କେଉଁ ସ୍ଥାନରେ ସୁନା ପିନ୍ଧିବା ଦ୍ଵାରା ଘରକୁ ଆସେ ଗରିବୀ ! ସୁନା ସହ ଜଡିତ କିଛି ମହତ୍ଵ ପୂର୍ଣ୍ଣ କଥା !

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସବୁ ବ୍ୟକ୍ତିଙ୍କ ଉପରେ ପ୍ରତ୍ଯେକ ଧାତୁ ପ୍ରଭାବ ପକାଇଥାଏ । ଏପରିକି ପ୍ରତ୍ଯେକ ଧାତୁର କେଉଁ ନା କେଉଁ ଗ୍ରହ ସହ ମଧ୍ୟ କୌଣସି ପ୍ରକାର ସମ୍ବଦ୍ଧ ରହିଥାଏ । ସେହି ଗ୍ରହଟି ନିଜ ଅନୁସାରେ ସେହି ଧାତୁ ଉପରେ ପ୍ରଭାବ ପକାଇଥାଏ । ତମ୍ବା, ପିତ୍ତଳ, ସୁନା, ରୂପା କିମ୍ବା ହୀରା ଆଦିରୁ ବନିଥିବା ଆଭୁଶଣ ଏହି ସବୁ ବ୍ୟକ୍ତିର ଜୀବନ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ଦରକାର ପଡିଲେ ସେଥିରୁ ବ୍ୟକ୍ତିଙ୍କୁ ଖରାପ ପ୍ରଭାବର ମଧ୍ୟ ଶିକାର ହେବାକୁ ପଡିଥାଏ । ତେଣୁ ଯେଉଁ ମାନେ ସୁନାରୁ ପ୍ରସ୍ତୁତ ଅଳଙ୍କାରକୁ ପିନ୍ଧୁଥାନ୍ତି । ସେମାନେ ସୁନା ସହ ଜଡିତ କିଛି ମହତ୍ଵପୂର୍ଣ୍ଣ କଥା ବିଷୟରେ ମଧ୍ୟ ଜାଣି ରଖିବା ଉଚିତ ।

1- ସୁନାକୁ ବାମ ହାତରେ ପିନ୍ଧିବାକୁ ଶୁଭ ମାନାଯାଇନଥାଏ । କାରଣ ବାମ ହାତରେ ସୁନା ପିନ୍ଧିବା ଦ୍ଵାରା ଜୀବନରେ ସମସ୍ଯା ଆସିପାରେ । 2- ଅନେକ ଲୋକ ସୁନାକୁ କିଣିବା ପରେ ତାହାକୁ କିଛି ଦିନ ବ୍ୟବହାର କରି ବା କିଣିକି ସଙ୍ଗେ ସଙ୍ଗେ ଆଲମାରୀ ବା ସୁନା ରଖିବା ସ୍ଥାନରେ ରଖିଦେଇଥାନ୍ତି । ହେଲେ ସୁନାକୁ ଉତ୍ତର ଦିଗରେ ରଖିବା ବହୁତ ଭଲ ହୋଇଥାଏ ।

3- ବେକରେ ସୁନାର ଚେନ ଓ ଡାହାଣ ହାତର ବିଶି ଆଙ୍ଗୁଠିରେ ସୁନାର ମୁଦି ଲଗାଇବା ଦ୍ଵାରା ଦାମ୍ପତ୍ୟ ଜୀବନ ଭଲ ରହିଥାଏ । 4- ଯେଉଁ ବ୍ୟକ୍ତି ମାନେ ସମାଜରେ ମାନସମ୍ମାନ ପାଇବା ପାଇଁ ଚାହୁଁଥାନ୍ତି । ତେବେ ସେମାନେ ସେମାନଙ୍କୁ କିଛି ନା କିଛି ସୁନାର ଆଭୁଷଣ ପିନ୍ଧିବା ଉଚିତ ।

5- ଗର୍ଭବତୀ ମହିଳାଙ୍କୁ ସୁନା ପିନ୍ଧିବା ଉଚିତ ହୋଇନଥାଏ । ଯଦି ଦରକାର ପଡୁଛି । ତେବେ କମ୍ ସୁନା ଗହଣା ପରିଧାନ କରନ୍ତୁ । ହେଲେ ଗର୍ଭବତୀ ମହିଳା ମାନେ ନିଜ ଶରୀରରେ ଅଧିକାଂଶ ସୁନା ପିନ୍ଧିବା ଦ୍ଵାରା ସମସ୍ଯା ଆସିଥାଏ ।

6- ସୁନାକୁ ନାଲି କିମ୍ବା ହଳଦିଆ କପଡାରେ ବାନ୍ଧି ରଖିବାକୁ ବହୁତ ଶୁଭ ବିବେଚନା କରାଯାଇଥାଏ । ସେଥିରେ କିଛି କେଶର ରଖି ତାହାକୁ ବାନ୍ଧିକି ରଖନ୍ତୁ । ଯାହା ଦ୍ଵାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ । ସୁନାକୁ ଖୋଲାଯାଗା କିମ୍ବା ପ୍ଲାଷ୍ଟିକରେ ରଖନ୍ତୁ ନାହିଁ ।

7- ସୁନା ହଜିବା କି ମିଳିବ 2  ଟି ଯାକ ଅଶୁଭ ବୋଲି ମାନାଯାଇଥାଏ । ସୁନା ହଜିବା ଦ୍ଵାରା ଘରେ ଅଶାନ୍ତି ଦେଖାଦେଇଥାଏ । ଏହା ଛଡା ଯଦି କେଉଁ ଠାରୁ ସୁନା ପାଇକି ସେହି ସୁନାକୁ ଯଦି କୌଣସି ବ୍ୟକ୍ତି ନିଜ ଘରେ ଆଣି ରଖିଥାଏ । ତାହେଲେ ଘରର ଅଯଥା ଖର୍ଚ ବୃଦ୍ଧି ପାଇଥାଏ । 8- ଗୋଡରେ ସୁନାର ପାଉଁଜି ବ ମୁଦି ପିନ୍ଧିବା ଅନୁଚିତ ହୋଇଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *