Mumbai ର Taj Hotel ର ଇନକମ ଓ ତା’ର ୱେଟର ମାନଙ୍କ ସାଲାରୀ କେତେ ? ଜାଣି ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ଗୁଡିଏ ସୁନ୍ଦର ସୁନ୍ଦର ହୋଟେଲ ମଧ୍ୟରୁ ସୁନ୍ଦରତାର ଶୀର୍ଷରେ ଥିବା ଅନ୍ୟତମ ହୋଟେଲ ହେଉଛି ତାଜ ହୋଟେଲ ! ଯାହାକି ମୁମ୍ବାଇ ଠାରେ ଅବସ୍ଥିତ । ତେବେ ମୁମ୍ବାଇ ଠାରେ ଏପରି ବହୁତ କିଛି ଜାଗା ରହିଛି, ଯାହା ଦେଖିବା ଓ ବୁଲିବା ପାଇଁ ସର୍ବକୃଷ୍ଟ ସ୍ଥାନ ହୋଇଥାଏ । ହେଲେ ସେଥିମଧ୍ୟରୁ ତାଜ ହୋଟେଲର ବୈଶିଷ୍ଟତା ଅନ୍ୟତମ ହୋଇଥାଏ । ତେବେ ଚାଲନ୍ତୁ ମୁମ୍ବାଇ ସ୍ଥିତ ତାଜ ହୋଟେଲ ବିଷୟରେ ଆଲୋଚନା କରିନେବା ।

ଟାଟା ଗୃପର ଯାମସେଟଜି ଟାଟା ଇଞ୍ଜିନିଅର W. A ଚାମବର୍ଷ ଙ୍କ ଦ୍ଵାରା ତାଜ ହୋଟେଲର ନିର୍ମାଣ କରଯାଇଥିଲା । ଏହି ତାଜ ହୋଟେଲରେ ୫୬୦ଟି ଲକ୍ଷୁରୀ ରୁମ୍ ରହିଅଛି । ୧୯୦୩ ମସିହା ଡିସେମ୍ବର ୧୬ ତାରିଖରେ ଏହି ହୋଟେଲର ଶୁଭାରମ୍ଭ କରଯାଇଥିଲା । ସେହି ସମୟରେ ସବୁଠାରୁ ନାମ କରା ବାଲା ହୋଟେଲ ଭାବରେ ତାଜ ହୋଟେଲ ବିକ୍ଷାତ ଥିଲା । ଯେଉଁ ହୋଟେଲରେ ଗୋଟିଏ ସାଧାରଣ ରୁମ୍ ର ଭଡା ହେଉଛି ୧୦ ଟଙ୍କା ଓ ଫ୍ୟାନ ଓ ଶୌଚାଳୟ ଅଟାଚ ଥିବା ରୁମ୍ ର ଭଡା ରହିଥିଲା ୧୩ ଟଙ୍କା ।

ଏହି ହୋଟେଲ ସେହି ସମୟରେ ଏମ ମାତ୍ର ହୋଟେଲ ଥିଲା । ଯେଉଁଠାରେ ବିଜୁଳୀ ବ୍ୟବସ୍ଥା ମଧ୍ୟ ରହିଥିଲା । ଏହା ସହିତ ସେଠାରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଉଥିଲା । ଯେଉଁଠାରେ କି ଆମିଷ ଓ ନିରାମିଷ ଉଭୟ ପ୍ରକାର ଖାଦ୍ୟର ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରାଯାଇଥାଏ । ଏଠାରେ ଗୋଟିଏ ଚା’ କପର ଦାମ ୫୦୦ ଟଙ୍କା ହୋଇଥାଏ । ଯେଉଁଥି ପାଇଁ ତାଜ ହୋଟେଲ 5 ଷ୍ଟାର ହୋଟେଲର ଆକ୍ଷା ରହିଥିଲା ।

ଏହି ହୋଟେଲରେ କାର୍ଯ୍ୟରତ ଷ୍ଟାଫ ମାନଙ୍କର ଦରମା ମଧ୍ୟ ବହୁ ହେଭୀ ରକମର ରହିଛି । ତେବେ ଏହି ହୋଟେଲରେ କାର୍ଯ୍ୟରତ ଥିବା ୱେଟର ମାନଙ୍କର ଦରମା ହେଉଛି ୧ ଲକ୍ଷ ଟଙ୍କା ପାଖାପାଖି ଭଳି ହେବ । ଏଠାରେ କାମ କରୁଥିବା ଶେଫ ମାନଙ୍କର ଦରମା ୮୦, ୦୦୦ ଠାରୁ ଆରମ୍ଭ କରି ୧୧ ଲକ୍ଷ ଟଙ୍କା ଭଳି ରହିଥାଏ ।

ଏଠାରେ ରହିଥିବା ସିକ୍ଯୁରିଟି ବା ଗାର୍ଡ ମାନଙ୍କର ଦରମା ବର୍ତ୍ତମାନ ସମୟରେ ୫୦, ୦୦୦ ରୁ ୧ ଲକ୍ଷ ଭଳି ଟଙ୍କା ଦରମା ଆକାରରେ ରହିଥାଏ । ଏଠାରେ ରହିଥିବା ରୁମ୍ ମାନଙ୍କର ଭଡା ସବୁଠାରୁ କମ୍ ୯, ୦୦୦ ଠାରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଭଳି ରହିଥାଏ ।   ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *