ସ୍ଵାମୀ-ସ୍ତ୍ରୀ କେଉଁ ସମୟରେ ଶରୀରୀକ ସମ୍ପର୍କ ରଖିଲେ ହୋଇଥାଏ ପାପ ? ଏହା ସହିତ ପଢନ୍ତୁ ଆଜିଆର 10ଟି Anuchinta

୧. ନିଜର ଇଚ୍ଛା ପୂର୍ତ୍ତି ପାଇଁ ହେଉ ଅଥବା ସାମାଜିକ ଆବଶ୍ୟକତା ହେଉ, କୌଣସି ବ୍ୟକ୍ତି କୁ କିଛି ଦାନ କରିବା ପରେ ପରିପ୍ରକାଶ କରିବା ଉଚିତ ନୁହେଁ । ଏହା ଅମଙ୍ଗଳ ହୋଇଥାଏ । ୨. ଯଦି କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣ ଅନ୍ନ ଦାନ ଦେଇଥାନ୍ତି ଏବଂ କେତେ ଲୋକ ଖାଇଲେ ତାହା ଗଣିଥାନ୍ତି ତେବେ ଏହା ଅମଙ୍ଗଳ ହୋଇଥାଏ । ୩. ଦୈନନ୍ଦିନ ଜୀବନ ରେ ଆପଣ ନିଜ ଘର ପରିବାର ର ସଦସ୍ୟ ଙ୍କ ପାଇଁ କେତେ ଖର୍ଚ୍ଚ କରୁଛନ୍ତି ତାହା ଲେଖିବା ବା ହିସାବ କରିବା ଅମଙ୍ଗଳ ହୋଇଥାଏ ।

୪. ନିଜର ପରିବାର ସଦସ୍ୟ ଅଥବା ସମ୍ପର୍କୀୟ ଙ୍କ ସହିତ ବାଦ ବିବାଦ କରିବା ଉଚିତ ନୁହେଁ । ଯଦି କୌଣସି ସମସ୍ୟା ହୋଇଛି ତେବେ ତାକୁ ତୁରନ୍ତ ସମାଧାନ କରିବା ଆବଶ୍ୟକ । ଏହା ମଙ୍ଗଳକାରୀ ଅଟେ ।

୫. କୌଣସି ଜିନିଷ ଯାହା ଚୋରି ଅଥବା ଅନ୍ୟାୟ ଉପାୟ ରେ ଆସିଥାଏ, ସେଥିରୁ ଭାଗ ନେବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ଅଟେ ।

୬. ରାତିରେ ଶୋଇବା ସମୟରେ ନିଜ ମନରେ କୌଣସି ଦୁଃଶ୍ଚିନ୍ତା ଆଣିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ କ୍ଷ-ତି-କାରକ ହୋଇଥାଏ ।

୭. ସକାଳୁ ବିଛଣା ରୁ ଉଠିବା ସମୟରେ ହସି ହସି ଉଠିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ।

୮. ଘରେ ଠାକୁର ପୂଜା କରିବା ସମୟରେ ଓଦା ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୯. ଜୀବନ ରେ କୌଣସି ଖରାପ ପରିସ୍ଥିତି ରେ ମଧ୍ୟସ୍ତି ହେବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ବହୁତ ଜଟିଳ ସମସ୍ୟା ନେଇ ଆସିଥାଏ ।

୧୦. ଯେଉଁ ସ୍ଥାନ ରେ ଯୁକ୍ତିତର୍କ ହୋଇଥାଏ ସେହି ସ୍ଥାନ ରେ ଭାଗ ନେବା ଉଚିତ ହୋଇନଥାଏ । ଏହା ଆପଣଙ୍କ ପାଇଁ କ୍ଷ-ତି କାରକ ଅଟେ ।

୧୧. ଯଦି ଆପଣ ମନ୍ଦିର ରେ ଦାନ ଦିଅନ୍ତି ଅଥବା ଦକ୍ଷିଣା ପ୍ରଦାନ କରନ୍ତି ତେବେ ସେ ସବୁ କୁ ମନେ ପକାଇବା ଉଚିତ ନୁହେଁ । ଏହା ଅମଙ୍ଗଳ ଅଟେ ।

୧୨. ଖାଦ୍ୟ ଖାଇବା ପରେ ଯଦି ପୁଣିଥରେ କେହି ଖାଦ୍ୟ ଦ୍ରବ୍ୟ ଯାଚିଥାଏ ତେବେ ତାହା ଖାଇବା ଉଚିତ ନୁହେଁ । ଏହା ସ୍ୱା-ସ୍ଥ୍ୟ ପ୍ରତି ହା-ନି-କା-ରକ ଅଟେ ।

୧୩. ରବିବାର ଦିନ ଆମିଷ ଖାଇବା କିମ୍ବା ଛୁଇଁବା ଉଚିତ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହା-ନି-କା-ରକ ଅଟେ ଏବଂ ଏହାଦ୍ବାରା ଅମଙ୍ଗଳ ହୋଇଥାଏ ।

୧୪. ମହିଳା ମାନେ ପ୍ରତ୍ୟହ ୮ ଘଣ୍ଟା ରୁ ଅଧିକ ଶୋଇବା ଉଚିତ ନୁହେଁ । ଗର୍ଭବତୀ ମହିଳା ମାନେ କେବେବି ଦିନ ସମୟରେ ଶୋଇବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ ।

୧୫. ପ୍ରାତଃକାଳ, ଅର୍ଦ୍ଧରାତ୍ରି ଓ ଭୋଜନ ର ଅବ୍ୟବହିତ ରେ ପୁରୁଷ କିମ୍ବା ମହିଳା ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । ନଚେତ ଏହା ଆପଣଙ୍କ ଶରୀର ପାଇଁ ହା-ନି-କା-ର-କ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *