ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧;- ଏମିତି କେଉଁ ଜିନିଷ ଅଛି, ଯାହାକୁ ପୁରା ଭାରତରେ ଯେଉଁଠି ନେଇ ଗଲେ, ତାର ମୂଲ୍ୟ ବଦଳେ ନାହିଁ ?
ଉତ୍ତର;- ନୋଟ/ଟଙ୍କା ।
୨;- ଏଭଳି କେଉଁ ଜିନିଷ ଅଛି ଯାହା ଗରମ ହେବ ପରେ ଜମିଯାଇଥାଏ ?
ଉତ୍ତର;- ଅଣ୍ଡା ।
୩;- ଭାରତର କେଉଁ ସହର ପାଣିରେ ବୁଡି ରହିଅଛି ?
ଉତ୍ତର;- ଦ୍ଵାରିକା ନଗର ।
୪;- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?
ଉତ୍ତର;- ପ୍ଲାଟିପସ ।
୫;- କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?
ଉତ୍ତର;- ଘଡିୟାଲ ।
୬;- କେଉଁ ଜୀବ ତିନିବର୍ଷ ପର୍ଯ୍ୟନ୍ତ ଶୁଏ ?
ଉତ୍ତର;- ଗେଣ୍ଡା ।
୭;- କେଉଁ ଜୀବଟି ଛିଡା ହୋଇ ଶୋଇଥାଏ ?
ଉତ୍ତର;- ଘୋଡା ।
୮;- କେଉଁ ଜୀବ ଟି ଆଦୌ ଶୁଏ ନାହିଁ ?
ଉତ୍ତର;- ପିମ୍ପୁଡି ।
୯;- କେଉଁ ଜୀବ ଟି ୧୦୦ ପ୍ରକାରର ଶବ୍ଦ କରିଥାଏ ?
ଉତ୍ତର;- ବିରାଡି ।
୧୦;- କେଉଁ ଜୀବ ରହିଅଛି ଯାହା ଜିଭରେ ଚାଲିଥାଏ ?
ଉତ୍ତର;- ଗେଣ୍ଡା ।
୧୧;- ବିଶ୍ବରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଥାଏ ?
ଉତ୍ତର;- ଆମେରିକା ।
୧୨;- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ହୋଇଥାଏ ?
ଉତ୍ତର;- ଓଟପକ୍ଷୀ ।
୧୩;- ଭାରତର ଜାତୀୟ ନେତା କିଏ ?
ଉତ୍ତର;- ମହାତ୍ମା ଗାନ୍ଧୀ ।
୧୪;- ଭାରତର ଜାତୀୟ ଫୁଲର ନାମ କ’ଣ ?
ଉତ୍ତର;- ପଦ୍ମ ।
୧୫;- କବାଡି ଖେଳ କେଉଁ ଦେଶର ଜାତୀୟ ଖେଳ ?
ଉତ୍ତର;- ବାଂଲାଦେଶ ।
୧୬;- କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁ ଠାରେ ଅବସ୍ଥିତ ?
ଉତ୍ତର;- ବାଲେଶ୍ଵର ।
୧୭;- ସୂର୍ଯ୍ୟ ମନ୍ଦିର ବୋଲି କେଉଁ ମନ୍ଦିରକୁ କୁହାଯାଏ ?
ଉତ୍ତର;- କୋଣାର୍କ ମନ୍ଦିରକୁ ।
୧୮;- ସୂର୍ଯ୍ୟ ମନ୍ଦିର ବୋଲି କେଉଁ ମନ୍ଦିରକୁ କୁହାଯାଏ ?
ଉତ୍ତର;- କୋଣାର୍କ ମନ୍ଦିରକୁ ।
୧୯;- କେଉଁ ପଶୁ ଠିଆ ହୋଇ ସୋଇଥାଏ ?
ଉତ୍ତର;- ଘୋଡା ।
୨୦;- କ୍ଷେତରେ ସବୁଜ ବଜାରେ କଳା, ଏବଂ ଘରେ ଆସିଲେ ନାଲି ହୋଇଥାଏ, ତାହା କଣ ?
ଉତ୍ତର;- ଚା’ ପତି ।
୨୧;- କେଉଁ ଭିଟାମିନ ଅଭାବରୁ ମୁଣ୍ଡର କେଶ ଧଳା ହୋଇ ଯାଇଥାଏ ?
ଉତ୍ତର;- ଭିଟାମିନ B୬ ବା B୧୨ ।
୨୨;- କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୁଏ ?
ଉତ୍ତର;- ସାବୁନ ।
୨୩;- କେଉଁ ପ୍ରାଣିର ପାଞ୍ଚଟି ଆଖି ଅଛି ?
ଉତ୍ତର;- ମହୁମାଛି ।
୨୪;- ଏମିତି କେଉଁ ପକ୍ଷୀ ରହିଅଛି ଯିଏ ଯେଉଁବାଟେ ଖାଏ ସେହି ବାଟେ ମଳ ତ୍ୟାଗ କରେ ?
ଉତ୍ତର;- ବାଦୁଡି ।