ୱର ସବୁଠାରୁ ଗରିବ ଦେଶ ଭୁଟାନକୁ କୁହାଯାଏ ।

୫: ଭାରତର ରାଷ୍ଟ୍ରୀୟ ନାରା କଣ ଅଟେ ?

ଉ: ଭାରତର ରାଷ୍ଟ୍ରୀୟ ନାରା ସତ୍ୟମେବ ଜୟତେ ଅଟେ ।

୬: କେଉଁ ଦେଶରେ ଗୋଟିଏ ହେଲେ କ୍ଷେତ ନାହିଁ?

ଉ:ସିଙ୍ଗାପୁର ରେ ଗୋଟିଏ ହେଲେ କ୍ଷେତ ନାହିଁ ।

୭: ଚୌରି ଚୌରା ଘଟଣା କେଉଁଠାରେ ହୋଇଥିଲା ?

ଉ: ଚୌରି ଚୌରା ଘଟଣା ଗୋରଖ ପୁରରେ ହୋଇଥିଲା ।

୮: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ କଣ ଅଟେ ?

ଉ: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ ଆହ୍ଲାବାଦ ଅଟେ ।

୯: ବିଶ୍ୱର ସବୁଠାରୁ ବଡ଼ ପାଚେରୀ କଣ ଅଟେ ?

ଉ: ବିଶ୍ୱର ସବୁଠାରୁ ବଡ଼ ପାଚେରୀ ଦ ଗ୍ରେଟ ୱାଲ ଅଫ ଚାଇନା ଅଟେ ।

୧୦: ନୀତି ଆୟୋଗର ଅଧକ୍ଷ କିଏ ହୋଇଥାଏ ?

ଉ: ନୀତି ଆୟୋଗର ଅଧକ୍ଷ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ।

୧୧: ଦିଲ୍ଲୀ ଚଲୋ ଡାକରା କିଏ ଦେଇଥିଲେ?

ଉ: ଦିଲ୍ଲୀ ଚଲୋ ଡାକରା ସୁଭାଷ ଚନ୍ଦ୍ର ଵୋଷ ଦେଇଥିଲେ ।

୧୨: ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଅଛି?

ଉ:  ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କର୍ଣ୍ଣାଟକ ରାଜ୍ୟରେ ଅଛି।

୧୩: ମେଡିକାଲରେ ନାଲି ରଙ୍କର ଯୁକ୍ତ ଚିହ୍ନ କାହିଁକି ହୋଇଥାଏ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ  ଆଗକୁ ଯିବାପାଇଁ ସହଜ ହୋଇଥାଏ ।

୧୪: କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?

ଉ: କଳା ଗୋଲାପ ତୁର୍କୀ ଦେଶରେ ଦେଖାଯାଏ ।

୧୫. କ୍ଷେତରେ ଥିଲେ ସବୁଜ ବଜାରରେ ଥିଲେ କଳା ଘରକୁ ଆସି ହୋଇଯାଏ ଲାଲ

ଊ- ଚା ପତି

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *