Interesting Odia Gk- କ୍ଷେତରେ ସବୁଜ, ବଜାର ରେ କଳା, ଓ ଘରକୁ ଆସିଲେ ନାଲି ହେଇଯାଏ, କୁହନ୍ତୁ ତାହା କଣ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ଏମିତି କେଉଁ ଜିନିଷ ଅଛି, ଯାହାକୁ ପୁରା ଭାରତରେ ଯେଉଁଠି ନେଇ ଗଲେ, ତାର ମୂଲ୍ୟ ବଦଳେ ନାହିଁ ?

ଉତ୍ତର;- ନୋଟ/ଟଙ୍କା ।

୨;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ ହେବ ପରେ ଜମିଯାଇଥାଏ ?

ଉତ୍ତର;- ଅଣ୍ଡା ।

୩;- ଭାରତର କେଉଁ ସହର ପାଣିରେ ବୁଡି ରହିଅଛି ?

ଉତ୍ତର;- ଦ୍ଵାରିକା ନଗର ।

୪;- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର;- ପ୍ଲାଟିପସ ।

୫;- କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?

ଉତ୍ତର;- ଘଡିୟାଲ ।

୬;- କେଉଁ ଜୀବ ତିନିବର୍ଷ ପର୍ଯ୍ୟନ୍ତ ଶୁଏ ?

ଉତ୍ତର;- ଗେଣ୍ଡା ।

୭;- କେଉଁ ଜୀବଟି ଛିଡା ହୋଇ ଶୋଇଥାଏ ?

ଉତ୍ତର;- ଘୋଡା ।

୮;- କେଉଁ ଜୀବ ଟି ଆଦୌ ଶୁଏ ନାହିଁ ?

ଉତ୍ତର;- ପିମ୍ପୁଡି ।

୯;- କେଉଁ ଜୀବ ଟି ୧୦୦ ପ୍ରକାରର ଶବ୍ଦ କରିଥାଏ ?

ଉତ୍ତର;- ବିରାଡି ।

୧୦;- କେଉଁ ଜୀବ ରହିଅଛି ଯାହା ଜିଭରେ ଚାଲିଥାଏ ?

ଉତ୍ତର;- ଗେଣ୍ଡା ।

୧୧;- ବିଶ୍ବରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାଏ ?

ଉତ୍ତର;- ଆମେରିକା ।

୧୨;- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ହୋଇଥାଏ ?

ଉତ୍ତର;- ଓଟପକ୍ଷୀ ।

୧୩;- ଭାରତର ଜାତୀୟ ନେତା କିଏ ?

ଉତ୍ତର;- ମହାତ୍ମା ଗାନ୍ଧୀ ।

୧୪;- ଭାରତର ଜାତୀୟ ଫୁଲର ନାମ କ’ଣ ?

ଉତ୍ତର;- ପଦ୍ମ ।

୧୫;- କବାଡି ଖେଳ କେଉଁ ଦେଶର ଜାତୀୟ ଖେଳ ?

ଉତ୍ତର;- ବାଂଲାଦେଶ ।

୧୬;- କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁ ଠାରେ ଅବସ୍ଥିତ ?

ଉତ୍ତର;- ବାଲେଶ୍ଵର ।

୧୭;- ସୂର୍ଯ୍ୟ ମନ୍ଦିର ବୋଲି କେଉଁ ମନ୍ଦିରକୁ କୁହାଯାଏ ?

ଉତ୍ତର;- କୋଣାର୍କ ମନ୍ଦିରକୁ ।

୧୮;- ସୂର୍ଯ୍ୟ ମନ୍ଦିର ବୋଲି କେଉଁ ମନ୍ଦିରକୁ କୁହାଯାଏ ?

ଉତ୍ତର;- କୋଣାର୍କ ମନ୍ଦିରକୁ ।

୧୯;- କେଉଁ ପଶୁ ଠିଆ ହୋଇ ସୋଇଥାଏ ?

ଉତ୍ତର;- ଘୋଡା ।

୨୦;- କ୍ଷେତରେ ସବୁଜ ବଜାରେ କଳା, ଏବଂ ଘରେ ଆସିଲେ ନାଲି ହୋଇଥାଏ, ତାହା କଣ ?

ଉତ୍ତର;- ଚା’ ପତି ।

୨୧;- କେଉଁ ଭିଟାମିନ ଅଭାବରୁ ମୁଣ୍ଡର କେଶ ଧଳା ହୋଇ ଯାଇଥାଏ ?

ଉତ୍ତର;- ଭିଟାମିନ B୬ ବା B୧୨ ।

୨୨;- କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୁଏ ?

ଉତ୍ତର;- ସାବୁନ ।

୨୩;- କେଉଁ ପ୍ରାଣିର ପାଞ୍ଚଟି ଆଖି ଅଛି ?

ଉତ୍ତର;- ମହୁମାଛି ।

୨୪;- ଏମିତି କେଉଁ ପକ୍ଷୀ ରହିଅଛି ଯିଏ ଯେଉଁବାଟେ ଖାଏ ସେହି ବାଟେ ମଳ ତ୍ୟାଗ କରେ ?

ଉତ୍ତର;- ବାଦୁଡି ।

Leave a Reply

Your email address will not be published. Required fields are marked *