ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଦେବ ଭରପୁର ଏନର୍ଜି, ୧୦ ଗୁଣା ବଢେଇଦେବ ଆପଣଙ୍କ ଇମ୍ୟୁନିଟି ପାୱାର- Immunity Booster

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ନିଜର କୋପ ଦେଖାଇ ସାରିଛି । ଭାରତରେ ଏହି ଭାଇରସର ସଂକ୍ରମଣ ଏତେ ଅଧିକ ବଢି ଯାଇଛି ଯେ, ରୋଗୀ ମାନଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖା ଯାଇଛି । ବନ୍ଧୁଗଣ ଏହା ସହିତ ଦେଶରେ ଆକ୍ସିଜେନର ଅଭାବ ମଧ୍ୟ ଦେଖାଯାଇଛି ଯାହାଫଳରେ ଅହଜାର ହଜାର ଲୋକ ଆକ୍ସିଜେନ ଅଭାବରୁ ନିଜର ପ୍ରାଣ ହରାଇ ବସିଛନ୍ତି ।

ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ବହୁତ ଭୟଙ୍କର ରୂପ ନେଇ ଆସିଛି ଓ ସରକାର ମଧ୍ୟ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବହୁତ ଚିନ୍ତାରେ ଅଛନ୍ତି ।

ବନ୍ଧୁଗଣ ମୁଖ୍ୟତଃ ଯଦି କୌଣସି ମଣିଷ ଶରୀରରେ ରୋଗପ୍ରତିଷେଧକ ଶକ୍ତି କମ ଅଛି ତା ହେଲେ ଏହି ଭାଇରସ ବହୁତ ଶୀଘ୍ର ସେହି ଲୋକ ଉପରେ ଆକ୍ରମଣ କରିଦେଉଛି । ହେଲେ ଅନ୍ୟ ପକ୍ଷରେ ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହିଛି ତା ହେଲେ ଆପଣଙ୍କ ଶରୀରକୁ ଅତି ସହଜରେ ଏହି ଭାଇରସ ଆକ୍ରମଣ କରିପାରିବ ନାହିଁ ।

ଆଜି ଆମେ ଆପଣ ମାନଙ୍କୁ ରୋଗପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି କାଢା ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରିଲେ ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ବଢିବା ସହ ଆପଣଙ୍କ ଜ୍ଵର, ଥଣ୍ଡା ଓ କାସ ଆଦି ସମସ୍ତ ସମସ୍ୟା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଏହି କାଢାକୁ ବନେଇବା ପାଇଁ ଆପଣ ପ୍ରଥମେ ଏକ ପତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ । ଏହାପରେ ଆପଣ ଏଥିରେ ଏକ ଗୁଳୁଚି ଡାଙ୍ଗ ନିଅନ୍ତୁ । ଗୁଳୁଚି ଡାଙ୍ଗ ଏକ ଔଷଧୀୟ ଗଛ ଅଟେ । ଯଦି ବନ୍ଧୁଗଣ ଆପଣଙ୍କର ଜ୍ଵର ଆଦି ସମସ୍ୟା ରହିଛି ତା ହେଲେ ଆପଣ ଏହି ଗଛର ପତ୍ର ପକାଇ ପାରିବେ ଯଦି ଆପଣଙ୍କର ଜ୍ଵର ଆଦି ସମସ୍ୟା ନାହିଁ ତା ହେଲେ ଆପଣ ଏହାର ପତ୍ରର ବ୍ୟବହାର କରିପାରିବେ ।

ଯଦି ବନ୍ଧୁଗଣ ଆପଣଙ୍କର କାସ ବା ତଣ୍ଟି ଦରଜ ଆଦି ସମସ୍ୟା ରହିଛି ତା ହେଲେ ଆପଣ ଏକ ଖଣ୍ଡ ଅଦାକୁ ଛେଚି ଏଥିରେ ନିଶ୍ଚୟ ପକାନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଦୁଇ ଚାମଚ ପାନ ମଧୁରୀ ନିଅନ୍ତୁ । ଏହା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିବା ସହିତ ଆପଣଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ଆପଣ ଏହି କାଢାକୁ ମିଠା କରିବା ପାଇଁ ଅଳ୍ପ ଗୁଡ ବା ଚିନୀ ପକାଇ ପାରିବେ ।

ବନ୍ଧୁଗଣ ଆପଣ ମାନେ ଏହି କାଢାର ସେବନ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲି ପେଟରେ କରନ୍ତୁ । ଏହା ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ସୁସ୍ଥ ରଖିବା ସହିତ ଆପଣଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଦେବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *