4 ଦିନ ପିଅନ୍ତୁ, ପୁରା ଜୀବନ ଆପଣଙ୍କୁ ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ ଏବଂ ହୃଦୟ ରୋଗ ହେବ ନାହିଁ.. Pumpkin seeds

ବୋଇତାଳୁ ଏପରି ଏକ ଖାଦ୍ୟ ପଦାର୍ଥ ଅଟେ । ଯେଉଁଥିରେ ଅନେକ ପ୍ରକାର ପୋଷକ ତତ୍ଵ ରହିଥାଏ । ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ । ଯଦି କୌଣସି ବ୍ୟକ୍ତି କିଛି ଦିନ ପର୍ଯ୍ୟନ୍ତ ଏହି ବୋଇତାଳୁର ସେବନ କରିଥାଏ । ତେବେ ତାହାର ପେଟ ଠାରୁ ନେଇ ହୃଦୟ ପର୍ଯ୍ୟନ୍ତ ଅନେକ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ଦୂର ହୋଇଥାଏ । ଏହା ରକ୍ତକୁ ମଧ୍ୟ ସଫା କରିଥାଏ । ତେବେ ଆଜି ଏହି ବୋଇତାଳୁ ମଞ୍ଜିକୁ ନେଇ ଏକ ଘରୋଇ ଉପଚାର କହିବାକୁ ଯାଉଛୁ ।

ଯାହା ଆପଣଙ୍କ ଶରୀରର ଅନେକ ସମସ୍ଯା ଠାରୁ ଆପଣଙ୍କୁ ଦୂରେଇ ରଖିଥାଏ । ତେବେ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ 1 ମୁଠା ବୋଇତାଳୁ ମଞ୍ଜିର ଆବଶ୍ୟକ ପଡିବ । ଏହି ବୋଇତାଳୁ ମଞ୍ଜିରେ ଭରପୁର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଥାଏ । ଶରୀରକୁ ଏହା ଏପରି ତତ୍ଵ ସବୁ ଦେଇଥାଏ ଯାହାକି ଆମ ଶରୀର ପାଇଁ ବହୁତ ଆବଶ୍ୟକୀୟ ଅଟେ ।

ଏହି ବୋଇତାଳୁ ମଞ୍ଜିକୁ ନେଇ ପ୍ରସ୍ତୁତ କରିବାକୁ ଯାଉଥିବା ଉପଚାର ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଯାହା ଦ୍ଵାରା ଶରୀରକୁ କୌଣସି ପ୍ରକାର ଭାଇରସ ଅତି ସହଜରେ ସଂକ୍ରମଣ କରିପାରିନଥାଏ । ପ୍ରଥମେ ଆପଣ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ 1 ଗ୍ଳାସ ପାଣିକୁ ଫୁଟାନ୍ତୁ । ତାପରେ ସେଥିରେ 1 ମୁଠା ବୋଇତାଳୁ ମଞ୍ଜିକୁ ପକାନ୍ତୁ । ଏହାକୁ ଆପଣ ଗୋଲାଉଥିବେ ।

ଯେତେବେଳେ ଏହା ଫୁଟି ଫୁଟି ଆସି ପାଣି ଅଧା ହୋଇଯିବ । ସେତେବେଳେ ତାହାକୁ ଭଲ ଭାବେ ଗୋଳାଇ ଦେଇ ଗ୍ଯାସଟି ବନ୍ଦ କରି ଦିଅନ୍ତୁ । ତାପରେ ପାଣିଟି ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ମଞ୍ଜି ଗୁଡିକୁ ପାଣି ମଧ୍ୟରୁ ନଛାଣି ସେହିପରି ଭାବେ ସେବନ କରିବାକୁ ପଡିବ । ଅର୍ଥାତ ସେହି ପାଣିର ସେବନ କରିବା ସହିତ ସେଥିରେ ରହିଥିବା ବୋଇତାଳୁ ମଞ୍ଜି ଗୁଡିକ ମଧ୍ୟ ଖାଇବାକୁ ପଡିବ ।

ଯଦି ଚୋପା ସହ ମଞ୍ଜି ଖାଇବାକୁ ଅସୁବିଧା ଅନୁଭବ କରନ୍ତି । ତେବେ ଆପଣ ଏଠାରେ ଚୋପାକୁ ଛଡାଇ ମଧ୍ୟ ମଞ୍ଜି ଗୁଡିକୁ ଖାଆନ୍ତୁ । ତେବେ ବନ୍ଧୁଗଣ ପୂର୍ବରୁ ମଧ୍ୟ ଏହାର ଉପକାରୀତା ସମ୍ବଦ୍ଧରେ ଆପଣଙ୍କୁ ଜଣାଇଛୁ । ଏହି ବୋଇତାଳୁ ମଞ୍ଜିର ଡ୍ରିଂକର ସେବନ କରିବା ଦ୍ଵାରା ଶରୀରର ଇମ୍ମ୍ଯୁନିଟି ପାୱାର ବୁଷ୍ଟ ହେଉଥିବାରୁ ଶରୀରରେ ଏହା ବହୁତ ଭଲ ପ୍ରଭାବ ପକାଇଥାଏ ।

ପେଟର ଡାଇଜେସନ ପାୱାରକୁ ମଧ୍ୟ ଶକ୍ତିଶାଳୀ କରିଥାଏ । କାରଣ ପେଟ ସଫା ରହିଲେ ଶରୀରକୁ ରୋଗ ବେମାରୀ ମଧ୍ୟ ଆସିପାରିନଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ? ଆମକୁ ଆପଣଙ୍କ ମତାମତ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *