ଖଟରେ ଶୋଇ ଶୋଇ ଝିଅଟି ଫୋନ ରେ ବୟ ଫ୍ରେଣ୍ଡକୁ କହିଲା ”ଜାଣୁ ଘରେ କେହି ନାହାଁନ୍ତି ଆସି ଯାଅ’ ଆଉ ତା ପରେ …

ହସିବାର ଏକ ଅଲାଗ ହିଁ ମଜା ଅଛି | କିନ୍ତୁ କିଛି ଲୋକ ଏହି ସୁଯୋଗ ପାଆନ୍ତି ନାହିଁ | ସେମାନେ ସେମାନଙ୍କର ଦୈନଦିନ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି ଯେ ହସିବାର ସମୟ ନାହିଁ | ସେଇଠି ଆଉ କିଛି ଲୋକ ନିଜ ଜୀବନର ଦୁଃଖ କାରଣରୁ ଚିନ୍ତିତ ରୁହନ୍ତି । ଏହି ପରିସ୍ଥିତିରେ ଜୋକ୍ସ ବହୁତ କାମରେ ଆସିଥାଏ | ଏଗୁଡିକ ଆପଣଙ୍କ ମୁଡ କୁ ଫ୍ରେସ କରିବାରେ ମାହିର ହୋଇଥାନ୍ତି | ଏଗୁଡିକ ପଢିବା ପରେ ଆପଣ ଏକଦମ ରିଲାକ୍ସ ଅନୁଭବ କରନ୍ତି | ବାସ ଏହି କାରଣରୁ ଆମେ ଆପଣଙ୍କ ପାଇଁ ପୁଣି କିଛି ନୂଆ ଜୋକ୍ସ ନେଇ ଆସିଛୁ ।

ଜୋକ୍ସ-୧

ପପୁ – ସାଙ୍ଗ, ମୁଁ ଯେ କୌଣସି କାମ ଆରମ୍ଭ କରୁଛି ମୋ ସ୍ତ୍ରୀ ମଝିରେ ଆସି ଯାଉଛି …!!

ସାନ୍ତା- ତୁ ଟ୍ରକ ଚଲେଇ ଦେଖ, କାଳେ ଭାଗ୍ୟ ସାଥ ଦେଇ ଦେବ …

ଜୋକ୍ସ – ୨

ପୁଅ – ହ୍ୟାଲୋ Pammi Darling କେମିତି ଅଛ…?

ଝିଅ – କିଏ ?

ପୁଅ – ମୁଁ ତୋ ଆଶିକ ଜାନେମନ

ଝିଅ – ତୁ Aman ନା…?

ପୁଅ – ହଁ କିନ୍ତୁ ତୁ କେମିତି ଜାଣିଲୁ…!!

ଝିଅ – ତୁ ବଂଶିଲାଲ ର ପୁଅ ନା…?

ପୁଅ – ହଁ, କିନ୍ତୁ ତୁ କେମିତି ଜାଣିଲୁ…!!

ଝିଅ – ତୁ ରାମଲାଲ ର ନାତି ନା…?

ପୁଅ – ହଁ, କିନ୍ତୁ Darling ତୁ ଏସବୁ କେମିତି ଜାଣିଲୁ

ଝିଅ – ହାରାମଖୋର ମୁଁ ତୋ ମା…ତୁ Pammi କୁ ନୁହେଁ mammi କୁ ଫୋନ ଲଗେଇଛୁ…ତୁ ଘରକୁ ଆସ ପୁଣି ତତେ କହୁଛି ।

ଜୋକ୍ସ – ୩

ଗୋଟିଏ ପୁଅର ନୂଆ ନୂଆ ବାହାଘର ହେଇଥିଲା, ଦିନେ ତା ଶାଶୁ ତାକୁ ଦେଖା କରିବା ପାଇଁ ଘରକୁ ଆସିଲା, ପୁଅଟି ଶାଶୁର ବହୁତ ସେବା କରିଲା, ସନ୍ଧ୍ୟା ବେଳକୁ

ଯେତେବେଳେ ପୁଅଟି ଖାଇବାକୁ ବସିଲା ତ

ସ୍ତ୍ରୀ କୁ କହିଲା – ଆଜି ଖାଇବା ଶାଶୁ ମା ବନେଇଛନ୍ତି ନା…?

ଝିଅ – ହଁ, ତୁମେ କେମିତି ଜାଣିଲ…?

ପୁଅ (ରାଗି କି)- ଆଗରୁ ଖାଇବାରେ କଳା ବାଳ ବାହାରୁଥିଲା, ଆଜି ଧଳା ବାଳ ବାହାରୁଛି

ଜୋକ୍ସ – ୪

ଟିଚର – କୁଳାଙ୍ଗାର ପଢ !! କେବେ ତ ନିଜ ବୁକ ଥରେ ଖୋଲି ଦେଖ …??

ସଞ୍ଜୁ – ହଁ, ମୁଁ ଡେଲି ଗୋଟିଏ ବୁକ ଖୋଲେ…!!

ଟିଚର – କେଉଁଟା…?

ସଞ୍ଜୁ – ଫେସବୁକ

ଜୋକ୍ସ – ୫

ବଡ ବାପା (ନିଜ ପୁଅକୁ)- ରେ କୁଳାଙ୍ଗାର, ମେବାଲାଲ ର ଝିଅକୁ ଦେଖ, ସ୍କୁଲରେ ଫାର୍ଷ୍ଟ ଆସିଛି…!!

ପୁଅ – ଆଉ କେତେ ଦେଖିବି …??? ତାକୁ ହିଁ ଦେଖି ଦେଖି ତ ମୁଁ ଫେଲ ହେଇଗଲି

ଜୋକ୍ସ – ୬

ଝିଅଟି ଖଟ ଉପରେ ଶୋଇ ଶୋଇ ବୟ ଫ୍ରେଣ୍ଡକୁ ଫୋନରେ

ଝିଅଟି (ଧୀରେ ଧୀରେ) – ଜାନୁ କଉଠି ଅଛ ?

ପୁଅ – କ୍ଳାସ ରେ ବସିଛି

ଝିଅ – ମୋ ଘରକୁ ଆସ ନା ଆଜି

ପୁଅ – କାହିଁକି ?

ଝିଅ – ମମୀ ପାପା ନାହାଁନ୍ତି କିଛି ନୂଆ କରିବା

ପୁଅ – ମୋର ଆସିବାର ନାହିଁ, ଗଲା ଥର ଏମିତି ହିଁ ଡକେଇ ପୁରା ଘର ପୋଛା ଲଗେଇ ଥିଲୁ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *