Odia Gk- ଖାଦ୍ୟ ଖାଇ ସାରିବା ପରେ କଣ ଖାଇଲେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲିର ଜୀବନରେ ସୁଖ ଓ ସୁବିଧାରେ ରହିବା ପାଇଁ ଚାହୁଁଥିଲେ । ଭଲ ଚାକିରି ଖଣ୍ଡେ କରିବାର ଆବଶ୍ୟକତା ରହିଥାଏ । ତେବେ ଚାକିରୀ କରିବା ପାଇଁ ଯେତେ ପାଠ ପଢୀଥିଲେ । ମଧ୍ୟ ଇଣ୍ଟରଭିୟୁ ସମୟରେ ପ୍ରାୟତଃ ସେକ୍ଟର ମାନଙ୍କରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଥାଏ । ତେବେ ସେହିପରି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ସମ୍ବଦ୍ଧରେ ଚାଲନ୍ତୁ ଆଲୋଚନା କରିବା ।

୧;- କେଉଁ ଦେଶରେ କୁକୁରର ପୂଜା କରାଯାଇଥାଏ ।

ଉତ୍ତର;- ନେପାଳ ଦେଶରେ କୁକୁରର ପୂଜା କରାଯାଇଥାଏ ।

୨;- କେଉଁ ଜୀବର କ୍ଷୀରର ରଙ୍ଗ ଗୋଲାପୀ ରଙ୍ଗର ହୋଇଥାଏ ?

ଉତ୍ତର;- ହିପ୍ପୋ ବୋଲି ନାମକ ଏକ ଜୀବର କ୍ଷୀରର ରଙ୍ଗ ଗୋଲାପୀ ରଙ୍ଗର ହୋଇଥାଏ ।

୩;- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ଅଛି ?

ଉତ୍ତର;- ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ।

୪;- ଭାରତ ରତ୍ନ କାହା ଦ୍ଵାରା ଦିଆଯାଇଥାଏ ?

ଉତ୍ତର;- ରାଷ୍ଟ୍ରପତିଙ୍କ ଦ୍ଵାରା ଭାରତ ରତ୍ନ ଦିଆଯାଇଥାଏ ।

୫;- କେଉଁ ଫୁଲ ୧୨ ବର୍ଷରେ ଥରେ ହିନ ମାତ୍ର ଫୁଟିଥାଏ ।

ଉତ୍ତର;- ନୀଲକୁଞ୍ଜରୀ ଫୁଲ ୧୨ ବର୍ଷରେ ଥରେ ହିଁ ମାତ୍ର ଫୁଟିଥାଏ ବୋଲି କୁହାଯାଇଥାଏ ।

୬;- ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ କୁହାଯାଇଥାଏ ?

ଉତ୍ତର;- ପାରାକୁ ଶାନ୍ତିର ପକ୍ଷୀ ରୂପେ ମାନ୍ୟତା ଦିଆଯାଇଛି ।

୭;- କେଉଁ ଦେଶରେ ୫ ଟି ସୂର୍ଯ୍ୟ ଦେଖାଯାଇଥାଏ ?

ଉତ୍ତର;- ଚୀନ ଦେଶରେ ୫ ଟି ସୂର୍ଯ୍ୟ ଦେଖାଯାଇଥାଏ ।

୮;- ରୁଟି କେଉଁ ଗ୍ଯାସ କାରଣରୁ ଫୁଲିଥାଏ ?

ଉତ୍ତର;- କାର୍ବନ ଡାଇଅକସାଇଡ ଗ୍ଯାସ କାରଣରୁ ରୁଟି ଫୁଲିଥାଏ ।

୯;- ଭାରତର ରାଷ୍ଟ୍ରୀୟ ଗଛ କାହାକୁ କୁହାଯାଇଥାଏ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ଗଛ ବରଗଛକୁ କୁହାଯାଇଥାଏ ।

୧୦;- କେଉଁ ଦେଶରେ ଲୋକ ମାନେ ସାପ ଖାଇଥାନ୍ତି ?

ଉତ୍ତର;- ଚୀନ ଦେଶର ଲୋକମାନେ ସାପ ଖାଇଥାନ୍ତି ।

୧୧;- ଖାଦ୍ୟ ଖାଇବା ପରେ କଣ ପିଇଲେ, ଲୋକର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ ?

ଉତ୍ତର;- ଖାଇ ସାରି ଚା’ ପିଇବା ଉଚିତ ନୁହେଁ ।

୧୨;- ଲାଲକିଲ୍ଲାର ନିର୍ମାଣ କାର୍ଯ୍ୟ ସରିବାକୁ କେତେ ସମୟ ଲାଗିଥିଲା ?

ଉତ୍ତର;- ୧୦ ବର୍ଷ ସମୟ ଲାଗିଥିଲା ।

୧୩;- ପୁରା ଦୁନିଆରେ ଜଣେ ଲୋକ ପରି କେତେ ଜଣ ଚେହେରା ରହିଥାଏ ?

ଉତ୍ତର;-  ପୁରା ଦୁନିଆରେ ଏକ ଚେହେରା ପରି ୭ ଜଣ ଚେହେରା ରହିଥାଏ ।

୧୪;- ଭାରତର କେଉଁ ରାଜ୍ୟକୁ କୋହିନୁର କୁହାଯାଇଥାଏ ।

ଉତ୍ତର;- ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଭାରତର କୋହିନୁର କୁହାଯାଇଥାଏ ।

୧୫;- କଳା ରଙ୍ଗର ଗୋଲାପ କେଉଁଠାରେ ଅଛି ?

ଉତ୍ତର;- ତୁର୍କୀ ଠାରେ କଳା ଗୋଲାପ ଦେଖାଯାଇଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *