ନିଜ ଅନସ୍କ୍ରିନ ଭଉଣୀଙ୍କୁ ହିଁ ପ୍ରେମ କରି ବସିଲେ TV ର ଏହି 4 ଜଣ Actor, ନମ୍ବର 4 ତ କରିନେଲେ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଏମିତି ବହୁତ ଯୋଡି ରହିଛି ଯେଉଁ ମାନେ ଭାଇ ଭଉଣୀର ଭୂମିକା ପଦର୍ଶନ କରିଛନ୍ତି । ଏମାନଙ୍କ ଅଭିନୟକୁ ଦର୍ଶକ ମାନେ ବେସ ଭଲ ମଧ୍ୟ ପାଇଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଯୋଡି ବିଷୟରେ କହିବୁ ଯେଉଁ ମାନେ ସିରିଏଲରେ ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ ମଧ୍ୟ ନିଜ ଅସଲ ଜୀବନରେ ପରସ୍ପର ସହ ପ୍ରେମ କରିଥିଲେ । ଏଥି ମଧ୍ୟରୁ କେତେଜଣ ପରସ୍ପର ସହ ବିବାହ ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୋଡି ବିଷୟରେ ।

ରୋହନ ମେହେରା ଓ କାଞ୍ଚି ସିଂହ- ଏହି ଦୁଇଜଣ ଷ୍ଟାର ନକ୍ସ ଓ ଗାୟୁ ନାମରେ ବହୁତ ଚର୍ଚିତ ଅଛନ୍ତି । ନକ୍ସର ଭୂମିକା କରିଥିଲେ ରୋହନ ଓ ଗାୟୁର ଭୂମିକା କରିଥିଲେ କାଞ୍ଚି ସିଂହ । ଏହି ଦୁଇଜଣ ଷ୍ଟାର ‘ୟେ ରିସତା କ୍ୟା କେହେଲାତା ହେ’ ସିରିଏଲରେ ଭାଇ ଭଉଣୀର ଭୂମିକାରେ ନଜର ଆସିଥିଲେ ।

ଏହି ସୋ କରୁଥିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ଆଜି ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପରକୁ ଡେଟ କରୁଛନ୍ତି ଓ ଏମାନଙ୍କ ସମ୍ପର୍କକୁ ୫ ବର୍ଷ ହୋଇସାରିଛି । ଖବର ମିଳିଛି ଯେ, ଏହି ଦୁଇଜଣ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ସିଭିଙ୍ଗ ନାରଙ୍ଗ ଓ ଦିବ୍ୟଙ୍ଗନା- ‘ଏକ ବୀର କି ଅରଦାସ ଭେ’ ସୋରେ ଭାଇ ଭଉଣୀଙ୍କର ଭୂମିକାରେ ଏହି ଦୁଇଜଣ ନଜର ଆସିଥିଲେ । ସେହି ସୋ କରୁଥିବା ସମୟରେ ସିଭିଙ୍ଗ ନାରଙ୍ଗ ଦିବ୍ୟଙ୍ଗନାଙ୍କୁ ପ୍ରେମ କରି ବସିଥିଲେ । ହେଲେ ଦିବ୍ୟଙ୍ଗନା କେବେ ହେଲେ ସିଭିଙ୍ଗଙ୍କୁ ପ୍ରେମ କରିପାରିଲେ ନାହିଁ । ଯାହାଫଳରେ ସିଭିଙ୍ଗଙ୍କ ମନ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲା ।

ନୀରଜ ମିଲ୍ବାନୀ ଓ ଚାରୁ ଓଶପା- ଚାରୁ ‘ମେରେ ଅଙ୍ଗନେ ପେ’ ସୋରେ କାମ କରିଥିଲେ ଓ ସେହି ସୋରେ ତାଙ୍କ ଭାଇର ଭୂମିକା କରିଥିଲେ ନୀରଜ ମିଲ୍ବାନୀ । ଅସଲ ଜୀବନରେ ଚାରୁ ନୀରଜଙ୍କୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କ ଯୋଡି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ବନ୍ଦନା ଲଲ୍ବାନୀ ଓ ଅମନ ଭର୍ମା- ଅମନ ମେହେରା ଟିଭି ଇଣ୍ଡଷ୍ଟ୍ରିର ବହୁତ ପପୁଲାର ଆକ୍ଟର ଅଟନ୍ତି । ଏହି କିଛି ସମୟ ପୂର୍ବରୁ ଅମନଙ୍କ ଏକ ସୋ ‘ଶପଥ’ ଆସିଥିଲା । ସୋରେ ଅମନ ଓ ବନ୍ଦନା ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ହେଲେ ଅସଲ ଜୀବନରେ ସେମାନେ ପରସ୍ପରକୁ ପ୍ରେମ କରିଥିଲେ ଓ ସେମାନେ ନିଜ ପ୍ରେମରେ ସଫଳ ମଧ୍ୟ ହୋଇଛନ୍ତି । କାରଣ ସେମାନେ ପରସ୍ପର ସହ ବିବାହ କରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *