Odia Gk- ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ? କଣ ଆପଣ ଜାଣିଛନ୍ତି କି ?

ନମସ୍କାର ବନ୍ଧୁଗଣ, ମଣିଷର ସାଧରାଣ ଜ୍ଞାନ ଉପରେ କିଛି ଆଇଡିଆ ରହିବା ନିହାତି ଭାବରେ ଦରକାର ହୋଇଥାଏ । ତାହା ହିଁ ଗୋଟିଏ ମଣିଷକୁ ଶିକ୍ଷିତ ଏବଂ ଜ୍ଞାନୀର ପରିଚୟ ଦେଇଥାଏ । ପିଲା ମାନଙ୍କ ପାଠ ପଢାରେ ମଧ୍ୟ ସାଧାରଣ ଜ୍ଞାନର ବହୁତ ଅଧିକ ଭୂମିକା ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛି କିଛି ପ୍ରଶ୍ନର ଉତ୍ତର ଯାହା ଆପଣଙ୍କ ଜ୍ଞାନ ବଢାଇବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ବଢାଇବାରେ ସହାୟ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ପ୍ରଶ୍ନର ଉତ୍ତର ?

୧-  ଦିଲ୍ଲୀ ଲାଲକୀଲ୍ଲାର ନିର୍ମାଣ କିଏ କରିଥିଳୀ ? ଉତ୍ତର: ଦିଲ୍ଲୀ ଲାଲ କିଲ୍ଲାର ନିର୍ମାଣ ସାହଜାହନ କରିଥିଲେ । ୨- ସୌରମଣ୍ଡଳ ସନ୍ଧାନ କିଏ କରିଥିଲେ ? ଉତ୍ତର: ସୌରମଣ୍ଡଳର ସନ୍ଧାନ କୋପରନିକସ କରିଥିଲେ । ୩- ଫୁଲର କ୍ଷେତକୁ କଣ କୁହାଯାଏ ? ଉତ୍ତର: ଫୁଲର କ୍ଷେତକୁ ଫ୍ଲୋରିକଲଚର କୁହାଯାଏ । ୪- ଇନସୁଲିନର ସନ୍ଧାନ କିଏ କରିଥିଲେ ? ଉତ୍ତର: ଇନସୁଲିନର ସନ୍ଧାନ ବେଟିଙ୍ଗ କରିଥିଲେ ।

୫- ଭାରତର ଗ୍ରେଡ ଓଲ୍ଡ ମ୍ୟାନ କାହାକୁ କୁହାଯାଏ ? ଉତ୍ତର: ଭାରତର ଗ୍ରେଡ ଓଲ୍ଡ ମ୍ୟାନ ଦାଦା ଭାଇ ନରୋଜିଙ୍କୁ କୁହାଯାଏ । ୬- ଭାରତର ଅନ୍ତିମ ଗଭର୍ନର କିଏ ଥିଲେ ? ଉତ୍ତର: ଭାରତର ଅନ୍ତିମ ଗଭର୍ନର ଥିଳୀ ଲର୍ଡ କେନିଙ୍ଗ । ୭- ସୁର ସରୋବର ପକ୍ଷୀ ବିହାର କେଉଁଠାରେ ଅଛି ? ଉତ୍ତର: ସିର ସରୋବର ପକ୍ଷୀ ବିହାର ଆଗ୍ରା ଠାରେ ରହିଛି ।

୮- ୧ ଟଙ୍କାର ନୋଟ କିଏ ଜାରି କରିଥିଳୀ ? ଉତ୍ତର: ଏକ ଟଙ୍କାର ନୋଟ ବିତ୍ତ ମନ୍ତ୍ରାଳୟ ଜାରି କରିଥିଲେ । ୯- ଦିଆସିଲି ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ? ଉତ୍ତର: ଦିଆସିଲିର ଉତ୍ପାଦନ ଭାରତରେ ହୋଇଥାଏ । ୧୦-  ତରଭୁଜ କେଉଁ ପ୍ରକାର ଫସଲ ଅଟେ ? ଉତ୍ତର: ତରଭୁଜ ଜାୟଦ ଫସଲ ଅଟେ ।

୧୧- ଭାରତର କେଉଁ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ ହୋଇଥାଏ ? ଉତ୍ତର: ଭାରତର ଗୁଜୁରାଟ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ ହୋଇଥାଏ । ୧୨- କମ୍ପୁଟରର ପିତା କାହାକୁ କୁହାଯାଏ ? ଉତ୍ତର: ଚାର୍ଲ୍ସ ବେବେଜଙ୍କୁ କମ୍ପୁଟରର ପିତା ବୋଲି କୁହାଯାଏ । ୧୩- ଶ୍ଵେତକ୍ରାନ୍ତି କାହା ସହ ସମ୍ଭାଧିତ ଅଟେ ? ଉତ୍ତର: କ୍ଷୀର ଉତ୍ପାଦନ । ୧୪- ଚୋରୀ-ଚୋରା କାଣ୍ଡ କେଉଁଠାରେ ହୋଇଥିଲା ? ଉତ୍ତର: ଚୋରୀ-ଚୋରା କାଣ୍ଡ ଗୋରଖପୁର ଠାରେ ହୋଇଥିଲା ।

୧୫- ଭାରତର ସବୁଠାରୁ ପ୍ରଥମ ରାଜ୍ୟ କଣ ଥିଲା ? ଭାରତର ସବୁଠାରୁ ପ୍ରଥମ ରାଜ୍ୟ ଥିଲା ବିହାର । ୧୬-  ଲୁହରେ କଣ ମିଳିଥାଏ ? ଉତ୍ତର: ଲୁହରେ ସୋଡିୟମ କ୍ଳୋରାଇଡ ମିଳିଥାଏ । ୧୭- ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ? ଉତ୍ତର: ଖଜୁରୀ ଖାଇବା ଦ୍ଵାରା ରକ୍ତ ଶୀଘ୍ର ବଢିଥାଏ । ତେବେ ଏହା ଥିଲା କିଛି ପ୍ରଶ୍ନର ଉତ୍ତର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *